Browsing Category

ରାଜନୀତି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଆମ୍ ଆଦମୀ ପାର୍ଟି ଏହାର ୩ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ଆପ୍ ନଜଫରଗଡ଼ ଆସନରୁ ତରୁଣ…

ଟାଇମ୍ ପତ୍ରିକାର ପର୍ସନ ଅଫ୍ ଦି ଇୟର ୨୦୨୪ ପାଇଁ ମନୋନୀତ ହେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସମ୍ମାନଜନକ ପତ୍ରିକା ଟାଇମ୍ ମାଗାଜିନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର 'ପର୍ସନ ଅଫ୍ ଦି ଇୟର' ୨୦୨୪ ଭାବେ ଚୟନ କରିଛି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର…

ହାଥରସ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ କ’ଣ କହିଲେ ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ଉତ୍ତରପ୍ରଦେଶର ହାଥରସରେ ପହଞ୍ଚିଛନ୍ତି। ହାଥରସରେ ସେ ୨୦୨୦ରେ ଗଣଦୁଷ୍କର୍ମ ପରେ ମୃତ୍ୟୁବରଣ କରିଥିବା ଦଳିତ ମହିଳାଙ୍କ ପରିବାରକୁ ଭେଟିଥିଲେ। ଏହି…

(Video) ଦିଲ୍ଲୀର ମହିଳାମାନଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, ପ୍ରତିମାସରେ ଖାତାକୁ ଆସବ ଏତିକି ହଜାର

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ଲୋକଙ୍କ ପାଇଁ ଦୁଇଟି ବଡ଼ ବଡ଼…

‘ଦେଶକୁ ବିକ୍ରି କରନି…’, ଗୋଲାପ ଏବଂ ତ୍ରିରଙ୍ଗା ଦେଇ ନିଆରା ଢଙ୍ଗରେ ବିରୋଧ କଲେ ରାହୁଲ ଗାନ୍ଧୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦ ପରିସରରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆମେରିକାରେ ଆଦାନୀଙ୍କ ବିରୋଧରେ କେନ୍ଦ୍ର ସରକାର ଲାଞ୍ଚ ଅଭିଯୋଗ ଉପରେ ଆଲୋଚନାକୁ…

ବିଧାନସଭାରେ ଆଳୁ ପ୍ରଶ୍ନ: ପୂର୍ବ ସରକାରଙ୍କ ମିଶନ ଫେଲ୍‌ କହିଲେ ଉପମୁଖ୍ୟମନ୍ତ୍ରୀ, ଚାଷ ପାଇଁ ମୋଟ ଖର୍ଚ୍ଚ 64 କୋଟି

ଭୁବନେଶ୍ବର: ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ…

ସୋରସ୍ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କଲା କଂଗ୍ରେସ, ଭାରତରେ କାହିଁକି ସେମାନଙ୍କ ବ୍ୟବସାୟ ବନ୍ଦ କରୁନାହାନ୍ତି?

ନୂଆଦିଲ୍ଲୀ: ଗୌତମ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଘେରାଉ କରୁଛନ୍ତି। ସେପଟେ ଆମେରିକୀୟ କୋଟିପତି ଜର୍ଜ ସୋରୋସ୍ଙ୍କ କଥା ଉଲ୍ଲେଖ କରି ବିଜେପି କଂଗ୍ରେସ ବିରୋଧରେ…

ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍

ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ…

ଇସ୍ତଫା ଦେଲେ ବିଧାୟକ ଅବଦୁଲ ରେହମାନ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ତେବେ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।…

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ସୁଜିତ କୁମାର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ରହିଥିବା ବେଳେ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର…