Browsing Category

ରାଜନୀତି

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ଜିଲ୍ଲାକୁ ଦେବେ ୫ଶହ କୋଟିର ଭେଟି

ଭୁବନେଶ୍ୱର/ବଲାଙ୍ଗୀର, (ଭାସ୍କର ନ୍ୟୁଜ୍‌):  ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ…

କମ୍ ଓଭରରେ ବଡ଼ ଟାର୍ଗେଟ୍…. ପଞ୍ଜାବର ନୂଆ କ୍ୟାପ୍ଟେନ କିପରି ସୁଧାରିବେ ଟିମର ରନରେଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ବାକି ଥିବାରୁ ଏହି କମ୍ ଓଭରେ ସେ କିପରି ବଡ଼ ଟାର୍ଗେଟ୍…

୨୪ରେ ମୋଦି – ବାଇଡେନ ଫେସ ଟୁ ଫେସ ମିଟ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ । ପୂର୍ବରୁ ଏହି…

୨୦୨୪ରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହେଁ: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶଂସା କରିଛନ୍ତି । ମମତା ୨୦୨୪ରେ ପ୍ରଧାନମନ୍ତ୍ରୀ…

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପୂରଣ କରିବାକୁ ପଡ଼ିବ ଏହିସବୁ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ ସେସବୁ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଚରଣଜିତ ସିଂହ ଚନ୍ନିଙ୍କୁ ଚୟନ କରାଯାଇଥିଲେ ହେଁ ତାଙ୍କର ଯାତ୍ରା ଏତେ ସହଜ ହେବ ନାହିଁ । ବିଧାନସଭା ନିର୍ବାଚନକୁ କମ ସମୟ ବାକି ଥିବାବେଳେ ୪ ମାସ…

ଆଗକୁ ଅସଲ ଲଢ଼େଇ, ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣି ପାରନ୍ତି ଅମରିନ୍ଦର

ନୂଆଦିଲ୍ଲୀ: ଭାରତବର୍ଷରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୀତିର ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି । ସଂପ୍ରତି ପଞ୍ଜାବ ରାଜନୀତି ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ…

ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା; ବେରୋଜଗାରଙ୍କୁ ମାସକୁ ୫ ହଜାର

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାର କୌଣସି ସୁଯୋଗ ହାତଛଡା କରୁନାହିଁ ଆମ ଆଦମୀ ପାର୍ଟି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରନ୍ଧାୱା; ହାଇକମାଣ୍ଡ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା କ୍ଷମତା କନ୍ଦଳ ଶେଷ ହେବାର ନାମ ନେଉନାହିଁ । ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି ।…

ଅମରିନ୍ଦର ସିଂହ ରାହୁଲ-ସୋନିଆଙ୍କଠୁ ଅଧିକ ଲୋକପ୍ରିୟ ନହୋଇ ଯାଆନ୍ତୁ, ସେଥିପାଇଁ କଂଗ୍ରେସରେ ଏସବୁ କାଣ୍ଡ: ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ : ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଂଗ୍ରେସରେ ମାନସ ମନ୍ଥନ ଜାରି ରହିଛି । ପାର୍ଟି ହାଇକମାଣ୍ଡ ବରିଷ୍ଠ ନେତା ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ…

ପଞ୍ଜାବର ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି, ରାଜ୍ୟ ନେତୃତ୍ୱ ନେବାକୁ ମନା କଲେ ଅମ୍ବିକା ସୋନି

ନୂଆଦିଲ୍ଲୀ : ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନେଇ ବଡ ଚିନ୍ତାରେ ବଡି ଯାଇଛି । ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି । ପଞ୍ଜାବ…