fbpx
Browsing Category

ରାଜନୀତି

‘ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍’

ନୂଆଦିଲ୍ଲୀ: ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍ ଏପରି ବୟାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଦିନିକିଆ ଉତ୍ତର ପ୍ରଦେଶ ଗସ୍ତରେ ରହିଥିବା ପ୍ରିୟଙ୍କା ଉଭୟ ମୋଦୀ ଏବଂ…

କମଳନାଥ କଂଗ୍ରେସର ପରବର୍ତ୍ତୀ ସଭାପତି! ସମାପ୍ତ ହେବ କି ଗାନ୍ଧୀ ପରିବାରର ଲିଗାସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଜାତୀୟ କଂଗ୍ରେସ ଘୋର ସଙ୍କଟ ଦେଇ ଗତି କରୁଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ କଂଗ୍ରେସ ଦଳ ନିଜର ସତ୍ତା ହରାଇବାକୁ ବସିଲାଣି । ଅନ୍ୟପଟେ ଦଳର ଯୁବରାଜ ରାହୁଲ ଗାନ୍ଧୀ…

‘ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସ ସଭାପତି’: ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍‌ ରାୱତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି…

ଗାନ୍ଧୀ ପରିବାର ହାତରୁ ଯିବ ଦଳର ଦାୟିତ୍ୱ ! ମଙ୍ଗ ଧରି ପାରନ୍ତି କମଲନାଥ

ଓଡ଼ିଶା ଭାସ୍କର ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ନିଜର…

ସନ୍ଧି କରିନେଲେ ସିଦ୍ଧୁ ଓ ଅମରିନ୍ଦର; ପଞ୍ଜାବରେ ଆଶ୍ୱସ୍ତ କଂଗ୍ରେସ

ନୂଆଦିଲ୍ଳୀ: ପଞ୍ଜାବ ରାଜନୀତିରେ ଓ କଂଗ୍ରେସ ଦଳରେ ରହିଥିବା ଘରକଳି ଶେଷରେ ବୁଝାମଣାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ନଭଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢେଇରେ ଶେଷରେ…

ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲେ ବାମଦଳ, ସାମିଲ୍ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଘଟି ଚାଲିଛି । ଫଳରେ ଏହା ଜନସାଧାରଣଙ୍କୁ ବୋଝ ହୋଇଯାଇଛି । ଗୋଟିଏ ପଟେ କରୋନା ମହାମାରୀ ପାଇଁ…

କେତେ ଆଉ ଦଳ ବଦଳେଇବ ସିଦ୍ଧୁ; ନିଜ ଦଳ ଗଢିନିଅ

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁଙ୍କୁ କଟାକ୍ଷ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ । ଅନ୍ୟ ରାଜନୈତିକ ଦଳମାନଙ୍କୁ ନଷ୍ଟ କରିବା ପରିବର୍ତ୍ତେ ନିଜର…

ଏହି କେନ୍ଦ୍ରମନ୍ତ୍ରୀ ହେଲେ ବିଜେପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ଏହାର ନେତା ଚୟନ କରାଯାଇଛି । ଖାଲି ରହିଥିବା ଏହି ପଦପାଇଁ କେନ୍ଦ୍ର ଶିଳ୍ପ ବାଣିଜ୍ୟ ଓ ବୟନ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ନେତା…

ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ନଥିଲେ ମନମୋହନ ସିଂହ, ସୋନିଆ-ରାହୁଲଙ୍କ ସାମ୍ନାରେ ରଖିଥିଲେ ଏହି ସର୍ତ୍ତ 

ଭୁବନେଶ୍ଵର : ବର୍ଷ ୨୦୦୪ରେ ଲୋକସଭା ନିର୍ବାଚନ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା ୟୁପିଏ। ଏହି ବିଜୟ ପରେ ଲାଗୁଥିଲା ସୋନିଆ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ହେଲେ ଅଚାନକ ସୋନିଆ ଗାନ୍ଧୀ ଡ.…

ଶରଦ ପାୱାର ହେବେ ରାଷ୍ଟ୍ରପତି! ଗେମ୍ ଚେଞ୍ଜର ନବୀନ, ଗୋଟି ଚାଳନା କରୁଛନ୍ତି ପ୍ରଶାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିରୋଧୀ ମହାମେଣ୍ଟ ଚେଇଁ ଉଠିଛି । ଏନସିପି ମୁଖ୍ୟ ଶରଦ ପାୱାର ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ନୀତିନିର୍ଦ୍ଧାରକ ପ୍ରଶାନ୍ତ କିଶୋର…