Browsing Category

ରାଜନୀତି

ହରିୟାଣା ରାଜନୀତି ହଲଚଲ: ନିର୍ବାଚନ ପୂର୍ବରୁ JJPର ୪ ଜଣ ବିଧାୟକଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ପହିଲାରେ ୯୦ ଆସନ ପାଇଁ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ହେବ । ଏହା ପରେ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବ । ତେବେ ଲଢ଼େଇ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ୍…

୧୦ ବର୍ଷ ପରେ ନିର୍ବାଚନ, ଜଳାଶୟ ଉପରେ ତିଆରି ହେବ ଭାସମାନ Polling Booth: LoC ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ଏଥର ବିଦାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସାରା ରାଜ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ନିର୍ବାଚନ କମିଶନ୍ ମଧ୍ୟ ଶତ ପ୍ରତିଶତ ମତଦାନ ପାଇଁ…

ବିତର୍କରେ କମଳା ହାରିସଙ୍କୁ ପରାସ୍ତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ଟ୍ରମ୍ପ, ଏହି ମହିଳା ହିନ୍ଦୁ ନେତାଙ୍କ ସହଯୋଗ ଲୋଡ଼ିଲେ

ୱାଶିଂଟନ୍‌: ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିତର୍କ ହେବ । ଏଥିପାଇଁ ଟ୍ରମ୍ପ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।…

MUDA ଜମି ଆବଣ୍ଟନ ପ୍ରସଙ୍ଗକୁ ନେଇ ଚିନ୍ତାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ମାମଲା ରୁଜୁ କରିବାକୁ ମଞ୍ଜୁରୀ ଦେଲେ ରାଜ୍ୟପାଳ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଅଡ଼ୁଆ ବଢ଼ିଲା । ମହୀସୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଜମି ଆବଣ୍ଟନ ମାମଲାରେ ଆକ୍ଟିଭିଷ୍ଟ ଟିଜେ ଅବ୍ରାହମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ…

ନୂଆ ବିଧାୟକଙ୍କ ପାଇଁ ପାଠଶାଳା ଆରମ୍ଭ; ପ୍ରଶିକ୍ଷଣ ଦେବେ ବରିଷ୍ଠ ତଥା ଅନୁଭବୀ ନେତା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ବିଜେଡି ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଆୟୋଜିତ କରିବ । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ ବିଷୟରେ ନୂତନ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ । ଏହି ପ୍ରଶିକ୍ଷଣ…

ମମତା ମହାନ୍ତ ହେବେ ରାଜ୍ୟସଭା ପ୍ରାର୍ଥୀ! ଦୁଇଦିନ ଭିତରେ ବିଜେପି କରିବ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଗତ ୧୪ ତାରିଖରେ ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା…

ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ; ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି…

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪: ବିଜେପିକୁ କଡ଼ା ଟକ୍କର ଦେଇପାରେ କଂଗ୍ରେସ, ଜିତିବା ପାଇଁ ରଣନୀତି ପ୍ରସ୍ତୁତି କରୁଛି ବିଜେପି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପରେ ହରିୟାଣା ବିଧାନସଭାର ବିଗୁଲ ବାଜସାରିଛି । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏକ ସାମ୍ବାଦିକ…

(Video) ୧୦ ବର୍ଷ ପରେ ଏଥର ଭୋଟ୍ ଦେବ ଜମ୍ମୁ-କାଶ୍ମୀର: କେଉଁଠି କେତେ ସିଟ୍ ପାଇଁ ହେବ ଲଢେଇ?

ନୂଆଦିଲ୍ଲୀ: ଚଳିତବର୍ଷ ଜମ୍ମୁ-କାଶ୍ମୀର ଏବଂ ହରିୟାଣାରେ ବିଦାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ପ୍ରେସମିଟ୍ ଜରିଆରେ ମତଦାନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍ । ଜମ୍ମୁ-କାଶ୍ମୀରରେ ଏଥର…

କଂଗ୍ରେସରୁ ବିଦାୟ ନେଲେ ବିଜୟ ପଟ୍ଟନାୟକ: ପାରଳାଖେମୁଣ୍ଡିରୁ ଲଢିଥିଲେ ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । କଂଗ୍ରେସରୁ ଦୂରେଇ ଯାଇଛନ୍ତି ପ୍ରମୁଖ ନେତା ବିଜୟ ପଟ୍ଟନାୟକ । ଏଆଇସିସିକୁ ମେଲ୍ ଜରିଆରେ ଇସ୍ତଫାପତ୍ର ପଠାଇ କଂଗ୍ରେସ ଛାଡ଼ିଛନ୍ତି ବିଜୟ । ଗତ ନିର୍ବାଚନରେ…