CHARIDHAM
Browsing Category

ରାଜନୀତି

୨୦୨୪ ନିର୍ବାଚନ ପାଇଁ ଫୋକସ୍: ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ, ତିନିଦିନ ଧରି ଚାଲିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜିଠୁ ଅନୁଷ୍ଠିତ ହେବ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନିଦିନ ଧରି ଏହି ବୈଠକ…

୨୦୨୪ରେ ବିଜେପି ରଥକୁ କେମିତି ରୋକିବ କଂଗ୍ରେସ, ନିଜ ଦମରେ ନା ମହାମେଣ୍ଟ ବଳରେ? ସତରେ କ’ଣ ଏମିତି କିଛି ଘଟିବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ସର୍ବପୂରାତନ ଦଳ କଂଗ୍ରେସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ରାଜନୈତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସକୁ ସୁଧାରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଦେଇଛନ୍ତି…

ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ମୁହାଁମୁହିଁ ଡିବେଟ୍, ୨୪ରେ ଶେଷ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୪ ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନର ଶେଷ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ଟିଭିରେ ଶେଷ ଡିବେଟ୍‌ ହୋଇଥିଲା…

କଂଗ୍ରେସ ବିଧାୟକ ଗିରଫ: ରାତି ୧୧ଟାରେ ଗୁଜୁରାଟରୁ ଉଠାଇନେଲା ଆସାମ ପୋଲିସ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାଣୀଙ୍କ ମୁସ୍କିଲ ବଢ଼ିଯାଇଛି । ବଡ଼ଗାମ ବିଧାନସଭା ସିଟରୁ ଜିତିଥିବା ଜିଗ୍ନେଶଙ୍କୁ ଆସାମ ପୋଲିସ ଗିରଫ କରିନେଇଛି । ଆସାମ ପୋଲିସ ଜିଗ୍ନେଶଙ୍କୁ…

ଦଣ୍ଡନାଚ ଦେଖିବାକୁ ଆସିଥିବା ନାବାଳିକାକୁ ଅସଦାଚରଣ କଲେ ଯୁବକ, ଥାନାରେ ଅଭିଯୋଗ କଲେ ପୀଡିତା…

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୁଳାସର ଗ୍ରାମର ଜଣେ ଯୁବକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ କୁଳାସର ଗ୍ରାମର ଆଲୋକ ମହାରଣା (୨୫)କୁ ଗିରଫ…

ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି, ରାଜସ୍ଥାନ ବିଜେପିରେ ଦେଖାଦେଲା ଫାଟ : ନଡ୍ଡାଙ୍କ ବୈଠକରେ ଯୋଗ ଦେଲେନାହିଁ ବସୁନ୍ଧରା

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି ଥିବାବେଳେ ଏହା ପୂର୍ବରୁ ବିଜେପିରେ ଦେଖାଦେଇଛି ଫାଟ । ଦଳରେ ଥିବା ମତଭେଦକୁ ଦୂର କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି…

ଲଗାତାର ତୃତୀୟ ଦିନ ସୋନିଆଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକ, ୨୦୨୪ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ଆଜି ମଧ୍ୟ ବଡ ବୈଠକ ବସିଛି। ଆଉ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଆଜି ମଧ୍ୟ କଂଗ୍ରେସର ବଡ ନେତାଙ୍କ ସାମ୍ନାରେ ନିର୍ବାଚନୀ…

ଦିଦିଙ୍କ ଗଡ଼ରେ ଫେଲ୍ ମାରୁଛି ମୋଦୀ-ଶାହଙ୍କ ରଣନୀତି, ଶକ୍ତିଶାଳୀ ହେବା ତ ଦୂରର କଥା, ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି BJP

ନୂଆଦିଲ୍ଲୀ: ନିକଟରେ ଚାରିଟି ରାଜ୍ୟରେ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ମାତ୍ର ସବୁ ଜାଗାରେ କେନ୍ଦ୍ରରେ କ୍ଷମତାସୀନ ଥିବା ଶକ୍ତିଶାଳୀ ବିଜେପି ଦଳକୁ ପରାଜୟର ସାମ୍ନା କରିବାକୁ…

ଖୁବଶୀଘ୍ର ବଦଳିପାରେ ନବୀନଙ୍କ କ୍ୟାବିନେଟ୍: କାହାର ହେବ ସର୍ବନାଶ ଆଉ କାହାର ହେବ ପୁଷମାସ, ନେତାଙ୍କ ମହଲରେ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଛି ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ । ଉଭୟ ନିର୍ବାଚନରେ ଶାସନକ ବିଜେଡି ବିପୁଳ ବିଜୟ ହାସଲ କରିଛି । ତେବେ ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ତେଣୁ ଖୁବଶୀଘ୍ର…

ଜେଲେନସ୍କିଙ୍କୁ ଚେତାବନୀ ଦେଲେ ପୁଟିନ୍, କୌଣସି ବି ସମୟରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ରୁଷ୍‌

କିଭ୍‌,: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧକୁ  ୩ ଦିନ ପୁରିଛି । ଏହି ଯୁଦ୍ଧ ଥମିବାର ନାଁ ଧରୁନାହିଁ । ୟୁକ୍ରେନ୍‌କୁ ଯେକୌଣସି ଉପାୟରେ ହାତେଇବା ପାଇଁ ରୁଷ୍‌ ଆପ୍ରାଣ ଉଦ୍ୟମ ଜାରି ରଖିଛି ।…