fbpx
BSKY
BJD MC SKY
BJD YOUTH SKY
Browsing Category

ଜ୍ଞାନ ବିଜ୍ଞାନ

ଆଦିତ୍ୟ ଆଦିତ୍ୟ L1 ଲଞ୍ଚିଂ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍‌, ମିଶନ ମଡେଲ୍‌କୁ ନେଇ ଭେଙ୍କେଟେଶ୍ୱରରେ ପହଞ୍ଚିଲ ଇସ୍ରୋ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ L1 ଲଞ୍ଚିଂ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଶୁକ୍ରବାର(୧ ସେପ୍ଟେମ୍ବର)ରେ ଏହି ସୂଚନା ଦେଇଛି । ଏହା ପୁର୍ବରୁ…

ଚନ୍ଦ୍ରମାରେ ଶୋଇ ପଡ଼ିବେ ବିକ୍ରମ-ପ୍ରଜ୍ଞାନ: ତଥାପି କେମିତି ଚାଲିବ ଇସ୍ରୋର ‘Moon Mission’?

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନକୁ ନେଇ ଏବେ ଆସିଛି ଆଉ ଏକ ବଡ଼ ଖବର । ଚନ୍ଦ୍ରମା ଦେହରେ ଘୁରି ବୁଲୁଥିବା ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଆଉ କିଛି ଦିନ ଭିତରେ ଶୋଇପଡ଼ିବେ । ମାତ୍ର କେଇଟା ଦିନ ପରେ ଶେଷ ହେବ…

ଚନ୍ଦ୍ରପୃଷ୍ଠରେ ହେଲା ବଡ଼ ଧରଣର ଭୂମିକମ୍ପ! କେମିତି ଅଛନ୍ତି ‘ବିକ୍ରମ ଓ ପ୍ରଜ୍ଞାନ’?

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଦିନରୁ ଜହ୍ନ ରାଇଜର ଅନେକ ତଥ୍ୟ ଦେଇ ପାରିଛି ଭାରତର ମିଶନ୍ ଚନ୍ଦ୍ରଯାନ-୩ । ଚନ୍ଦ୍ରମାର ଚାରପାଖରେ ବୁଲି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର…

ପୃଥିବୀ ଭଳି ଚନ୍ଦ୍ରରେ ହୁଏ କି ଭୂକମ୍ପ? ଇସ୍ରୋର ଏହି ଅନୁସନ୍ଧାନକୁ ନେଇ ଆସିଲା ନୂଆ ଅପଡେଟ

ନୂଆଦିଲ୍ଲୀ; ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଚନ୍ଦ୍ରାୟନ-୩ର 'ମୁନ ମିଶନ' ଦ୍ୱାରା ପରିଚାଳିତ ଅନ୍ୟ ଏକ ଇନ୍-ସିଟ୍ ବୈଜ୍ଞାନିକ ପରୀକ୍ଷଣର ଫଳାଫଳ ଘୋଷଣା କରିଛି । ଯେଉଁଠାରେ ଚନ୍ଦ୍ର ଭୂକମ୍ପ…

ସାଧାରଣ LED ନା ସ୍ମାର୍ଟ LED ? ଜାଣି ନିଅନ୍ତୁ କେଉଁ ବଲବ୍‌ଟି ଆପଣଙ୍କ ଘର ପାଇଁ ଉତ୍ତମ

ନୂଆଦିଲ୍ଲୀ : ବିଜୁଳି ବଞ୍ଚାଇବା ପାଇଁ ଲୋକେ ଘରେ ଏଲଇଡି ବଲବ ଲଗାନ୍ତି । ସାଧାରଣତଃ ବଜାରରେ ଦୁଇ ପ୍ରକାରର ଏଲଇଡି ବଲବ ବିକ୍ରି ହୁଏ । ଗୋଟିଏ ହେଉଛି ସାଧାରଣ ଏଲଇଡି ଏବଂ ଅନ୍ୟଟି ସ୍ମାର୍ଟ ଏଲଇଡି । ଏହାକୁ ଆପଣ…

The ‘X’ Factor; ଏଣିକି ଟ୍ୱିଟରରେ କରିହେବ Audio-Video Call: ଘୋଷଣା କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଏଲନ୍ ମସ୍କ । ଖୁଶୀଘ୍ର ‘X’ ୟୁଜରଙ୍କ ପାଇଁ ଏହି ପ୍ଲାଟଫର୍ମରେ ଏକ ବଡ଼ ଫିଚର ଉପଲବ୍ଧ ହେବାକୁ ଯାଉଛି । X ବା Twitterରେ ଖୁବଶୀଘ୍ର…

କେତେ ଦିନ ଚାଲିବ ଭାରତର ସୌର ମିଶନ୍? ଜାଣନ୍ତୁ Aaditya-L1କୁ ନେଇ ଇସ୍ରୋର ପ୍ଲାନ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ଇସ୍ରୋ ବର୍ତ୍ତମାନ ନୂଆ ପ୍ଲାନ ଚଳାଇଛି । ଆସନ୍ତା ୨ ତାରିଖରୁ ସୂର୍ଯ୍ୟରେ ବି ପତାକା ଉତ୍ତୋଳନ କରିବ ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ…

UPI ପେମେଣ୍ଟ କରିବା ବେଳେ ଆପଣାନ୍ତୁ ଏହି ସ୍ମାର୍ଟ ଉପାୟ : କେବେ ମଧ୍ୟ ହେବନି ପେମେଣ୍ଟ ଫେଲ !

ନୂଆଦିଲ୍ଲୀ : ଆଜିକା ଯୁଗ ଡିଜିଟାଲର ଯୁଗ । ଅଧିକାଂଶ ଲୋକ ଏବେ ସମସ୍ତେ ଡିଜିଟାଲ ଉପାୟ ଆପଣାଉଛନ୍ତି । ଡିଜିଟାଲ ଯୁଗରେ ଲୋକେ ଏବେ ଆଉ ନଗଦ ଟଙ୍କା ଦେଣ ନେଣ ନକରି ସମସ୍ତେ ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରୁଛନ୍ତି ।…

ବିକ୍ରମ ଲ୍ୟାଣ୍ଡର ଫଟୋ ଉଠାଇଲା ରୋଭର ପ୍ରଜ୍ଞାନ, ଦେଖନ୍ତୁ ଲ୍ୟାଣ୍ଡରର ସ୍ଥିତି କିଭଳି ରହିଛି…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର 'ରୋଭର ପ୍ରଜ୍ଞାନ' ଆଜି 'ଲ୍ୟାଣ୍ଡର ବିକ୍ରମର' ଫଟୋ ସେୟାର କରିଛି । ଯାହା ପ୍ରଥମେ ଏହାର 'ନାଭିଗେସନ୍ କ୍ୟାମେରା' ବ୍ୟବହାର କରି କ୍ଲିକ୍ କରିଛି । ଚିତ୍ରଟି ପ୍ରଥମ ଯାହା ଚନ୍ଦ୍ରରେ ଅବତରଣ…

ISROର ସୂଚନା: ଚନ୍ଦ୍ରରେ ଅମ୍ଲଜାନ, ସଲଫର, ଆଲୁମିନିୟମ ପରି ବହୁ ପଦାର୍ଥ ରହିଥିବା ନେଇ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଭାରତ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ମିଶନ ମାଧ୍ୟମରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବା ପରେ ଭାରତ ଇତିହାସ ରଚିଥିଲା । ତେବେ ଏହା…