fbpx
Browsing Category

ଜ୍ଞାନ ବିଜ୍ଞାନ

ବର୍ଷକ ପରେ ବୁଡ଼ି ଯାଇପାରେ OpenAI: ଜାଣନ୍ତୁ ChatGPT ଉପରେ ପ୍ରତିଦିନର ଖର୍ଚ୍ଚ

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଦୁନିଆରେ ନିଜର କାୟା ବିସ୍ତାର କରୁଥିବା OpenAI ପାଇଁ ଆସୁଛି ବଡ଼ ବିପଦ । ଆସନ୍ତାବର୍ଷ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଷ୍ଟୁଡିଓ ଦେବାଳିଆ ହୋଇଯିବାର ସମ୍ଭାବନା ଦେଖା ଦେଇଛି ।…

ଏବେ ଧୁମ ମଚାଉଛି ଇନଭର୍ଟର ଏଲଇଡି Bulb : ବିଦ୍ୟୁତ କାଟ ପରେ ୪ଘଣ୍ଟା ପର୍ଯ୍ୟନ୍ତ କରିବ ଆଲୋକ ପ୍ରଦାନ

ନୂଆଦିଲ୍ଲୀ : ସାଧାରଣତଃ ଘରେ ଆମେ କେବଳ ସାଧାରଣ ଏଲଇଡି ବଲ୍ବ ବ୍ୟବହାର କରୁଛନ୍ତି । ଏହି ବଲ୍ବ ଗୁଡିକ ବହୁତ ଆଲୋକ ମଧ୍ୟ ଦିଏ । ସାଧାରଣତଃ ପ୍ରତ୍ୟେକ ଘରେ 8 ରୁ 20ଟି ବଲ୍ବ ବ୍ୟବହୃତ ହୁଏ, କିନ୍ତୁ ବର୍ତ୍ତମାନ…

ଦୁନିଆର ପ୍ରଥମ ଘଟଣା: ମଣିଷର ହାର୍ଟରୁ ମିଳିଲା Microplastics, ରୋଗୀଙ୍କର ରକ୍ତରେ କିପରି ପହଞ୍ଚିଲା ପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ହାର୍ଟ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ବିଭିନ୍ନ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ହାର୍ଟ ରୋଗରେ ମୃତ୍ୟୁ ଘଟୁଛି ।…

ଲିଭର କ୍ୟାନସରର କାରଣ ସାଜିପାରେ ସୋଡ଼ା ଓ ପ୍ୟାକେଡ୍ ଜୁସ୍: ୨୦ ବର୍ଷର ରିସର୍ଚ୍ଚ ପରେ ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଅନେକ ଲୋକ ବିଭିନ୍ନ ପ୍ରକାରର ପାନୀୟ ବିଶେଷ କରି ମିଠା ପାନୀୟ ସେବନ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏହି ମିଠା ପାନୀୟ ସେମାନଙ୍କ ପାଇଁ କାଳ ସାଜିପାରେ । ସୋଡ଼ା ଓ ପାକେଡ୍ ଜୁସ ଦୀର୍ଘଦିନ ଧରି…

ବିନା Internetରେ ଚାଲିବ Live TV: ମାଗଣାରେ ମୋବାଇଲରେ ଦେଖିହେବ ବିଶ୍ୱକପ

ବର୍ତ୍ତମାନ ସମୟରେ ପ୍ରତ୍ୟେକ କାମ ପାଇଁ ଇଣ୍ଟରନେଟର ଖୁବ ଆବଶ୍ୟକ ରହିଛି । ଇଣ୍ଟରନେଟ ବିନା ସ୍ମାର୍ଟପୋନ ଅଦରକାରୀ ବା ମୂଲ୍ୟହୀନ ପରି ମନେ ହେଉଛି । ଇଣ୍ଟରନେଟରେ ଲାଇଭ ଟିଭି ସହ ଅନେକ ଅନଲାଇନ ଗେମ୍ ଯୋଗୁଁ ଯୁବପିଢୀ…

ଦୀର୍ଘ ୨୪ ବର୍ଷର ଗବେଷଣା ତଥ୍ୟ: ଦିନକୁ ଅଳ୍ପ ମଦ ସେବନ କଲେ ମଧ୍ୟ ହାର୍ଟ ଆଟାକ, କିଡନୀ ରୋଗ ହୋଇପାରେ

ନୂଆଦିଲ୍ଲୀ: ମଦ୍ୟ ପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହାପରେ ବି ଅନେକ ଲୋକ ଏହି କୁଅଭ୍ୟାସରେ ଲିପ୍ତ ରହି ଅକାଳରେ ଜୀବନ ହରାଉଛନ୍ତି । ତେବେ ମଦକୁ ନେଇ ଆମ ମନରେ ଅନେକ ଭୁଲ୍ ଧାରଣା…

ଇନଭର୍ଟରକୁ ଘରର ଏହି ସ୍ଥାନରେ ରଖନ୍ତୁ ନାହିଁ : ଯଦି ଭୁଲ କରିଥିଲେ ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ : ଆଜିର ଦିନରେ ଇନଭର୍ଟର ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଇନଭର୍ଟର ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି । ଯଦି ବାରମ୍ବାର ବିଜୁଳି କାଟ ହେଉଛି, ତେବେ…

ଚନ୍ଦ୍ରଯାନ ପରେ ‘ସମୁଦ୍ରଯାନ’: ପ୍ରଥମ ଥର ପାଇଁ ୬ ହଜାର ମିଟର ଗଭୀର ସମୁଦ୍ରକୁ ଗବେଷଣା ପାଇଁ ମଣିଷକୁ ପଠାଇବ ଭାରତ

ନୂଆଦିଲ୍ଲୀ: ଭାରତର ମହାକାଶ ମିଶନ ‘ଚନ୍ଦ୍ରଯାନ’ ପରେ ଏବେ ବୈଜ୍ଞାନିକମାନେ ‘ସମୁଦ୍ରଯାନ’ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭାରତର ପ୍ରଥମ ‘ସମୁଦ୍ରଯାନ’ ପ୍ରକଳ୍ପ ମାଧ୍ୟମରେ ଦେଶର ତିନି ଜଣ…

ହିନ୍ଦ ମହାସାଗରରେ ବିଶାଳକାୟ ଗର୍ତ୍ତ, ୭୫ ବର୍ଷ ଧରି ରହସ୍ୟ ହୋଇ ରହିଥିବା ଏହି ଗର୍ତ୍ତ ଉପରୁ ପରଦା ହଟାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଆମ ଏଇ ପୃଥିବୀରେ ଏପରି ବହୁ ରହସ୍ୟ ରହିଛି ଯାହା ଉପରୁ ପର୍ଦ୍ଦା ହଟାଇବାକୁ ବୈଜ୍ଞାନିିକଙ୍କୁ ବର୍ଷ ପରେ ବର୍ଷ ଲାଗିଯାଇଛି । ଏପରି ସ୍ଥିତିରେ ହିନ୍ଦ ମହାସାଗରରେ ୧୯୪୮ରେ ମିଳିଥିବା ଏକ ବିଶାଳକାୟ ଗର୍ତ୍ତ…

Instagram ରିଲ୍ସ ଦେଖିବା ସହ ଟଙ୍କା ବି କରନ୍ତୁ ରୋଜଗାର : ଜାଣନ୍ତୁ ସବୁଠୁ ସହଜ ଉପାୟ

ନୂଆଦିଲ୍ଲୀ : ଆଜିର ଦିନରେ ଇନଷ୍ଟାଗ୍ରାମ ସବୁଠାରୁ ଲୋକପ୍ରିୟ ଗଣ ମାଧ୍ୟମ ଅଟେ । ଏଥିରେ ଲୋକେ ଫୋଟ ଏବଂ ଭିଡିଓ ସେୟାର କରନ୍ତି । ଏହା ସହିତ ନିଜର ଷ୍ଟୋରି ମଧ୍ୟ ସେୟାର କରନ୍ତି । ଯଦି ଆପଣ ବି ଏହାକୁ କେବଳ ରିଲ୍ସ…