Browsing Category

ରାଜନୀତି

Loksabha And Assembly Byelection ; ୪ ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଜାରି ..

ନୂଆଦିଲ୍ଲୀ : ଦେଶର ଗୋଟିଏ ଲୋକସଭା ଏବଂ ୪ଟି ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କର୍ଣ୍ଣାଟକ ସମେତ ୪ଟି ରାଜ୍ୟରେ ମତଦାନ ଜାରି ରହିଛି । ଗୋଟିଏ ପଟେ କର୍ଣ୍ଣାଟକରେ ବିଧାନସଭା…

ଝାରସୁଗୁଡାରେ ମତଦାନ ଆରମ୍ଭ: ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟଦାତା

ଝାରସୁଗୁଡା: ଦୀର୍ଘଦିନ ଧରି ଚାଲିଥିବା ପ୍ରଚାର ପରେ ଆଜି ଝାରସୁଗୁଡା ଉପନିର୍ବାଚନ ଆରମ୍ଭ ହୋଇଛି । ସେଥିପାଇଁ ଆଜି ସକାଳ ୭ ଘଟିକାରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଏହି ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ…

ନବୀନ ନିବାସରେ ଚାଲିଛି ନୀତୀଶ ନବୀନଙ୍କ ନିର୍ବାଚନୀ ଚର୍ଚ୍ଚା ! ବୁଝେଇବା ଆଉ ମନେଇବାରେ ହେବେ କି ସଫଳ…ଏହାରି ଉପରେ ଏବେ ସଭିଁଙ୍କ ନଜର

ଭୁବନେଶ୍ୱର: ବିରୋଧୀଙ୍କୁ ଏକ କରିବା ପାଇଁ ଚାଲିଛି କସରତ । ପ୍ରଥମେ ମମତା ଆଉ ଏବେ ନୀତିଶ କୁମାର ନବୀନଙ୍କୁ ଭେଟିବା ପାଇଁ ଆସିଲେ ଓଡିଶା । ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଆଜି ଓଡିଶାଗସ୍ତରେ ଆସିଛନ୍ତି ବିହାର…

ଜାଣିବାକୁ ଚାହୁଁଛନ୍ତି କି କର୍ଣ୍ଣାଟକ ନିର୍ବାଚନର ଫଳାଫଳ, ସର୍ବପ୍ରଥମ ଅପଡେଟ ପାଇଁ ଦେଖନ୍ତୁ ‘ଡେଲିହଣ୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଏବେ ଶେଷ ହେଇଛି। ରାତି ପାହିଲେ ମତଦାନ ଆରମ୍ଭ ହେଇଯିବ। ଜନତା ମାନଙ୍କୁ ବୁଝେଇବା ପାଇଁ ଏବଂ ନିଜ ମୁଣିରେ ଭୋଟ ସଂଗ୍ରହ ପାଇଁ ବଡ଼ ବଡ଼ ଷ୍ଟାର…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ସରକାରୀ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବାର ସୂଚନା ମିଳିଛି । ସେଠାରେ ସେ କିଛି ସରକାରୀ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି । ଆସନ୍ତା ୧୩…

(Video)ପ୍ରଚାର ସରିବା ପରେ ଭିଡ଼ିଓ ବାର୍ତ୍ତାରେ କରିଲେ ନିବେଦନ; କହିଲେ ଆପଣ ଦେଖିଥିବା ସ୍ବପ୍ନ, ମୋର ସ୍ୱପ୍ନ ….ଏହାକୁ ଆମେ ମିଶିକି…

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସୋମବାର ଅପରାହ୍ନ ୫ ଟାରେ ଶେଷ ହୋଇଯାଇଛି । ବୁଧବାର ଅର୍ଥାତ (ମଇ ୧୦) ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଏବେ କର୍ଣ୍ଣାଟକରେ ପ୍ରଚାର ଅଭିଯାନ ବନ୍ଦ ହେବା ପରେ ମଧ୍ୟ ପିଏମ…

ଆଇଡି ଟେନସନ ଆଉ ନାହିଁ… ସେଲଫି ରେ ହେବ ଭୋଟିଂ , ସୁରକ୍ଷାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ଭୋଟିଂ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛନ୍ତି ବା ଭୋଟିଂ ଆପ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ଭୋଟରମାନେ ସେଲଫି ମାଧ୍ୟମରେ ନିର୍ବାଚନ ଭୋଟ୍ ଦେବାକୁ ସମର୍ଥ ହେବେ। ସରଳ…

ସୋନିଆଙ୍କ ସାର୍ବଭୌମତ୍ୱ ମନ୍ତବ୍ୟ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୁର୍ବରୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ବଡ଼ ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ…

BJP ଉପସଭାପତିଙ୍କୁ ହତ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନ ବାତାବରଣ ଦେଖିବାକୁ ମିଳିଛି । ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ସମାନ ଦିନରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ…

ପ୍ରାର୍ଥୀଙ୍କ ନୂଆ ପ୍ରତିଶ୍ରୁତି: ମୋତେ ଭୋଟ ଦିଅ, ମୁଁ ଗୋଟେ ବର୍ଷ ପାଇଁ ତୁମ ଫୋନ ରିଚାର୍ଜ କରିବି

ଉତ୍ତରପ୍ରଦେଶ: ନିକାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଉତ୍ତରପ୍ରଦେଶରେ ଶେଷ ହୋଇସାରଛି । ଆଗାମୀ ୧୧ ମଇରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ହେବାକୁ ଯାଉଛି । ସେଥିପାଇଁ ଭିନ୍ନ ଭିନ୍ନ ଦଳର ନେତା କ୍ୟାମ୍ପେନ କରିବାରେ…