Browsing Category

ରାଜନୀତି

ୟୁପି ସୋସିଆଲ ମିଡିଆ ନୀତି; ‘ବାବାଙ୍କ ମିଥ୍ୟା ପ୍ରଶଂସା ପାଇଁ ୮ ଲକ୍ଷ, ପ୍ରତିବାଦ ପାଇଁ ଜେଲ୍’, ଯୋଗୀଙ୍କୁ ଟାର୍ଗେଟ କଲେ ଓୱେସି

ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ୟୁପି ଡିଜିଟାଲ ମିଡିଆ ନୀତି ୨୦୨୪କୁ ଅନୁମୋଦନ କରିଛି । ଏହି ପଲିସି ଅଧୀନରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ…

ଯଦି ବଙ୍ଗଳାରେ ନିଆଁ ଲାଗେ, ତେବେ ଜଳିବ ସମଗ୍ର ଉତ୍ତର-ପୂର୍ବାଞ୍ଚଳ; ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା…

ଯୋଗୀ ଆଦିତ୍ୟନାଥଙ୍କୁ ବିଜେପିର ପୂର୍ବତନ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ ଏପରି କିଛି… ମାୟାବତୀଙ୍କ କଲେ ପ୍ରଶଂସା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଏବଂ ବିଜେପି ବିଧାୟକଙ୍କ ପିତା ରାମ ସରନ ବର୍ମା ନିଜ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଜେପି ସରକାରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରି BSP ସୁପ୍ରିମୋ…

ରାଜ୍ୟସଭାରେ ଶକ୍ତିଶାଳୀ ହେଲା ବିଜେପି: ମୋଟ ଆସନ ସଂଖ୍ୟା ୯୬ରେ ପହଞ୍ଚିଲା, ଉପନିର୍ବାଚନରେ କିଏ କେଉଁ ରାଜ୍ୟରୁ ଜିତିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭାର ସମସ୍ତ ୧୨ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ୯ ଜଣ,…

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଛାତ୍ରଙ୍କ ‘ନବନ୍ନା ଅଭିଯାନ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ନଡ୍ଡା ଆଣିଲେ ଏଭଳି ଅଭିଯୋଗ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ବିରୋଧରେ ପଶ୍ଚିମ ବଙ୍ଗ ଛାତ୍ର ସମାଜ ନାମକ ଏକ ନୂଆ ଛାତ୍ର ସଂଗଠନ ଆରମ୍ଭ କରିଥିବା 'ନବନ୍ନା ଅଭିଯାନ'କୁ ନେଇ ରାଜ୍ୟ…

ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ: ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଗ୍ରହଣ କଲେ ସାର୍ଟିଫିକେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ବିଜୟୀ ଘୋଷିତ ହୋଇଛନ୍ତି । ମମତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେପି ପକ୍ଷରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ…

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର…

କେ. କବିତାଙ୍କୁ ବଡ଼ ଆଶ୍ୱସ୍ତି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଭାରତୀୟ ରାଷ୍ଟ୍ର ସମିତି(BRS) ନେତ୍ରୀ କେ. କବିତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ କେ.…

ରାଜ୍ୟସଭା ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ । ଏଥିମଧ୍ୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ…

ବିଜେପିରେ ଚମ୍ପାଇ ସୋରେନଙ୍କ ସାମିଲ ହେବା କନଫର୍ମ ! ଶାହାଙ୍କ ସହ ମିଟିଂ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଜେଏଏମ୍ ନେତା ଚମ୍ପାଇ ସୋରେନ୍ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହେବେ । ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ଏକ…