Browsing Category

ରାଜନୀତି

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ। ଚମ୍ପୁଆ ବିଜେଡି ବିଧାୟକ ସନା ମହାକୁଡ଼ଙ୍କୁ ନବୀନଙ୍କ ତେରଛା ବାଣ। କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି…

ଫ୍ରାନ୍ସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ ଆମେରିକା ଗସ୍ତ, ଭାରତ ପାଇଁ ହେବ ଲାଭଦାୟକ

ନୂଆଦିଲ୍ଲୀ: ୨ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆମେରିକାରେ ପହଞ୍ଚିବା ପରେ ବିମାନବନ୍ଦରରେ ଭବ୍ୟ ସ୍ବାଗତ। ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପ ସହ ମୋଦୀଙ୍କ ଦ୍ବିପାକ୍ଷିକ ଆଲୋଚନା।…

ବାଂଲାଦେଶ: ୪୫ ଦିନ ଆନ୍ଦୋଳନରେ ମରିଛନ୍ତି ୧୪୦୦ ଲୋକ, UN ରିପୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ବାଂଲାଦେଶରେ ବିଦ୍ରୋହ ହୋଇଥିଲା। ଏହି ବିକ୍ଷୋଭରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ମିଳିତ ଜାତିସଂଘ ମାନବାଧିକାର ବୁଧବାର ତତ୍କାଳୀନ ଶେଖ୍ ହସିନା ସରକାର…

ଓଡ଼ିଆ ଫିଲ୍ମ ପ୍ରଯୋଜନା କରିବେ ଭେଟେରାନ ବୋନୀ କପୁର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଆ ଫିଲ୍ମ ପ୍ରଯୋଜନା କରିବେ ଭେଟେରାନ ବୋନୀ କପୁର। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି କହିଲେ। ଶେଷରେ…

୧୯୮୪ ଶିଖ୍ ଦଙ୍ଗା ମାମଲା: ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାର

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରସ୍ୱତୀ ବିହାର ଅଞ୍ଚଳରେ ଦୁଇ ଜଣଙ୍କୁ ହତ୍ୟା ମାମଲାରେ…

ଆଲିଶାନ୍‌ ବ୍ଲେୟାର ହାଉସ୍ ରହିବେ ପ୍ରଧାନମନ୍ତ୍ରୀ, ଆମେରିକା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ଦ୍ୱୀପାକ୍ଷିକ ଆଲୋଚନା

ୱାଶିଂଟନ୍‌: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତ ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଆସନ୍ତା ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ ।…

ସଂସ୍କୃତ ଏବଂ ଉର୍ଦ୍ଦୁ ସମେତ ୬ଟି ଭାଷାରେ ଲୋକସଭା ପ୍ରୋସିଡିଙ୍ଗ୍ସର ଅନୁବାଦ

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍ ବିର୍ଲା ଲୋକସଭାର ପ୍ରୋସିଡିଙ୍ଗ୍ସରେ କେତେକ ଭାରତୀୟ ଭାଷା ସହ ଉର୍ଦ୍ଦୁକୁ ସ୍ଥାନ ଦେଇଛନ୍ତି । ବର୍ତ୍ତମାନ ସଦନର ପ୍ରୋସିଡିଙ୍ଗ୍ସ ଏହି ୬ଟି ଭାଷାରେ ଅନୁବାଦ ହେବ ।…

ଭକ୍ତ ଚରଣ ଦାସ ପିସିସି ସଭାପତି ନିଯୁକ୍ତ, ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭକ୍ତ ଚରଣ ଦାସ ପିସିସି ସଭାପତି ନିଯୁକ୍ତ । ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ନିଯୁକ୍ତି । ଶରତ ପଟ୍ଟନାୟକଙ୍କ…

ବାରବାଟୀରେ ଲାଇଟ୍ କଟିବା ପ୍ରସଙ୍ଗ : ପାଲଟା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ, ବିଜେଡି ସରକାର ସମୟରେ କଣ ହୋଇଥିଲା ମନେ ପକାଇଦେଲେ

ଭୁବନେଶ୍ବର: ବାରବାଟୀ ଲାଇଟ୍‌ ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରର ବିଭ୍ରାଟକୁ ଦୋହରାଇ କହିଲେ ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ । ଜେନେରେଟରରେ ଲାଗିଥିଲା…

CM ଗାଦି ଛଡାଇ ଆଣିବେ କି କେଜ୍ରିଓ୍ବାଲ, ଦିଲ୍ଲୀରେ ବୈଠକ ପରେ ସବୁ ଖୁଲାସା କଲେ ଭଗୱନ୍ତ ମାନ୍

 ନୂଆଦିଲ୍ଲୀ:  ଦିଲ୍ଲୀରେ ଆପର ଶୋଚନୀୟ ପରାଜୟ ପରେ ପଞ୍ଜାବରେ ହଇଚଇ । ଅରବିନ୍ଦ କେଜ୍ରିଓ୍ବାଲ ଆଜି ହଠାତ୍ ଦିଲ୍ଲୀରେ କ୍ୟାବିନେଟ ବୈଠକ ଡକାଇଥିଲେ । ଦିଲ୍ଲୀସ୍ଥିତ କପୁରତାଲା ହାଉସରେ ବୈଠକ । ଏହାପରେ ରାଜନୈତିକ…