Browsing Category

ରାଜନୀତି

Video; ରାଜ୍ୟ ରାଜନୀତିରେ ଝଡ଼, ବିଜେଡିର ବଡ଼ ନେତା ବିଜେପିରେ ମିଶିବେ ବୋଲି କହିଲେ ବିଧାୟକ!…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ ରାଜନୀତିରେ ବଡ଼ ହଲ୍‌ଚଲ୍ । ‘ବିଜେପିରେ ମିଶିବେ ବଡ଼ ବିଜେଡି ନେତା’ । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍‌ରେ ଅଛନ୍ତି ଅନେକ ବଡ ନେତା’ । ଛିଡୁଛି ବିଜେଡି, ବଢୁଛି…

ସେପ୍ଟେମ୍ବରରେ ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ, ଖୁଲାସା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ଆୟୋଜନ ଖୁବଶୀଘ୍ର ହୋଇପାରେ । କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସୋମବାର ଦିନ କହିଛନ୍ତି ଯେ, ରାଜ୍ୟରେ ବିଧାନସଭା ନିର୍ବାଚନର ଆୟୋଜନ ସେପ୍ଟେମ୍ବରରେ କରାଯିବ ।…

ବାଂଲାଦେଶର ସ୍ଥିତିକୁ ନେଇ ବ୍ରିଟେନ ଦେଲା ବୟାନ; କହିଲା- ‘ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ’

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ମୁଖପାତ୍ର କହିଛନ୍ତି ଯେ ବାଂଲାଦେଶରେ ଗଣତନ୍ତ୍ରସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର…

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରାଯିବ ବୋଲି ସେନା ମୁଖ୍ୟ ଜେନେରାଲ ୱାକର କହିଛନ୍ତି ।…

କେନ୍ଦ୍ରୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିଦେଶ ଯିବା ପାଇଁ କିଏ ଦିଅନ୍ତି ଅନୁମତି, ଜାଣନ୍ତୁ ସମସ୍ତ ପ୍ରକ୍ରିୟା…

ଓଡିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ସାମ୍ବିଧାନକ ଭାବରେ ବହୁତ ଶକ୍ତି ଥାଏ । ମାତ୍ର ଏହି ସମସ୍ତ ଶକ୍ତି ସମ୍ବିଧାନର ନିୟମ ଅନୁସାରେ ହିଁ ହୋଇଥାଏ । ସେଥିପାଇଁ…

ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ MNS ପ୍ରମୁଖ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା(MNS) ପ୍ରମୁଖ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି…

ବିଜେଡିକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଟ୍ରେଲର ଦେଖିଛି ରାଜ୍ୟ, ସିନେମା ଆସୁଛି….

ଓଡିଶା ଭାସ୍କର: ବିଜେଡିରୁ ମମତା ମହନ୍ତ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି । ମମତାଙ୍କ ଏହି ପଦ୍ମ ଧରିବାକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ଶଙ୍ଖଧ୍ୱନି ବେଶ ଶବ୍ଦ କରୁଛି । ଚାରିଆଡେ ତାଙ୍କୁ ନେଇ କେବଳ…

(Video):‘ମୁଁ ତୁମକୁ ବାଡ଼ିରେ ପିଟିବିି…’ ମହିଳା ବନ ଅଧିକାରୀଙ୍କୁ ଧମକ ଦେଲେ TMC ନେତା

କୋଲକାତା: ପୁଣି ବିବାଦ ଘେରରେ ପଶ୍ଚିମବଙ୍ଗର ଜେଲ୍ ମନ୍ତ୍ରୀ ଅଖିଲ ଗିରି । ଜଣେ ମହିଳା ବନ ଅଧିକାରୀଙ୍କୁ ଦିବାଲୋକରେ ଧମକ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଟିଏମସି ସମେତ ଅନ୍ୟ…

ଭଗବାନ ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ- ବିବାଦୀୟ ବୟାନ ଦେଲେ ଡିଏମକେ ମନ୍ତ୍ରୀ ଏସଏସ ଶିବଶଙ୍କର, ବିଜେପିର ପାଲଟା ଜବାବ

ଓଡିଶା ଭାସ୍କର: ତାମିଲନାଡୁର ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ)ର ଜଣେ ମନ୍ତ୍ରୀଙ୍କ ବୟାନ ଏବେ ବିବାଦ ପରିସରକୁ ଆସିଛି । ଭଗବାନ ରାମଙ୍କ ଅସ୍ତିତ୍ୱରେ କୌଣସି ଐତିହାସିକ ପ୍ରମାଣ ନ…

‘କେରଳରେ ଗୋ-ହତ୍ୟା ହେଉଛି, ସେଥିପାଇଁ ୱାୟନାଡରେ ଭୂସ୍ଖଳନ ବିପତ୍ତି ଆସିଲା’: ବିଜେପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: କେରଳର ୱାୟନାଡରେ ଆସିଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୫୦ ଟପିସାରିଲାଣି । ଏବେବି ଶତାଧିକ ଲୋକ ନିଖୋଜ ରହିଥିବା ବେଳେ ଅନେକ ଘର ଓ ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି । ୫…