fbpx
Browsing Category

ଜ୍ଞାନ ବିଜ୍ଞାନ

Whatsapp ବ୍ୟବହାର କଲେ ବର୍ଷେ ଜେଲ, ୫୦ ହଜାର ଜରିମାନା: କରନ୍ତୁ ନାହିଁ ଏମିତି ଭୁଲ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକଙ୍କ ପାଇଁ ଖୁବ ଦରକାରୀ ପାଲଟି ଯାଇଛି । ତେବେ ସବୁ ଆପଗୁଡିକ ଭିତରୁ ହ୍ୱାଟ୍ସଆପ ବେଶ ଲୋକପ୍ରିୟ ହୋଇପାରିଛି । ଏହି ହ୍ୱାଟ୍ସଆପକୁ ବ୍ୟବହାର କରିବା ଅତି ସରଳ…

Covid-19: ଏବେ ବ୍ଲଡ୍ ଟେଷ୍ଟ ଦ୍ୱାରା Lung Covidକୁ ଚିହ୍ନଟ କରିବା ସମ୍ଭବ- Lancet Study Report

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ଭାଇରସ୍ (ସାର୍ସ କୋଭ-୨)ସମଗ୍ର ମାନବ ସଭ୍ୟତାକୁ କବଳିତ କରି ରଖିଛି । ଅନେକ ସମୟରେ ଭାଇରସର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ସହ କିଛି ବୈଜ୍ଞାନିକ ତଥ୍ୟ ମଧ୍ୟ ଆସିଥିଲା ।…

ପ୍ରତ୍ୟେକ ମଣିଷର ଷ୍ଟ୍ରେସକୁ ସହଜରେ ବାରି ପାରିବ କୁକୁର, ନୂଆ ଷ୍ଟଡି ଖୁଲାସା

ନୂଆଦିଲ୍ଲୀ: କୁକୁରମାନଙ୍କର ଘ୍ରାଣଶକ୍ତି ଅତି ପ୍ରଖର, ଏକଥା ଆମେ ଜାଣିଛେ । ସେଥିପାଇଁ କୁକୁରମାନଙ୍କୁ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ ଟିମରେ ସାମିଲ କରାଯାଇଥାଏ । ଦୁର୍ଦ୍ଦାନ୍ତ ଚୋରମାନଙ୍କୁ ଖୁବଶୀଘ୍ର ଠାବ…

ଦୈନିକ ବିୟର ପିଇଲେ ଆପଣଙ୍କଠାରେ Dementia ଆଶଙ୍କା ହ୍ରାସ ପାଇବ: ରିସର୍ଚ୍ଚ

ନୂଆଦିଲ୍ଲୀ: ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଜଣେ ବ୍ୟକ୍ତି ଏକ ନିର୍ଦ୍ଧାରିତ ମାତ୍ରାରେ ବିୟର ସେବନ କରୁଛନ୍ତି ତେବେ ତାଙ୍କଠାରେ ଡିମେନ୍ସିଆ ହେବାର ଆଶଙ୍କା ହ୍ରାସ ପାଇବ । ନିକଟରେ…

ମହାକାଶରେ ସେକ୍ସ କରିବା ସମ୍ଭବ କି ?ଅବାଞ୍ଛିତ ଗର୍ଭଧାରଣକୁ ନେଇ ଚିନ୍ତା ପ୍ରକଟ କରୁଛି NASA !

ନୂଆଦିଲ୍ଲୀ : ମଣିଷଙ୍କ ଭିତରେ ଶାରୀରିକ ସମ୍ପର୍କ ଏକ ଗୁରୁତ୍ୱ ବହନ କରେ । ଧରା ପୃଷ୍ଠରେ ଶାରୀରିକ ସମ୍ପର୍କ ରଖିବା ,ଗର୍ଭଧାରଣ କରିବା ଅତ୍ୟନ୍ତ ସହଜ ଜନକ ହେଇଥିବା ବେଳେ ଆପଣ କେବେ ଭାବିଛନ୍ତି କି ମହାକାଶରେ ଏହା…

ନଦୀର ଆକାର ଡ୍ରାଗନ୍ ପରି: ଜାଣନ୍ତୁ କ’ଣ ଏହି Blue Dragon River ?

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଡ୍ରାଗନ୍ ରିଭର । ଡ୍ରାଗନ ଶବ୍ଦ ଥିଲେ ବି ଏହାର ଚୀନ ସହ କୌଣସି ସମ୍ପର୍କ ନାହିଁ । ଏହି ନଦୀ ପର୍ତ୍ତୁଗାଲରେ ଅଛି ।…

ବୈଜ୍ଞାନିକଙ୍କ ଅଦ୍ଭୁତ ସୃଷ୍ଟି : ତିଆରି କରିଲେ ଏହି ଜିନିଷ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ:ବୈଜ୍ଞାନିକମାନେ ପୃଥିବୀ ସମେତ ମହାକାଶରେ କଣ ସବୁ ରହିଛି ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଏତିସହିତ ସେହି ରିସର୍ଚ୍ଚକୁ ସଫଳ କରିବା ପାଇଁ ଅନେକ ପ୍ରରାର ପରିକ୍ଷଣ ମଧ୍ୟ…

ଆଷ୍ଟରଏଡକୁ ରାସ୍ତାରୁ ହଟାଇଦେଲା NASA ର ସ୍ପେସକ୍ରାଫ୍ଟ: ସଫଳ ହେଲା ପୃଥବୀକୁ ବଞ୍ଚାଇବା ମିଶନ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ପ୍ରଥମ ଥର କୌଣସି ପ୍ଲାନେଟେରୀ ଡିଫେନ୍ସ ଟେଷ୍ଟ ଅର୍ଥାତ୍ ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ (DART) ମିଶନକୁ ସଫଳତା ମିଳିଛି । ଏବେ ଯଦି ଭବିଷ୍ୟତରେ ପୃଥିବୀ ଉପରକୁ କୌଣସି…

ଡାଇବେଟିସ ଏବଂ କ୍ୟାନସର ଭଲ କରିବ ବାଇଗଣୀ ଟମାଟୋ: ଲ୍ୟାବରେ ତିଆରି କଲେ ବୈଜ୍ଞାନିକ..

ଟମାଟୋ କିଏ ବା’ ଖାଇନଥିବ । ଟମାଟୋ ସବୁବେଳେ ଆମେ ନିତିଦିନ ଖାଦ୍ୟରେ ବ୍ୟବହାର କରୁ । ଏହା ସ୍ୱାଦକୁ ଆହୁରି ଅଧିକ ବଢାଇଥାଏ । ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ । ତେବେ…

ଏହି ଦେଶରେ ହୁଏନାହିଁ ସୂର୍ଯ୍ୟାସ୍ତ: ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ହୁଅନ୍ତି ନାହିଁ ଅସ୍ତ….

ନୂଆଦିଲ୍ଲୀ: ଆର୍କଟିକ୍ ସର୍କଲରେ ଏକ ଏଭଳି ଦେଶ ଅଛି, ଯେଉଁଠାରେ ଦୁଇ ମାସ ପାଇଁ ସୂର୍ଯ୍ୟାସ୍ତ ହୁଏ ନାହିଁ । କେବଳ ଦିଗବଳୟ ଠାରେ ଅଟକି ରହିଥାନ୍ତି ସୂର୍ଯ୍ୟ । ରାତି ୧୨ ଟାରେ ମଧ୍ୟ ସେଠାରେ ରହିଥାଏ । ଏଥିପାଇଁ ଏହି…