Browsing Category
ସ୍ପେସାଲ
ଭୋକ ବିକଳରେ ଗୋଟା ମାଛ ଗିଳିଦେଲା ବଗ: ଅନ୍ତ ଫାଡ଼ି ବାହାରି ଆସିଲା କୋଚିଆ
ଭୁବନେଶ୍ୱର: ଓଡ଼ିଆରେ ଏକ କଥା ଅଛି- ଲୋଭ, ଲୋଭରୁ ପାପ, ପାପରୁ ମୃତ୍ୟୁ । ବାସ୍ତବରେ ବର୍ତ୍ତମାନର ସମାଜକୁ ଦେଖିଲେ ସ୍ପଷ୍ଟ ଜଣି ହେଉଛି । ସବୁଠି ବାରିହେଉଛି ସ୍ୱାର୍ଥପରତାର ଗନ୍ଧ ।
ଆବଶ୍ୟକତା ଠାରୁ ଅଧିକ ପଛରେ…
Video: ଭାତୃପ୍ରେମ ଆଉ କ’ଣ କି? ପରିଣତ ବୟସରେ ବଡ଼ ଭାଇଙ୍କ ପଦସେବା କରୁଛନ୍ତି ସାନଭାଇ
ଭୁବନେଶ୍ୱର: ଆମ ଓଡ଼ିଆରେ ଏକ କଥା ଅଛି, ”କ୍ଷୀର ଯଦି ଖାଇ ବସିବ , ଘରେ ଥିବ ଗାଈ । ଯୁଦ୍ଧ ଯଦି କରି ବସିବ, ସଙ୍ଗରେ ଥିବ ଭାଇ ।“ ବାସ୍ତବିକ୍ ଭାଇ-ଭାଇ ସମ୍ପର୍କ ରକ୍ତର ଗଭୀରତମ ସମ୍ପର୍କ। ଭାଇ ବିପଦରେ ପଡିଥିଲେ ଅନ୍ୟ…
କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସିଖବର! ବୈଜ୍ଞାନିକମାନେ ଖୋଜିଦେଲେ Cancerକୁ ୯୯% ଶେଷ କରିଦେବା ଭଳି ଚମତ୍କାର ଟେକନିକ୍
ବ÷ଜ୍ଞାନିକମାନେ କର୍କଟ ରୋଗକୁ ନେଇ ଏକ ବଡ଼ ସଫଳତା ହାସଲ କରିଛନ୍ତି, ଯାହା ସମଗ୍ର ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କର୍କଟ କୋଷଗୁଡ଼ିକୁ ୯୯% ଦୂର କରିବା ପାଇଁ ଏକ…
ଅଘଟଣ ନା ପ୍ରଳୟ… ଏକାସାଙ୍ଗରେ ଚାଲିଗଲା ଶହ ଶହ ଜୀବନ, ଖାଲି ହୋଇଗଲା ୮୪ ଗାଁ: କ’ଣ ଥିଲା ଏ କାହାଣୀ?
ରାଜସ୍ଥାନ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ , ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହା ଅଜିବି ଚର୍ଚ୍ଚାରେ ରହିଛି । ତେବେ ଭାରତରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହା ବିଷୟରେ…
Human Trafficking କ’ଣ? ଯୌନ କାରବାର ସହିତ ରହିଛି ବହୁତ ବଡ଼ ରାଜ୍…. ଜାଣନ୍ତୁ ରିପୋର୍ଟ
ନୂଆଦିଲ୍ଲୀ :ଯୌନ କାରବାର ହେଉଛି ଏକ ପ୍ରକାର ମାନବ ଚାଲାଣ । ଏହା ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ବ୍ୟକ୍ତି, ପରିବାର ଏବଂ ସମ୍ପ୍ରଦାୟର କଲ୍ୟାଣ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ମାନବ ଚାଲାଣ ହୁଏ…
ଅଲ୍ଲୁ ଅର୍ଜୁନଙ୍କ ବଡ଼ ପଦକ୍ଷେପ: ପୀଡ଼ିତ ପରିବାରକୁ କୋଟି କୋଟି ଟଙ୍କା ଦେଲା ‘ପୁଷ୍ପା-୨’
ନୂଆଦିଲ୍ଲୀ: ‘ପୁଷ୍ପା-୨’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିସାରିଛି । କିନ୍ତୁ ଏବେ ବି ହାଇଦ୍ରାବାଦ ଦଳାଚକଟାକୁ ନେଇ ବିବାଦରେ ରହିଛି ‘ପୁଷ୍ପା-୨’ । ଏହି ବିବାଦରୁ ଖସି ପାରି ନାହାନ୍ତି ସାଉଥ ଆଇକନ୍ ଷ୍ଟାର…
LPG, Pensionରୁ କୃଷକଙ୍କ Loan… ଜାନୁୟାରୀ ପହିଲାରୁ ବଦଳିଯିବ ଏହିସବୁ ନିୟମ
ଓଡ଼ିଶା ଭାସ୍କର: ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ଜାନୁୟାରୀ ପହିଲାରୁ ଅନେକ କିଛି ଜିନିଷ ବଦଳିଯିବ । ବର୍ଷ, ମାସ, ତାରିଖ ଇତ୍ୟାଦି ବଦଳିବା ସହ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହେବ ।…
ଯଦି ବିଶ୍ୱର ଜନସଂଖ୍ୟା ଅଧା ହୋଇଯିବ ତେବେ କ’ଣ ହେବ, ଲାଭ ନା କ୍ଷତି ?
ନୂଆଦିଲ୍ଲୀ: ପୃଥିବୀର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଜନଗଣନା ବ୍ୟୁରୋ ଅନୁଯାୟୀ, ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ପୃଥିବୀର ଜନସଂଖ୍ୟା ୮.୦୨ ବିଲିୟନ ଥିଲା । କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ହଠାତ୍ ବିଶ୍ୱର…
ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ… ବିଦାୟ ବେଳେ Emotional ହେଲେ ରଘୁବର ଦାସ
ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ…
Zero NIght ପାଇଁ Zero Tolerance… ସିସିଟିଭି ନଜରରେ ରହିବ ସାରା ସହର
ଭୁବନେଶ୍ୱର: ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବ ସାରା ପୃଥିବୀ । ସବୁଠି ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ସେଲିବ୍ରେସନର ୪ ଦିନ ପୂର୍ବରୁ ଲାଗିଛି ସରକାରୀ କଟକଣା । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଇନ୍…