Browsing Category

ରାଜନୀତି

INDIA ମେଣ୍ଟରେ ଫାଟ, ଦିଲ୍ଲୀ ଲୋକସଭା ଆସନକୁ ନେଇ ଆପ୍ ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ସରକାରକୁ କ୍ଷମତାଠାରୁ ଦୁରରେ ରଖିବା ପାଇଁ ବିରୋଧିମାନେ ଏକାଠି ହୋଇ ଲଢିବାକୁ ଚେଷ୍ଟା କରୁଥିବା ବେଳେ ଇଣ୍ଡିଆ ଗଠବନ୍ଧନକୁ ଲାଗିପାରେ ବଡ଼ ଝଟକା। ବୁଧବାର ଆମ୍ ଆଦମୀ ପାର୍ଟି(ଆପ୍‌)…

BJP ନିର୍ବାଚନ ସମିତି ବୈଠକ: ମଧ୍ୟପ୍ରଦେଶ, ଛତିଶଗଡ଼ ଉପରେ ଗୁରୁତ୍ୱ, ବିଧାନସଭା ସିଟକୁ ୪ଟି ବର୍ଗରେ ବଣ୍ଟାଗଲା

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ବିଜେପି ନିର୍ବାଚନ ସମିତି ବୈଠକ (ସିଇସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ,…

ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ; ଶରତ ପଟ୍ଟନାୟକ

ଭୁବନେଶ୍ୱର; କଂଗ୍ରେସର ଟାର୍ଗେଟରେ ରହିଛି ବିଜେଡି ଏବଂ ବିଜେପି । କିଛି ଦିନ ହେବ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ଓଡିଶା କଂଗ୍ରେସ ପୁଣି ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ବାହାରିଛି । ୯ ଦଫା…

ନେହେରୁ ମେମୋରିଆଲ ନାମ ବଦଳିବା ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ପରିସ୍ଥିତି ଆସି ଏଠି ପହଁଚିଲାଣି

ନୂଆଦିଲ୍ଲୀ: ମୋଦୀ ସରକାର ନେହେରୁ ସଂଗ୍ରହାଳୟର ନାମ ବଦଲାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରିଦେଇଛନ୍ତି । ଏନେଇ କଂଗ୍ରେସ ବିରୋଧ କରିଛି । କଂଗ୍ରେସ ନେତା ଏବଂ ତିରୂବନ୍ତପୁରମରୁ ସାଂସଦ ଶଶୀ ଥରୁର କହିଛନ୍ତି ଯେ,…

ରାଜନୀତିର ଚକ୍ରବ୍ୟୁହରେ ଫସିଯାଇଛନ୍ତି ପରିବା ବିକାଳୀ ରାମେଶ୍ୱର, କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପି ସହ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଗରିବ ପରିବା ବିକାଳୀ ରାମେଶ୍ୱରଙ୍କୁ ନେଇ ଏବେ ରାଜନୀତି ଜୋର ଧରିଛି । କିଛିିଦିନ ତଳେ କ୍ୟାମେରା ସାମ୍ନାରେ କାନ୍ଦୁଥିବା ଅବସ୍ଥାରେ ରାମେଶ୍ୱରଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁ ଲୋକଙ୍କ ହୃଦୟ ତରଳାଇ…

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଏହା ମୋଦୀଙ୍କ ଶେଷବର୍ଷ, ଆଗାମୀ ବର୍ଷ ଲାଲକିଲ୍ଲାରେ…

ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ନିଜ…

ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ଚାକିରି ନମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ପର୍ଯ୍ୟନ୍ତ ପହଞ୍ଚିଗଲେ ଯୁବକ

ନୂଆଦିଲ୍ଲୀ: ବିହାରରେ ସ୍ୱାଧୀନତା ଦିବସ ପାଳନ ବେଳେ ସିଏମ ନୀତୀଶ କୁମାରଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟିର ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ସ୍ୱାଧୀନତା ଦିବସରେ ଗାନ୍ଧୀ ମଇଦାନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ…

ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ, ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗ

ଆଟଲାଣ୍ଟା: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୨୦୨୦ ନିର୍ବାଚନରେ ଜର୍ଜିଆରେ ନିଜ ପରାଜୟକୁ ବେଆଇନ ଭାବେ ଓଲଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବତନ…

ସ୍ୱତନ୍ତ୍ରତା ଦିବସ ପୁର୍ବରୁ ମୋଦୀଙ୍କୁ ଟାର୍ଗେଟ୍ କଲେ ମମତା, କହିଲେ ଏହା ହେବ ଶେଷ ଲାଲକିଲ୍ଲା ଭାଷଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସ ପୁର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ(ଟିଏମ୍‌ସି) ସଭାପତି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଟିଏମ୍‌ସି ପକ୍ଷରୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିଲେ ନିଶ୍ଚୟ ଜିତିବେ, ଏହି ନେତାଙ୍କ ଦାବୀ

ନୂଆଦିଲ୍ଲୀ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ ତେବେ ନିଶ୍ଚିତ ରୂପରେ ସେ ବିଜୟ ଲାଭ କରିବେ । ଶିବସେନା ନେତା ସଞ୍ଜୟ ରାୱତ ଏହି ଦାବୀ କରିଛନ୍ତି । ସେ…