fbpx
Browsing Category

ରାଜନୀତି

Pakistan Update: ଇମ୍ରାନଙ୍କୁ ଲାଗିଲା ଶକ୍ତ ଝଟକା ,ନିର୍ବାଚନ ଆୟୋଗ କରିଲେ ଅଯୋଗ୍ୟ ଘୋଷଣା

ନୂଆଦିଲ୍ଲୀ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଶକ୍ତ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା…

ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍: ମାତ୍ର ୪୫ ଦିନ ପରେ ଛାଡ଼ିଲେ ପଦବୀ

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ ।…

ଭୋଟ୍ ପାଇଁ ଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ୩ ହେଭିୱେଟ୍ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜେନ୍ଦ୍ର ଦାସ…

୭ ବର୍ଷ ବୟସରେ ମାଆକୁ ହରାଇଥିଲେ, ୧୨ ନିର୍ବାଚନରୁ ୧୧ ଜିତିଛନ୍ତି, ଜାଣନ୍ତୁ କିଏ କଂଗ୍ରେସର ନୂତନ ବସ୍ ଖଡଗେ

ନୂଆଦିଲ୍ଲୀ: କୁହନ୍ତି ସଫଳତାର ସ୍ୱାଦ ତାହା ପାଇଁ ମିଠା ଯେ ତାର ଜୀବନରେ ସଂଘର୍ଷ ଦେଖିଛି । ଆଉ ସେହି ସଂଘର୍ଷ ଲୋକମାନଙ୍କୁ ଶାନ୍ତିରେ ଶୋଇ ଦିଏ ନାହିଁ ଆଉ ସେମାନେ କିଛି ଏପରି କାମ କରନ୍ତି ଯାହା ପାଇଁ ତାଙ୍କର ଏକ…

Mission 2024: ଆସନ୍ତା ନିର୍ବାଚନରେ ବିଜେପି କେମିତି ପାୱାର ହାତେଇବ, ଚାଣକ୍ୟ ପ୍ରସ୍ତୁତ କରିଛନ୍ତି ଏକ ସ୍ପେଶାଲ ରୋଡମ୍ୟାପ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ବିଜେପି ନିଜର କସରତ ଆରମ୍ଭ କରିଦେଇଛି । ଏହି ନିର୍ବାଚନୀ ଅଭିଯାନ ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ । ତୃଣମୂଳ…

ଥରୁରଙ୍କୁ ହରେଇବାକୁ ଜାଣିଶୁଣି ଭୋଟ୍ ବାତିଲ୍ କରିଛନ୍ତି କି କଂଗ୍ରେସ କର୍ମୀ ? ବାଲଟ ପେପରରେ ଦେଖିବାକୁ ମିଳିଲା ହାର୍ଟ ଚିହ୍ନ

ନୂଆଦିଲ୍ଲୀ :ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂତନ ସଭାପତି ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ୭୮୯୭ ଭୋଟ୍ ତାଙ୍କ ଆକାଉଣ୍ଟକୁ ଯାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁର ୧୦୭୨ ଭୋଟ୍ ପାଇଛନ୍ତି। ବର୍ତ୍ତମାନ…

BJP Grand Celebration:ନବୀନଙ୍କ ପରେ ଏବେ ଅପରାଜିତଙ୍କ ପାଳି,ବିଜେଡିର ରୋଡ଼ ସୋ ପରେ ଏବେ ବିଜେପି ଦେଖାଇବ ତାର ଦମ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା କିଏ କରିବ। ବିରୋଧୀ ବିଜେପି ଏବଂ କଂଗ୍ରେସର କଣ ସେମିତି ଚେହେରା ଅଛନ୍ତି, ଯିଏ ନବୀନଙ୍କୁ ରଣହୁଙ୍କାର ଦେଇ ପାରିବେ। ନା ସବୁ ଥର ପରି…

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଗାନ୍ଧୀ ପରିବାରର ଇସାରାରେ ହିଁ କରିବେ କାମ ! ନିଜେ ସଙ୍କେତ ଦେଲେ ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନରେ ଗତ ଦିନରେ ରାଜନୈତିକ ସଙ୍କଟ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନେଇ କଂଗ୍ରେସ ହାଇକମାଣ୍ଡ ଏବଂ ଗାନ୍ଧୀ ପରିବାରର ଭରସା ଦୋହଲି ଯାଇଥିଲା। ଏହା ପରେ ଗେହଲଟ୍ ନିଜେ ଅଧ୍ୟକ୍ଷ…

ହାରିଲେ ଥରୁର, ଅଣ ଗାନ୍ଧୀ ଭାବେ ଖଡଗେ ହେଲେ କଂଗ୍ରେସର ନୂତନ ସଭାପତି

ନୂଆଦିଲ୍ଲୀ:ସରିଲା କଂଗ୍ରେସ ସଭାପତି ନିର୍ବାଚନ । ଆଉ ଶେଷରେ ମଲ୍ଲିକାଜୁର୍ନ ଖଡଗେଙ୍କ ନାମରେ ବାଜିଲା କଂଗ୍ରେସ ର ନୂତନ ସଭାପତି ହେବାର ମୋହର । ଶଶିଥରୁରଙ୍କୁ ହରାଇ ବାଜି ମାରିଲେ ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଜଣେ…

ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳରୁ ବହିଷ୍କାର କଲା BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କାରଣରୁ…