fbpx
Browsing Category

ରାଜନୀତି

ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ: CCTV ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଗିବ ପୋଲିସ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ରାଜନୈତିକ ଦଳ ଏବଂ ପ୍ରଶାସନ ମଧ୍ୟ ଏହି ନିର୍ବାଚନକୁ ନେଇ ବେଶ୍ ଗମ୍ଭୀର ରହିଛନ୍ତି । ସମସ୍ତ ବିଭାଗରେ ପ୍ରସ୍ତୁତି ଏବେ ଜୋରଦାର…

ଓଡ଼ିଶା ଆସିବେ ରାହୁଲ, ସୋନିଆ ଓ ରେବନ୍ଥ ରେଡ୍ଡୀ, ୫୯ ଜଣଙ୍କୁ ପ୍ରଚାର କମିଟିରେ ରଖିଲା କଂଗ୍ରେସ

ଭୁବନେଶ୍ୱର: ମେ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ତେଣୁ ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଦୁଇ ହେଭିୱେଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଆସିବେ। ବିଶେଷ କରି କୋରାପୁଟ…

ଦିଲ୍ଲୀରୁ ଫେରି ଦିଲ୍ଲୀପ କହିଲେ: ମୁଁ ବିଜେପିରେ ଅଛି, ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି

ଓଡ଼ିଶା ଭାସ୍କର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ଟାଣୁଆ ନେତା ଦିଲ୍ଲୀପ ରାୟ ଏଥର ବିଜେପି ଟିକେଟରେ ରାଉରକେଲାରୁ ଲଢ଼ିବେ ବୋଲି ପୂର୍ବରୁ ଜୁଏଲ କହି ସାରିଥିଲେ। କିନ୍ତୁ ଆଜି ନିଜେ ଦିଲ୍ଲୀପ ରାୟ ବଡ଼ ବୟାନ…

(Video) ଶ୍ରୀମୟୀ ମିଶ୍ରଙ୍କ ଟିକେଟ ଫାଇନାଲ! ଏହି ଆସନରୁ ନିର୍ବାଚନ ଲଢିବେ ବିଜେଡି ନେତ୍ରୀ… ବିବାଦରେ ଅନନ୍ତ

ଓଡ଼ିଶା ଭାସ୍କର: ଆଉ କିଛି ସମୟ ଭିତରେ ଆସିପାରେ ବିଜୁ ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜ୍ୟର ୨୦ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେଇ ସାରିଥିବା ବେଳେ ୧୦୮ ଜଣଙ୍କୁ ବିଦାନସଭା ନିର୍ବାଚନ ପ୍ରାର୍ଥୀ…

ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଷ୍ପତିକୁ ବଦଳାଉଥିଲେ ସୋନିଆ ଗାନ୍ଧୀ: ୟୁପିଏ ସରକାରଙ୍କ ଉପରେ ଆର.କେ ସିଂଙ୍କ ବିସ୍ଫୋରକ ବୟାନ(WATCH)

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଆର.କେ ସିଂ ସମ୍ପ୍ରତି ୟୁପିଏ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ଗତିଶୀଳତା, ବିଶେଷକରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କ ବିଷୟରେ ଏକ…

ବଡ଼ ଘୋଷଣା; ନିର୍ବାଚନ ପାଇଁ ରାଜି ହେଲେ ପୱନ ସିଂହ: ଏବେ ଏହି ଲୋକସଭା ଆସନ ପାଇଁ କରିବେ ଲଢେଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଭୋଜପୁରୀ ଷ୍ଟାର ପୱନ ସିଂହ । ନିର୍ବାଚପ ଲଢିବା ପାଇଁ ପ୍ରଥମେ ମନା କରୁଥିବା ବେଳେ ବର୍ତ୍ତମାନ ରାଜନୀତି ମଇଦାନକୁ ମନ ବଳାଇଛନ୍ତି ପୱନ । ଆସନ୍ତା…

ଦିଲ୍ଲୀ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜକୁମାର ଆନନ୍ଦ, AAP ବି ଛାଡ଼ିଲେ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।…

ପ୍ରଚାର ସମୟରେ ଯୁବତୀଙ୍କୁ କିସ୍ କଲେ ପ୍ରାର୍ଥୀ, ବିବାଦ ବଢିବାରୁ କହିଲେ ଏପରି..

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଲାଗି ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର ମାଲଦାରେ ଏକ ଘଟଣାକୁ ନେଇ ବିବାଦ ସୃଷ୍ଟି…

ଲୋକସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ ।…

ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେଡି: ସ୍ଥାନ ପାଇଲେ ଅନେକ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନର ମତଦାନ ପୂର୍ବରୁ…