Browsing Category

ରାଜନୀତି

ସଞ୍ଜୟ ଜୟସ୍ୱାଲ ଲୋକସଭାର ମୁଖ୍ୟ ସଚେତକ ନିଯୁକ୍ତ: ୧୬ ସାଂସଦଙ୍କୁ ସଚେତକ ଭାବେ ଦାୟିତ୍ୱ ଦେଲା ବିଜେପି

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚାଲିଥିବା ବେଳେ ଏହି ଅବସରରେ ବିଜେପି ମୁଖ୍ୟ ସଚେତକ ଓ ସଚେତକ ଭାବେ କିଛି ସାଂସଦଙ୍କୁ ନିଯୁକ୍ତି ଦେଇଛି । ବିହାରର ଚମ୍ପାରଣ ଲୋକସଭା ଆସନର ସାଂସଦ ଡା. ସଞ୍ଜୟ ଜୟସ୍ୱାଲଙ୍କୁ ବିଜେପି…

କେଜ୍ରିଓ୍ଵାଲ ହେଉଛନ୍ତି ଦିଲ୍ଲୀ ମଦ ଦୁର୍ନୀତିର ସୁତ୍ରଧାର; ପ୍ରମାଣ ଦେଲେ ଆପ୍ ନେତା, କୋର୍ଟରେ ଦାବି କରିଲା ସିବିଆଇ

ନୂଆଦିଲ୍ଲୀ: ସୋମବାର (ଜୁଲାଇ ୨୯) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାର ନିର୍ମାତା ବୋଲି ବର୍ଣ୍ଣନା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ସିବିଆଇ ପକ୍ଷରୁ ସ୍ବତନ୍ତ୍ର…

‘ମହାଭାରତରେ ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ ୬ ଜଣ, ଆଜି ସେମିତି ଦେଶବାସୀଙ୍କୁ ମାରିବାକୁ ଚାହୁଁଛନ୍ତି ୬ ଜଣ’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ଲୋକସଭାରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗୃହରେ ମହାଭାରତର କାହାଣୀ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି…

ଖାଉଟିକୁ ଡରାଉଛି ଆଳୁଦର, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ, ରାଜ୍ୟବ୍ୟାପି ଗୋଟିଏ ଚିନ୍ତା କେବେ କମିବ!

ଓଡିଶା ଭାସ୍କର: ସାରା ରାଜ୍ୟରେ ଖାଉଟି ମନରେ ଗୋଟିଏ ଚିନ୍ତା, କେବେ କମିବ ଆଳୁଦର । କେଉଁଠି କିଲୋପିଛା ୪୦ ଟଙ୍କା ଅଛି ତ ପୁଣି କେଉଁଠି ଅର୍ଦ୍ଧଶତକ ହାସିଲ କରିଛି ଆଳୁ । ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର ବ୍ରହ୍ମପୁରରେ…

ବଦଳିଲେ ଏହି ସବୁ ରାଜ୍ୟର ରାଜ୍ୟପାଳ, ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ସମେତ ଏହି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଛତିଶଗଡ଼ ରାଜ୍ୟପାଳ ହେଲେ ରମେନ ଡେକା । ବିଶ୍ୱଭୂଷଣ ହରିଚନ୍ଦନଙ୍କ…

ନୀତି ଆୟୋଗ ବୈଠକ ଅଧାରୁ କାହିଁକି ଉଠି ଆସିଲେ ମମତା; ଗଣମାଧ୍ୟମ ଆଗରେ କହିଲେ କାରଣ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନୀତି ଆୟୋଗ ବୈଠକରୁ ଓହରି ଯାଇଛନ୍ତି। ବୈଠକରୁ ବାହାରକୁ ଆସି ସେ କହିଥିଲେ ଯେ ତାଙ୍କୁ କହିବାକୁ ଦିଆଯାଉନାହିଁ। ତାଙ୍କ ମାଇକ୍ ବନ୍ଦ ହୋଇଯାଇଥିଲା।…

ନୀତି ଆୟୋଗ ବୈଠକରେ ସାମିଲ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ: ସମୃଦ୍ଧ ଓଡିଶା ଗଠନ ଲାଗି ବୈଠକରେ…

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ହେବାକୁ ଥିବା ଦିଲ୍ଲୀ ସ୍ଥିତ ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ନୀତି ଆୟୋଗ ବୈଠକରେ ଓଡିଶାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ତରଣ…

ବିଜେପି ନିଯୁକ୍ତ କଲା ୨ ରାଜ୍ୟର ଅଧ୍ୟକ୍ଷ ୬ ପ୍ରଭାରୀ: ପାର୍ଟି ଅଫିସରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ବିଜେପି ଦଳ ପକ୍ଷରୁ ଆସିଲା ନୂଆ ବିଜ୍ଞପ୍ତି । ଏଥିରେ ଦୁଇଟି ରାଜ୍ୟର ଅଧ୍ୟକ୍ଷ ଏବଂ ୬ ରାଜ୍ୟର ପ୍ରଭାରୀଙ୍କୁନବ ନିଯୁକ୍ତ କରାଯାଇଛି । ବିହାର ଏବଂ ରାଜସ୍ଥାନରେ ବି.ଜେ.ପି. ଦଳର ନୂଆ ରାଜ୍ୟ ଅଧ୍ୟକ୍ଷ…

ଇଣ୍ଡିଆ ବ୍ଲକରେ ଫାଟ; ନୀତି ଆୟୋଗ ବୈଠକରେ ଯୋଗ ଦେବେ ମମତା, ସାମିଲ ହେବେ ଆଉ ଜଣେ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗଦେବେ। ଏହି ବୈଠକରେ ଯୋଗଦେବା ପାଇଁ ସେ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ତାଙ୍କ ସହ ଦିଲ୍ଲୀ ତୃଣମୂଳ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ…

ପୁଣି ଜଣେ ରାଜନେତାଙ୍କ ବିୟୋଗ: ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଭାତ ଝା’ଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ପୁଣି ଆସିଛି ଏକ ଦୁଃଖଦ ଖବର । ଜେଡିୟୁ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ରଞ୍ଜନଙ୍କ ପରଲୋକ ଘଟିଥିବା ଖବର ଆଜି ସାମ୍ନାକୁ ଆସିଥିବା ବେଳେ ପୁଣି ଜଣେ ରାଜନେତାଙ୍କ ବିୟୋଗ ଘଟିଛି ।…