Browsing Category

ରାଜନୀତି

ଲଗାତାର ୩ ଥର ଏହି ଆସନରେ ହାରୁଥିଲା ବିଜେପି, ୩୯୨ ଭୋଟରେ ବିଜୟ ହାସଲ କଲେ ଏହି ନେତା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ତ୍ରିଲୋକପୁରୀର ଆସନ ଉପରେ ସମସ୍ତଙ୍କର ନଜର ଥିଲା । କାରଣ ଆପ ଏହି ଆସନ ପାଇଁ ବିଧାୟକ ରୋହିତ ମେହରୌଲିୟାଙ୍କ ଟିକେଟ କାଟି ଅଞ୍ଜନା ପାରଚାଙ୍କୁ ଟିକେଟ ଦେଇଥିଲା । ଅନ୍ୟପଟେ…

ଇଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଜଣାପଡିଲା ନାଁ

ନୂଆଦିଲ୍ଲୀ: କାହା ମୁଣ୍ଡରେ ପିନ୍ଧାହେବ ମୁକୁଟ। ଶୀର୍ଷ ନେତୃତ୍ୱଙ୍କ ନଜରରେ କିଏ ? ଯାହାକୁ ଦିଆଯିବ ଦିଲ୍ଲୀ ସିଂହାସନର ଦାୟିତ୍ୱ। ରେସରେ ତ ରହିଛି ଅନେକଙ୍କ ନାଁ। ହେଲେ ମୁଖିଆ କାହା ଉପରେ ଭରସା କରିବେ। ତାକୁ ନେଇ…

ଦିଲ୍ଲୀରେ କାହିଁକି ହାରିଲା ଆପ୍, ସାମ୍ନାକୁ ଆସିଲା କାରଣ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସତ ହେଲା ଏକଜିଟ୍ ପୋଲ୍। ଏକଜାଟ ପୋଲରେ ପରିଣତ ହେଲା ଭୋଟ୍ ବାହୁଡ଼ା ମତ। ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀକୁ ଫେରିଲା ବିଜେପି ଶାସନ। ଆଉ ଅପ୍ରତ୍ୟାଶିତ ଭାବରେ ମାଟି କାମୁଡ଼ି ପଡିଲା ଆମ୍ ଆଦମୀ ପାର୍ଟି।…

ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ- ବିଷାକ୍ତ ଯମୁନା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ପରିମାଣରେ ବିଜୟ ହାସଲ କରିଛି । ଫଳାଫଳ ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିଜର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ସେ କହିଛନ୍ତି ଯେ, ଜନତା…

ଶକୁର ବସ୍ତିରେ ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା; ୨୦,୯୯୮ ଭୋଟରେ ହେଲେ ପରାସ୍ତ

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫେରୁଛି ବିଜେପି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି। ହାରିଲେ ସତ୍ୟେନ୍ଦ୍ର: ଦିଲ୍ଲୀର ଶକୁର…

‘ଆପ୍‌’କୁ ବଡ଼ ଝଟକା, ନିର୍ବାଚନରେ ହାରିଲେ କେଜରିୱାଲ, ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ନୂଆଦିଲ୍ଲୀ: ସିଲ୍ ହେଲା ଦିଲ୍ଲୀ ସଚିବାଳୟ । ନୂଆଦିଲ୍ଲୀ ଆସନରୁ ବିଜେପିର ବିଜୟ ପରେ ରାଜନୈତିକ ମାହୋଲରେ ବଡ଼ ହଲଚଲ ଦେଖାଦେଇଛି । ବରିଷ୍ଠ ଅଧିକାରୀଙ୍କୁ ସଚିବାଳୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି…

ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା, କାଲକାଜି ଆସନରୁ ହେଲେ ବିଜୟୀ

ନୂଆଦିଲ୍ଲୀ: ଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଲେ। କାଲକାଜି ଆସନରୁ ଆତିଶୀ ବିଜୟୀ। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫେରୁଛି ବିଜେପି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା…

ନିରାଶ କଲେ କେଜରିୱାଲ, ନୂଆଦିଲ୍ଲୀ ଆସନରୁ ବାଜି ମାରିଲା ବିଜେପି

ନୂଆଦିଲ୍ଲୀ: 'ଆପ୍‌'କୁ ଲାଗିଲା ବଡ଼ ଝଟକା । ନୂଆଦିଲ୍ଲୀ ଆସନରୁ ହାରିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।…

୧୦ ବର୍ଷରେ କଂଗ୍ରେସର ୪୮ତମ ପରାଜୟ; ହରିୟାଣା, ମହାରାଷ୍ଟ୍ର ଓ କାଶ୍ମୀର ପରେ ଦିଲ୍ଲୀରେ ପତ୍ତା ସାଫ୍

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାର ସଙ୍କେତ ମିଳୁଛି। ଭୋଟ ଗଣତିର ଏହି ଧାରା ଜାରି ରହିଲେ ୨୭ ବର୍ଷ ପରେ ରାଜଧାନୀରେ…

ବିଜେପିକୁ ପଛରେ ପକାଇଲା ଆପ୍‌, ନୂଆଦିଲ୍ଲୀ ଆସନରେ ୩୪୩ ଭୋଟରେ କେଜରିୱାଲ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା । ଭେଟ୍ ଗଣତି ପ୍ରାରମ୍ଭରୁ ବିଜେପି ଅଗୁଆ ରହିଛି ।…