Browsing Category
ସ୍ପେସାଲ
ଆଜିଠୁ ସିଂହ ରାଶିରେ ଚନ୍ଦ୍ର ଗୋଚର, ଏହିସବୁ ରାଶି ହେବେ ମାଲାମାଲ: ସବୁଆଡ଼ୁ ବର୍ଷିବ ଧନ
ଓଡ଼ିଶା ଭାସ୍କର: ଚନ୍ଦ୍ରମାର ପ୍ରତ୍ୟକ୍ଷ ପ୍ରଭାବ ମାନବ ଜୀବନ ଉପରେ ପଡ଼ିଥାଏ । ଏହାକୁ ବୈଦିକ ଜ୍ୟୋତିଶ ସହ ବିଜ୍ଞାନ ମଧ୍ୟ ଗ୍ରହଣ କରିଛି । ପ୍ରତ୍ୟେକ ରାଶିରେ ସେ ମାତ୍ର ଅଢେଇ ଦିନ ରହିଥାନ୍ତି । ଚନ୍ଦ୍ର ବର୍ତ୍ତମାନ…
ବକ୍ରି ହେବାକୁ ଯାଉଛନ୍ତି ବୁଧ; ହାତେ ମାପି ଚାଖାଣ୍ଡେ ଚାଲନ୍ତୁ ଏହି ରାଶିର ଲୋକ, ନଚେତ ହେବ ସର୍ବନାଶ
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ରାଜକୁମାରର ମାନ୍ୟତା ମିଳିଛି। ଜାତକରେ ବୁଧଙ୍କ ପ୍ରଭାବ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜାତକରେ ବୁଧ…
ଧୂମପାନ ନକରି ହେଉଛି ଫୁସଫୁସ କର୍କଟ: ବାୟୁ ପ୍ରଦୂଷଣ ପାଲଟିଛି ଭାରତର ନୂଆ ଭିଲେନ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଫୁସଫୁସ କର୍କଟ ରୋଗ (ବିଶେଷକରି ଧୂମପାନକାରୀମାନଙ୍କ ମଧ୍ୟରେ) ଦ୍ରୁତ ଗତିରେ ବଢ଼ୁଛି ଏବଂ…
ଶୀତଦିନେ ପୁରୁଷଙ୍କ ଯୌନାଙ୍ଗରେ ଦେଖାଦିଏ ଏହି ସମସ୍ୟା; ଅଣଦେଖା କଲେ ହୋଇପାରେ କ୍ୟାନସର୍
ଓଡ଼ିଶା ଭାସ୍କର: ଆଧୁନିକ ଜୀବନ ଶୈଳି, ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଯତ୍ନନେବା ଭୁଲି ଗଲେଣି। ଅର୍ଥ ରୋଜଗାର କରିବା ଓ ନିଜର ଆଭିଜାତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ମଣିଷ ନିଜ ଶରୀରର ଯତ୍ନ ନେବା ସତେ ଯେପରି…
I Love My Pooja… ପରୀକ୍ଷାରେ ଆସିଲାନି ଉତ୍ତର, ପ୍ରେମିକାଙ୍କ ନାଁ ଲେଖିଦେଲେ ଲଭ୍ ଲେଟର
ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ପିଲା ପାଠପଢାକୁ ଖୁବ କମ୍ ଗୁରୁତ୍ୱ ଦେଉଛନ୍ତି । ବର୍ଷ ତମାମ ମଉଜ-ମଜଲିସ କରୁଥିବା ବେଳେ ପରୀକ୍ଷା ବେଳେ ଅଜବ କାଣ୍ଡ କରିଥାନ୍ତି । କପି ଭରସାରେ ବର୍ଷ ବର୍ଷ ବିତାଇ ଦେଉଛନ୍ତି ପିଲା…
ଏଣିକି ବର୍ଷ ତମାମ ଚାଲିବ ବାଲିଯାତ୍ରା: ୧୨ ମାସ କମ୍ପିବ ମହାନଦୀ ପଠା: ଉନ୍ନୟନ ମନ୍ତ୍ରୀ
କଟକ: ସାରା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସିର ଖବର । ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା, ସବୁଦିନ ଲାଗିବ…
ଧନ୍ୟ ତୁମେ ଜନନାୟକ, ଧନ୍ୟ ତୁମର ତ୍ୟାଗ… ଜନ୍ମ ଜୟନ୍ତୀରେ ହରେକୃଷ୍ଣଙ୍କୁ ଝୁରୁଛି ସାରା ଓଡ଼ିଶା, ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ମହତାବ
ଓଡ଼ିଶା ଭାସ୍କର: ସେଦିନ ବି ଥିଲା ୧୮୯୯ ମସିହା ନଭେମ୍ବର ୨୧ ତାରିଖ । ଜନ୍ମ ନେଇଥିଲେ ରାଜ୍ୟର ପ୍ରଥମ ମୁଖିଆ, ସେ ଥିଲେ ପ୍ରଥମ ଜନନାୟକ, ସାହସ ଆଉ ତ୍ୟାଗକୁ ମିଶାଇ ଗଢି ତୋଳିଥିଲେ ସୁନ୍ଦର ଓଡ଼ିଶା । ବିକାଶ, ସଫଳତା ଆଉ…
ସକାଳୁ ମୁହଁ ନ ଧୋଇ ପିଅନ୍ତୁ ପାଣି: ମିଳିଥାଏ ଅନେକ ଫାଇଦା, ମିଳିଥାଏ ଏହିସବୁ ଲାଭ
ଓଡ଼ିଶା ଭାସ୍କର: ପାଣି ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ବାସି ମୁଁହ ରେ ପିଇବା ଦ୍ୱାରା ଆମ ପାଟିରେ ଯେଉଁ ଲାଳ ରହିଥାଏ,ତାହା ପେଟକୁ ଚାଲିଯାଇଥାଏ । ଏବଂ ତାହା ଆମକୁ…
ରାଜନୀତି ବାଜିରେ କ୍ରିପ୍ଟୋକରେନ୍ସିକୁ ଅସ୍ତ୍ର କଲା ବିଜେପି: ସୁପ୍ରିୟା-ନାନାଙ୍କ ଉପରେ ବିଟକଏନ୍ ହେରଫେର ଅଭିଯୋଗ
ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଚାଲିଛି ବିଧାନସଭା ନିର୍ବାଚନ ମହାଯୁଦ୍ଧ । କିନ୍ତୁ ମତଦାନ କିଛି ସମୟ ପୂର୍ବରୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ରାଜନୀତିର ପଶାପାଲି ଖେଳ । ଏନସିପି ନେତାଙ୍କ ବିରୋଧରେ ଆସିଛି…
ଦେଶରେ ସୃଷ୍ଟି ହେଉଛି ନୂଆ ନିଯୁକ୍ତି ସୁଯୋଗ, ବେକାରୀ ହାର ହ୍ରାସ ପାଇଛି: ସଂଖ୍ୟା ଜାରି କଲା NSO
ନୂଆଦିଲ୍ଲୀ: ଦେଶରେ ବେକାରୀ ହାରକୁ ନେଇ ତାଜା ସଂଖ୍ୟା ଆକଳନ କରାଯାଇଛି । ପୂର୍ବ ଆକଳନ ଅପେକ୍ଷା ଭଲ ଦେଖାଯାଉଛନ୍ତି, କାରଣ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଯଥା ଏନଏସଓ ଏହାର ରିପୋର୍ଟ ଜାରି କରିଛି ।
ତାଙ୍କ…