Browsing Category
ରାଜନୀତି
କେନ୍ଦ୍ର ବଜେଟକୁ ନେଇ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; କହିଲେ ‘ଏହା ଏକ ଦିଗହୀନ ବଜେଟ୍…’
କୋଲକାତା: ସାଧାରଣ ବଜେଟକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି "ମୋର କେବଳ ଏତିକି କହିବାର ଅଛି ଯେ ଏହି ବଜେଟ୍ ଦିଗହୀନ ଏବଂ ସାଧାରଣ ଲୋକଙ୍କ ବିରୁଦ୍ଧରେ। ଏଥିରେ…
ରାଷ୍ଟ୍ରପତି ପଦ ପାଇଁ କମଳା ହାରିସଙ୍କୁ ସମର୍ଥନ କଲେ ନନ୍ସି ପେଲୋସି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ପ୍ରତ୍ୟାହାର କରି କମଲା ହାରିସଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ କରିଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଡେମୋକ୍ରାଟିକ୍…
କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ; କହିଲେ, ଏହା ‘କୁର୍ସୀ ବଚାଓ’ ବଜେଟ୍…
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାଧାରଣ ବଜେଟକୁ 'କୁର୍ସୀ ବଚାଓ' ବଜେଟ୍ ବୋଲି କହିଛନ୍ତି । ଏହି ବଜେଟ୍ ସହଯୋଗୀ ଦଳର ତୁଷ୍ଟୀକରଣ ବଜେଟ୍ ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ସେମାନେ…
ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟନ: ୧୬ ଜଣ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କଲେ ସୁପ୍ରିମୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ଷମତାରୁ ବଞ୍ଚିତ ହୋଇଥିଲା ବିଜେଡି । ରାଜ୍ୟରେ ଏବେ ବିଜେପି ସରକାରରେ ଥିବାବେଳେ ବିଜେଡି ବିରୋଧୀ ଦଳ ଆସନରେ…
ଓଡିଶାର ସ୍ୱାର୍ଥ ପୂରଣ ପାଇଁ ସଂସଦର ପ୍ରଥମ ଅଧିବେଶନରେ ଦାବି କଲେ ପୁରୀ ସାଂସଦ: ସମ୍ବିତ ପାତ୍ର
ଭୁବନେଶ୍ୱର: ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ଆଦି ଗୃହରେ ପୁରୀ ସାଂସଦ ସମ୍ବିତ ପାତ୍ର ସେ ଦାବି କରିଛନ୍ତି। ସଂସଦର ମୌସୁମୀ…
‘ରାହୁଲ ଗାନ୍ଧୀଙ୍କୁ ଗଣିତ..’, ଜାଣନ୍ତୁ ଏପରି କାହିଁକି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଗୋଷ୍ଠୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୟୁନାଇଟେଡ୍ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାର…
ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ଭାରତର ପଦ୍ମଫୁଲ ସହ କଣ ସମ୍ପର୍କ : ଜାଣନ୍ତୁ ଏହାର ସତ୍ୟତା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ନାମ ବାଦପଡିଛି । ଏବେ ଆମେରିକାବାସୀଙ୍କ ନଜର ଉପରାଷ୍ଟ୍ରପତି କମଲା ହାରିସଙ୍କ ଉପରେ ରହିଛି। କମଲା କେବଳ ବର୍ତ୍ତମାନର ଉପରାଷ୍ଟ୍ରପତି ନୁହଁନ୍ତି । ସେ…
ମମତା ବାନାର୍ଜୀଙ୍କୁ ବିଜେପିର ପ୍ରଶ୍ନ ବାଣ- ଆପଣ ଭାରତକୁ ବିଖଣ୍ଡିତ କରିବାକୁ ଚାହୁଁଛନ୍ତି କି?
କୋଲକାତା: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗରେ ହିଂସା କାଣ୍ଡ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ "ମମତା…
ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ, ସେପଟେ କେନ୍ଦ୍ରରେ ଆଜିଠୁ ବଜେଟ ଅଧିବେଶନ
ଓଡିଶା ଭାସ୍କର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଏହା ଆରମ୍ଭ ହେବ । ୨ ଟି ପର୍ଯ୍ୟାୟରେ ଏହା ଚାଲିବ । ସେପ୍ଟେମ୍ବର ୧୩ ତାରିଖରେ ଏହା ଶେଷ ହେବାକୁ…
ଆସ୍ଥା ଭୋଟ୍ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି, ମୋଟ୍ ୧୮୮ ସଦସ୍ୟଙ୍କ ମିଳିଳା ସମର୍ଥନ
କାଠମାଣ୍ଡୁ: ଆଜି ନେପାଲର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସଂସଦରେ ବିଶ୍ୱାସ ମତ ଜିତିଛନ୍ତି । ତାଙ୍କୁ ମୋଟ୍ ୧୮୮ ଜଣ ସଦସ୍ୟଙ୍କ ସମର୍ଥନ ମିଳଥିବା ବେଳେ ଆବଶ୍ୟକ ସମର୍ଥନ ଠାରୁ ତାଙ୍କୁ ୫୦ ଭୋଟ୍…