Browsing Category

ରାଜନୀତି

ହରିୟାଣା ନିର୍ବାଚନରେ ହିଂସା: ପାର୍ଟି ସମର୍ଥକଙ୍କ ମଧ୍ୟରେ ଲଢେଇ, ମତଦାନ ବେଳେ ଅଶାନ୍ତି

ହରିୟାଣା: ଆଜି ସାରା ହରିୟାଣା ନିର୍ବାଚନରେ ମତଦାନ ଜାରି ରହିଛି । ରାଜ୍ୟର ମୋଟ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଜନତା । ତେବେ ଏହା ଭିତରେ ହରିୟାଣାର ଏକାଧିକ ମତଦାନ କେନ୍ଦ୍ରରେ ହିଂସା ଦେଖିବାକୁ ମିଳିଛି ।…

ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ‘ବିଜୟରେ ଉନ୍ମାଦିତ କି ପରାଜୟରେ ହତୋଶ୍ଚାହିତ ହୁଅ ନାହିଁ’

ଭୁବନେଶ୍ବର(ଓଡିଶାଭାସ୍କର): ବିଜେଡି ଏବଂ ବିଜେପି ମଧ୍ୟରେ ଦୋଷ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ତେବେ କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟର ଆଜି କଡା ଜବାବ ଦେଇଛନ୍ତି…

ପାକିସ୍ତାନ ଗସ୍ତକୁ ନେଇ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ…

(Video) ମତଦାନ ମଧ୍ୟରେ ବିଜେପି ଉପରେ ବର୍ଷିଲେ କୁମାରୀ ସେଲଜା, ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭାର ୯୦ ସିଟ ପାଇଁ ଭୋଟିଂ ଜାରି ରହିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦର ଚେହେରାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ କଂଗ୍ରେସର ସିନିୟର ନେତା କୁମାରୀ ସେଲଜାଙ୍କ ମନ୍ତବ୍ୟ…

ହରିୟାଣା ନିର୍ବାଚନ: ପ୍ରଥମ ଥର ଭୋଟ୍ ଦେବା ପରେ କ’ଣ କହିଲେ ମନୁ ଭାକର

ନୂଆଦିଲ୍ଲୀ: ଅଲିମ୍ପିକ୍ସ୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତିଥିବା ସୁଟର ମନୁ ଭାକର ମଧ୍ୟ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ କରିଛନ୍ତି । ସେ ଝଜ୍ଜର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ଏହାପରେ…

ହରିୟାଣା ବିଧାନସଭାର ୯୦ ଆସନ ପାଇଁ ମତଦାନ ଆରମ୍ଭ, ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା

ନୂଆଦିଲ୍ଲୀ: ହରିୟାଣା ବିଧାନସଭାର ସମସ୍ତ ୯୦ଟି ସିଟରେ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୯୦ ବିଧାନସଭା ସିଟ ପାଇଁ ୧୦୩୧ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା।…

ଜନତାଙ୍କ ହିଁ ପ୍ରକୃତ କିଙ୍ଗ: ଆପଣମାନଙ୍କୁ କାହା ଶାସନ ଭଲ ଲାଗୁଛି, କାହା ଅମଳରେ ରାଜ୍ୟର ବିକାଶ ହେଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ କିଙ୍ଗ । ଜନତା ଚାହିଁଲେ ଗୋଟିଏ ଦଳକୁ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସାଇବେ ଓ ଜନତା ଚାହିଁଲେ ଗୋଟିଏ ଦଳକୁ କ୍ଷଣିକ ମଧ୍ୟରେ କ୍ଷମତାଚ୍ୟୁତ କରିପାରିବେ…

କେଉଁ ପାଇକ ପୁଅଙ୍କୁ ରାଜା କହୁଥିଲେ ବେଇମାନ?

ଓଡିଶା ଭାସ୍କର: ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲୀ ପାଇଁ ହୋଇଥିବା ସମୀକ୍ଷା ବୈଠକରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ପରାଜୟର ଗ୍ଲାନୀରେ ରକ୍ତ ଚାଉଳ ଚୋବାଇଥିଲେ । ଯାହା ତାଙ୍କ ଭାଇରାଲ ଅଡିଓରୁ ସ୍ପଷ୍ଟ…

ହରିୟାଣା ବିଧାନସଭା ନିର୍ବାଚନ: ୩୨ଟି ଆସନ ଉପରେ ସଭିଙ୍କ ନଜର, ଏହି ଆସନରେ ଯିଏ ଜିତିବ, ସରକାର ସିଏ ଗଢ଼ିବ!

ନୂଆଦିଲ୍ଳୀ: ଆସନ୍ତାକାଲି ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ଏହାପରେ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କ୍ର…

କ୍ଷମତାର ମୋହ, ଯାହାକୁ ଲାଗିଛି, ତାଠି ଦେଖାଦେଇଛି ଚାରିତ୍ରିକ ପରିବର୍ତ୍ତନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ପରଠୁ ରାଜ୍ୟବ୍ୟାପୀ ଚର୍ଚାରେ ଯାଜପୁର ଓ ସେଠାର ପୂର୍ବତନ ବିଧାୟକ ତଥା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ନିର୍ବାଚନ ଲଢିବାକୁ କହିବା ପରଠାରୁ ନାନା…