Browsing Category
ରାଜନୀତି
ଉତ୍ତରପ୍ରଦେଶରେ ବିଜେପିକୁ କଡା ଟକ୍କର ଦେବ ଏସ୍ପି ଓ କଂଗ୍ରେସ ମେଣ୍ଟ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେଲେ ଅଖିଲେଶ
ଆଗ୍ରା: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବି ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି…
BIG BREAKING: ବିଜେଡ଼ି ଛାଡିଲେ ଦେବାଶିଷ ନାୟକ
ଓଡିଶା ଭାସ୍କର: ରାଜ୍ୟ ରାଜନୀତିରେ ବଡ଼ ଧରଣର ହଟଚମଟ । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ…
ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି, ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି…ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ: ଶୁଭେନ୍ଦୁ ଅଧିକାରୀ
କୋଲକାତା: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା…
୩ ମାସ ପାଇଁ ବନ୍ଦ ରହିବ ମୋଦୀଙ୍କ ‘Maan Ki Baat’ କାର୍ଯ୍ୟକ୍ରମ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏତିରେ ଖୁବ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଏହି ନିର୍ବାଚନର ପ୍ରସ୍ତୁତି ପାଇଁ ଆଜି…
ବଡ଼ ଖବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ଲୋକସଭା ସାଂସଦ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ…
ପିଏମ ମୋଦୀ, ଅମିତ ଶାହାଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଏହି ଦିନ ଜାରି କରିବ ବିଜେପି : ସାମ୍ନାକୁ ଆସିଲା ତାରିଖ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ୨୯ ଫେବୃଆରୀରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିପାରେ । ଏହି ତାଲିକାରେ ପିଏମ ମୋଦୀ ଏବଂ ଅମିତ ଶାହାଙ୍କ ପରି ବରିଷ୍ଠ ନେତାଙ୍କ ଲୋକସଭା ଆସନ…
(Video) ନିଜର ପ୍ରଥମ ନିର୍ବାଚନ ବିଜୟ ବେଳର ଭିଡିଓ ସେୟାର କଲେ ମୋଦି: ପୁରୁଣା ସ୍ମୃତିକୁ କଲେ ତାଜା
ଓଡ଼ିଶା ଭାସ୍କର: ଏକ ପୁରୁଣା ଭିଡିଓ ସେୟାର କରି ନିଜର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ୨୦୦୨ ଆଜିର ଦିନରେ, ନରେନ୍ଦ୍ର ମୋଦି ରାଜକୋଟରୁ ପ୍ରଥମ ନିର୍ବାଚନରେ ବିଜୟୀ ହୋଇ…
ନିର୍ବାଚନ ପାଇଁ ବିଜେପି ଖେଳିବ ମାଷ୍ଟର ଷ୍ଟ୍ରୋକ୍: ଗୁରୁବାର ଦିନ ହେବ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା!
ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର…
ମାର୍ଚ୍ଚ ୧୨ ତାରିଖରୁ ଲାଗୁ ହେବ କୋଡ଼ ଅଫ୍ କଣ୍ଡକ୍ଟ, ଏପ୍ରିଲ ୧୯ରେ ନିର୍ବାଚନ!
ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ସେହିପରି ନିର୍ବାଚନ ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ସମସ୍ତ ରାଜ୍ୟ…
ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଘୋଷଣା ହେବ ନିର୍ବାଚନ ତାରିଖ!
ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନକୁ ନେଇ ବର୍ତ୍ତମାନ ସବୁ ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାଭିତରେ ରାଜନୈତିକ ଦଳରୁ ଆରମ୍ଭ କରି ଭୋଟର ସମସ୍ତେ ନିର୍ବାଚନ ତାରିଖକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା…