fbpx
Browsing Category

ପଞ୍ଚାୟତ ନିର୍ବାଚନ

ଭୋଟିଂ ବେଳେ ଅଘଟଣ: ବାଲାଟ ବକ୍ସକୁ ପାଣିରେ ଫିଙ୍ଗିଲେ ଦୁର୍ବୃତ୍ତ

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଚାଲିଥିବା ବେଳେ ବ୍ରହ୍ମଗିରିରେ ଘଟିଛି ଅଘଟଣ । ବାଲାଟ ବକ୍ସକୁ ଦୁର୍ବୃତ୍ତମାନେ ପାଣିରେ ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ…

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…

ବଳପୂର୍ବକ ଭୋଟଦାନ କରି ଯୁବକ ଗିରଫ, ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ ବଳପୂର୍ବକ ଭୋଟଦାନ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ…

କଟକ ଯଶପଡ଼ାରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଘଟିଯାଇଛି ଏକ ଅଘଟଣ । କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି, ଫଳରେ…

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ବୋମାମାଡ଼

ସାଲେପୁର(ଓଡ଼ିଶା ଭାସ୍କର): ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ହୋଇଛି ବୋମାମାଡ଼ । ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା…

ସିକୁଆ ପଂଚାୟତରେ ଟଙ୍କା ବାଣ୍ଟିବାକୁ ନେଇ ଉତ୍ତେଜନା, ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ

ଖଡ଼ିଆଳ (ଭାସ୍କର ନ୍ୟୁଜ୍‌): ଖଡ଼ିଆଳ ବ୍ଲକର ସୁନାରୀ ସିକୁଆରେ ପଂଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀନୀ ଭୋଳେଶ୍ୱରୀ ଦାସ ଭୋଟରକୁ ଟଙ୍କା ବାଣ୍ଟୁଥିବାନେଇ ଗ୍ରାମରେ ଉତ୍ତେଜନା ହୋଇଥିଲା । ସୂଚନା ମୁତାବକ ସୁନାରୀ…

ଭୋଟ୍‌ ପାଇଁ ଛୁଟି ଘୋଷଣା: ସରକାରୀ ଓ ବେସରକାରୀ କର୍ମଚାରୀ ବି ପାଇବେ ଛୁଟି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏ ନେଇ ରାଜ୍ୟର ସମସ୍ତ…

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୧୬ରେ ଭୋଟ ଗ୍ରହଣ: ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):  ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଛି । ଆସନ୍ତା ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ । ସକାଳ ୭ଟାରୁ ଦିନ ଗୋଟାଏ…

ପ୍ରଚାର କରି ସସପେଣ୍ଡ ହେଲେ ଶିକ୍ଷକ: ନିର୍ବାଚନ ପ୍ରଚାର କରିଥିବା ନେଇ ହୋଇଥିଲା ଅଭିଯୋଗ

ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁଇଁତଳା ବ୍ଳକ ଲୁକାପଡ଼ା ସ୍କୁଲ ଶିକ୍ଷକ ତରଣୀସେନ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ…

ପଞ୍ଚାୟତ ନିର୍ବାଚନ: ମାଇକ ଯୋଗେ ପ୍ରଚାର କରିପାରିବେ ପ୍ରାର୍ଥୀ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରାଯାଉଛି । ଫଳରେ ଅନେକ କଟକଣା ମଧ୍ୟ ରହିଛି । ପ୍ରାର୍ଥୀ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପ୍ରଚାର କରୁଛନ୍ତି । ଏହାରି ମଧ୍ୟରେ ପଞ୍ଚାୟତ…