Browsing Category

ରାଜନୀତି

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଛାତ୍ରଙ୍କ ‘ନବନ୍ନା ଅଭିଯାନ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ନଡ୍ଡା ଆଣିଲେ ଏଭଳି ଅଭିଯୋଗ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ବିରୋଧରେ ପଶ୍ଚିମ ବଙ୍ଗ ଛାତ୍ର ସମାଜ ନାମକ ଏକ ନୂଆ ଛାତ୍ର ସଂଗଠନ ଆରମ୍ଭ କରିଥିବା 'ନବନ୍ନା ଅଭିଯାନ'କୁ ନେଇ ରାଜ୍ୟ…

ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ: ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଗ୍ରହଣ କଲେ ସାର୍ଟିଫିକେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ବିଜୟୀ ଘୋଷିତ ହୋଇଛନ୍ତି । ମମତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେପି ପକ୍ଷରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ…

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର…

କେ. କବିତାଙ୍କୁ ବଡ଼ ଆଶ୍ୱସ୍ତି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଭାରତୀୟ ରାଷ୍ଟ୍ର ସମିତି(BRS) ନେତ୍ରୀ କେ. କବିତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ କେ.…

ରାଜ୍ୟସଭା ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ । ଏଥିମଧ୍ୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ…

ବିଜେପିରେ ଚମ୍ପାଇ ସୋରେନଙ୍କ ସାମିଲ ହେବା କନଫର୍ମ ! ଶାହାଙ୍କ ସହ ମିଟିଂ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଜେଏଏମ୍ ନେତା ଚମ୍ପାଇ ସୋରେନ୍ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହେବେ । ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ଏକ…

ଜମ୍ମୁ-କଶ୍ମୀର ନିର୍ବାଚନ: ୮୫ ଟି ଆସନରେ NC-କଂଗ୍ରେସଙ୍କ ମେଣ୍ଟ, ୫ଟି ଆସନରେ ହେବ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମେଣ୍ଟ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ଲଗାତାର ଉଭୟ ଦଳକୁ ଟାର୍ଗେଟ…

କୃଷକ ଆନ୍ଦୋଳନକୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ; ଦଳରୁ ବହିଷ୍କାର କରିବାକୁ ବିଜେପିକୁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କୁ ନେଇ କଙ୍ଗନା ରାଣାୱତ ଦେଇଥିବା ବୟାନ କୁ ନେଇ କଂଗ୍ରେସ ସୋମବାର ବିଜେପିକୁ ପ୍ରଶ୍ନ କରିଛି । ଯଦି ଆପଣଙ୍କ ପାଖରେ ଭୋଟ୍ ନାହିଁ, ତେବେ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ଦଳ କହିଛି।…

୯ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବେ ମୋଦୀ; କ’ଣ ରହିଛି ପ୍ରଧାନମନ୍ତ୍ରୀଙ୍କ ଯୋଜନା? 

ନୂଆଦିଲ୍ଲୀ: ଏସସିଓ ବୈଠକ ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବ । ଇସଲାମାବାଦରେ ଏହି ବୈଠକ ଅକ୍ଟୋବର ୧୫-୧୬ରେ ଅନୁଷ୍ଠିତ ହେବ। ପଡ଼ୋଶୀ ପାକିସ୍ତାନ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ତାଙ୍କ…

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ ?

ନୂଆଦିଲ୍ଲୀ: ଜାମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏଥିସହ ନିର୍ବାଚନକୁ ନେଇ ଜାରି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏହିମଧ୍ୟରେ ବିଧାନସଭା ନିର୍ବାଚନରେ…