Browsing Category

ରାଜନୀତି

ଆଜି ଆସିବ ୫ ରାଜ୍ୟର ବିଧାନସଭା ଜନାଦେଶ, ଫୋକସରେ ୟୁପି- ପଞ୍ଜାବ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ୫ ରାଜ୍ୟ ଅର୍ଥାତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପ୍ରକାଶ ପାଇବ ରେଜଲ୍ଟ।  ୫ରାଜ୍ୟରେ ବିଧାନସଭା ଆସନ ନିମନ୍ତେ ହୋଇଥିବା ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ କରାଯିବ…

ପୌର ନିର୍ବାଚନ: ୨୨ ଜଣ ମେୟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହା ମଧ୍ୟରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଥିବାବେଳେ । ବୁଧବାର ଆସିଛି ନାମାଙ୍କନ ପତ୍ର ଯାଞ୍ଚ ଫଳାଫଳ । ପୌର ନିର୍ବାଚନ ପାଇଁ ଦାଖଲ…

ଆସାମ ପୌର ନିର୍ବାଚନରେ ବିଜେପିର ବାଜିମାତ୍, ୟୁପି ରେଜଲ୍ଟକୁ ଅପେକ୍ଷା

ଇମ୍ଫାଲ: ଆସନ୍ତାକାଲି ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବାକୁ ଯାଉଛି । ଏହାରି ମଧ୍ୟରେ ବିଜେପି ପାଇଁ ଆସିଛି ଏକ ଖବର । ଆସାମ ମୁୃନିସିପାଲ ନିର୍ବାଚନରେ ବାଜିମାତ କରିଛି ବିଜେପି । ମୋଟ ୮୦ ଟି ପୌର…

BJDକୁ କଡ଼ା ଟକ୍କର ଦେବ BJP: ରଣାଙ୍ଗନକୁ ଓହ୍ଲାଇବେ ଦଳର ୩ ହେଭିୱେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ । ଇତିମଧ୍ୟରେ ସମସ୍ତ ରାନୈତିକ ଦଳର ମେୟର, କାଉନସିଲର ପ୍ରାର୍ଥୀମାନେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ…

ସତରେ କ’ଣ UPରେ ପୁଣି ଥରେ ସରକାର ଗଢ଼ିବ ଭାଜପା: ଏହି ୫ଟି କାରଣ ପାଇଁ BJP ଜିତିବ

ନୂଆଦିଲ୍ଲୀ: ଆସନ୍ତାକାଲି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ । ତେବେ ସମସ୍ତଙ୍କର ନଜର ରହିଛି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ…

ୟୁପି ନିର୍ବାଚନ: ଇଭିମଏ ପ୍ରୋଟୋକଲକୁ ନେଇ ତ୍ରୁଟି ହୋଇଥିଲା, ସ୍ଵୀକାର କଲେ ବାରାଣସୀ କମିଶନର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଠିକ୍ ପୂର୍ବରୁ ବାରଣାସୀ ସମେତ ଅନ୍ୟ ଜିଲ୍ଲାରେ ଇଭିଏମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା। ଏପରିକି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ…

ନିର୍ବାଚନ କମିଶନଙ୍କ ଅଧିକାରୀ କରୁଛନ୍ତି ଇଭିଏମ ଟାମ୍ପରିଂ: ଭୋଟ ଗଣତି ପୂର୍ବରୁ ଅଭିଯୋଗ ଆଣିଲେ ଅଖିଳେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରିଛି ସାଧାରଣ ନିର୍ବାଚନ ପାଇଁ ମତଦାନ । ଏବେ ୧୦ ତାରିଖରେ ଆସିବାକୁ ଥିବା ଫଳାଫଳକୁ ନେଇ ଅପେକ୍ଷା କରି ରହିଛନ୍ତି ସମସ୍ତେ । ନିର୍ବାଚନକୁ ନେଇ କରାଯାଇଥିବା ଏଗ୍ଜିଟ୍ ପୋଲ୍ ରେ ଉତ୍ତର…

କେନ୍ଦ୍ରରେ ବିଜେପି ସରକାରର ନାହିଁ ବିକଳ୍ପ, ସେଥିପାଇଁ ରହିଛି ଶାସନରେ: ମମତା ବାନାର୍ଜୀ

ମଙ୍ଗଳବାର ମମତା ବାନାର୍ଜୀ ଦଳର ସାଙ୍ଗଠନିକ ବୈଠକ ସମୟରେ କେନ୍ଦ୍ରରେ ବିଜେପି ସରକାରଙ୍କୁ ହଟାଇବା ସମ୍ପର୍କରେ ବୟାନ ରଖିଛନ୍ତି । ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ କହିଛନ୍ତି…

ପୌର ନିର୍ବାଚନରେ ଭୋଟ କିଣାବିକା ନେଇ ଅଭିଯୋଗ ଆଣିଲେ ସାଂସଦ; ମନ୍ତ୍ରୀ କହିଲେ ‘ଏଭଳି ଅଭିଯୋଗ ନକରି ନିଜ ଦଳର ଉନ୍ନତି ପାଇଁ କରନ୍ତୁ ଉଦ୍ୟମ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବହୁଛି ପୌର ନିର୍ବାଚନ ହାୱା । ତିନି ପ୍ରମୁଖ ମହାନଗର ନିଗମ ଏବଂ ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣି ବଢ଼ିଛି ନିର୍ବାଚନୀ ଉଷ୍ମତା । ସୋମବାର ପୌର…

ବଡ଼ ଖବର: ଓଡ଼ିଶାରେ ୨୨ରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ପୌର ନିର୍ବାଚନ ପାଇଁ ରାଜ୍ୟରେ ୨୨ ତାରିଖରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିବ । ୨୨ରୁ ୨୪…