Browsing Category
ରାଜନୀତି
କେଜରିୱାଲଙ୍କୁ ସୁପ୍ରିମ କୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମ କୋର୍ଟ ଅରବିନ୍ଦଙ୍କୁ ଦେଇଛନ୍ତି ଜାମିନ । କିନ୍ତୁ ଏହି ଜାମିନ ସର୍ତ୍ତମୂଳକ ରହିଛି । ଜଷ୍ଟିସ ଉଜ୍ଜଳ…
ମୁଁ ମମତା ବାନାର୍ଜୀଙ୍କୁ ସାମାଜିକ ଭାବେ ବହିଷ୍କାର କରିବି: ପଶ୍ଚିମବଙ୍ଗ ରାଜ୍ୟପାଳ
କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟର ଆଇନ ଶୃଙ୍ଖଳା ଓ ଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟପାଳ କହିଛନ୍ତି, ବଙ୍ଗଳା ସମାଜକୁ ସମର୍ଥନ ଜଣାଇ ମୁଁ…
ଟିକେଟ ନ ମିଳିବାରୁ ସଭାମଝିରେ କାନ୍ଦିଲେ କଂଗ୍ରେସ ନେତା, କହିଲେ ମୋର ରାଜନୈତିକ ହତ୍ୟା ଘଟିଛି
ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ କଂଗ୍ରେସ ବିଧାୟକ ଲଳିତ ନାଗର ୫ ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିଲାନାହିଁ। ଏଥିପାଇଁ ସେ ଆଜି ସଭା ମଝିରେ କାନ୍ଦିଛନ୍ତି। ସେ କହିଛନ୍ତି ଯେ, ସେ ନିଜ…
ବିଶ୍ୱ ଅଶାନ୍ତି ଭିତରେ ସାର ଯୋଗାଣକୁ ନେଇ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ; ଦରବୃଦ୍ଧିରୁ ମୁକ୍ତି ପାଇବେ କୃଷକ
ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମଦାନୀ ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ବିଶ୍ୱ ସ୍ତରରେ ସାର ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ଭାରତର ସାର ଯୋଗାଣ ଶୃଙ୍ଖଳାକୁ ଯଥେଷ୍ଟ…
‘I.N.D.I.A.ର ‘A’ ଅର୍ଥ ଆବେଦନ, ଅପରାଧ ନଚେତ ଅହଂକାର’: ବିଜେପି ସାଂସଦ ସମ୍ବିତ ପାତ୍ର
ନୂଆଦିଲ୍ଲୀ: ବିଜେପି ସାଂସଦ ସମ୍ବିତ ପାତ୍ର ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ ଆମେରିକାରିକାରେ ପଚରା ଯାଇଥିବା I.N.D.I.A. ମଧ୍ୟରୁ 'A' ର ଅର୍ଥ କଣ, ସେହି ସମୟରେ…
ଏମ୍ସରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ
ନୂଆଦିଲ୍ଲୀ: ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ବୁଧବାର ସୂତ୍ରରୁ…
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି, ବାପାଙ୍କ ପରେ ଝିଅ ପାଇବେ ସରକାରୀ ଚାକିରି
ଭୁବନେଶ୍ବର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ 3ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।…
ସାମ୍ବାଦିକାଙ୍କୁ ରାହୁଲ ଏମିତି ଦେଲେ ଉତ୍ତର କି ହୋଇଗଲେ ଟ୍ରୋଲ
ନୂଆଦିଲ୍ଲୀ: ଆମେରିକାରେ ଦେଶର ବିଭିନ୍ନ ପ୍ରସଙ୍ଗରେ ବୟାନ ଦେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ତେବେ ତାଙ୍କର ଏମିତି କିଛି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ…
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ ଆଇନ ନେବ ନିର୍ଣ୍ଣାୟକ ଭୂମିକା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଡିବେଟରେ ଆବର୍ସନ ଲ ବା ଗର୍ଭପାତ ଆଇନ ଏକ ବଡ ମୁଦ୍ଦା ହୋଇଛି । ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ସଂଘୀୟସ୍ତରରେ ଗର୍ଭପାତ ଅଧିକାରକୁ କାର୍ଯ୍ୟକାରୀ…
ଆମେରିକୀୟ ସିନେଟରଙ୍କ ସହ ରାହୁଲଙ୍କ ଭେଟଘାଟ ପରେ ଅଡୁଆରେ କଂଗ୍ରେସ!
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଯେତେବେଳେ ବି ବିଦେଶ ଯାତ୍ରା କରନ୍ତି, ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ଆମେରିକା ଗସ୍ତ କାଳରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାର ଓ ତାର…