Browsing Category
ରାଜନୀତି
ନେପାଳର ବୈଦେଶିକ ମନ୍ତ୍ରୀ ହେଲେ ଅର୍ଜୁ ରାଣା ଦେଉବା; ସୀମା ବିବାଦକୁ ନେଇ କହିଲେ ଏପରି କଥା
ନୂଆଦିଲ୍ଲୀ: ନେପାଳପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଡ. ଅର୍ଜୁ ରାଣା ଦେଉବାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ସେ ତାଙ୍କ ପଦ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କହିଥିଲେ…
ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହରାଇଲା NDA: ୧୦୧କୁ ଖସିଲା ମୋଟ ସାଂସଦଙ୍କ ସଂଖ୍ୟା
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୭ଟି ରାଜ୍ୟର ୧୩ଟି ଆସନର ଉପନିର୍ବାଚନରେ ବିଜେପିକୁ ବଡ଼ ଝଟକା ଲାଗିଥିବା ବେଳେ ପୁଣି ଦଳ ପାଇଁ ଆଉ ଏକ ସମସ୍ୟା ଆସି ଛିଡ଼ା ହୋଇଛି । ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ…
ବିଜେପିକୁ ଟାର୍ଗେଟ କଲେ ମଣିଶଙ୍କର ଆୟାର; କହିଲେ, “ମୁସଲମାନ ବିରୋଧୀ ହେବା ଫ୍ୟାଶନେବଲ…”
ନୂଆଦିଲ୍ଲୀ: କଂଗ୍ରେସ ନେତା ମଣିଶଙ୍କର ଆୟାର କହିଛନ୍ତି ଯେ "ଭାରତୀୟ ସେନା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ରାଜନୈତିକ ନେତୃତ୍ୱ ୧୯୭୧ ରେ ପୂର୍ବ ପାକିସ୍ତାନ (ବାଂଲାଦେଶ)ରୁ…
ଟ୍ରମ୍ପ ସୁଟର ଥୋମାସ କ୍ରୁକ୍ସଙ୍କୁ ସ୍କୁଲରେ ଦିଆଯାଉଥିଲା ମାନସିକ ନିର୍ଯ୍ୟାତନା, ପିନ୍ଧିବାକୁ ପସନ୍ଦ କରୁଥିଲେ ଶିକାର କରିବା କପଡା…
ଓଡିଶା ଭାସ୍କର: ଥୋମାସ ମୈଥ୍ୟୁ କ୍ରୁକ୍ସ! ଯିଏକି ପେନସିଲଭେନିଆରେ ଏକ ରାଜନୈତିକ ର୍ୟାଲି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାର ପ୍ରୟାସ କରି ବିଫଳ ହୋଇଥିଲେ । କ୍ରୁକ୍ସଙ୍କୁ ଶିକାର କରିବା…
ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେପି ଶର୍ମା ଓଲି, ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ଆଜି ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି କେପି ଶର୍ମା ଓଲି । ନେପାଳର ସବୁଠାରୁ ବଡ଼ କମ୍ୟୁନିଷ୍ଟ ପାର୍ଟିର ନେତା ଓଲିଙ୍କୁ ରବିବାର ଦେଶର ରାଷ୍ଟ୍ରପତି ରାମଚନ୍ଦ୍ର…
ରାଜ୍ୟସଭାରେ ଦୁର୍ବଳ ହେଉଛି କି NDA ? ସଂଖାଗରିଷ୍ଠତା ପାଇଁ ମିତ୍ର ଦଳର ସମର୍ଥନକୁ ନେଇ ଉପୁଜିଛି ଦ୍ୱନ୍ଦ
ନୂଆଦିଲ୍ଲୀ: ରାଜ୍ୟସଭାରେ ଶାସକNDAର ଶକ୍ତି ହ୍ରାସ ପାଇଛି । ଜୁଲାଇ ୧୩ରେ ବିଜେପିର ୪ ଜଣ ମନୋନିତ ସଦସ୍ୟ ଅବସର ଗ୍ରହଣ କରିଛନ୍ତି । ଫଳରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ଉପର…
ଟ୍ରମ୍ପଙ୍କ ଭଳି ଭାଗ୍ୟଶାଳୀ ନ ଥିଲେ ରାଜୀବ ଗାନ୍ଧୀ, ନିର୍ବାଚନ ସଭାରେ ଉଡିଯାଇଥିଲା ପ୍ରାଣବାୟୁ
ଓଡିଶା ଭାସ୍କର: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋଲାନଲ୍ଡ ଟ୍ରମ୍ପଙ୍କ ଉପରେ ପେନସିଲଭାନିଆସ୍ଥିତ ନିର୍ବାଚନ ର୍ୟାଲିରେ ଆକ୍ରମଣ ହୋଇଥିଲା । ଟ୍ରମ୍ପ ଜନସଭାକୁ…
ଦଳର ଉପନେତା ଭାବେ କାହାକୁ ବାଛିଲା କଂଗ୍ରେସ: ଜାଣନ୍ତୁ ନାମ
ନୂଆଦିଲ୍ଲୀ :କଂଗ୍ରେସ ଏମ୍ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଜଣାଇ ଦିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି…
ଟିମ୍ ଇଣ୍ଡିଆକୁ ପଠାଅ…. PCB ଦେଉଛି ଭାରତକୁ ଧମକ! ରିପୋର୍ଟ କହିଲା ଏ କି କଥା…..
ଓଡିଶା ଭାସ୍କର: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନା ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉ ନାହିଁ । କେତେକ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…
ଡିଲ କରୁଛନ୍ତି TATA -BSNL, ଉଭେଇ ଯିବ JIO-AIRTEL, ଦେଶର କୋଣ ଅନୁକୋଣକୁ ପହଞ୍ଚିବ ଇଣ୍ଟରନେଟ
ଓଡିଶା ଭାସ୍କର: ପ୍ରାଇବେଟ ଟେଲିକମ କମ୍ପାନୀ ଏୟାରଟେଲ (Airtel) ଓ ଜିଓ (Jio) ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାରୁ ଲୋକେ ବିଏସଏନଏଲ (BSNL) ଆଡକୁ ବଢୁଛନ୍ତି । ଏତିକି ନୁହେଁ ବରଂ ଦ୍ରୁତ ଗତିରେ ଏୟାରଟେଲ…