Browsing Category

ସ୍ପେସାଲ

ରାବଣକୁ ଯିଏ ପୋଡ଼ିବ ତା’ର ମୃତ୍ୟୁ ଘଟିବ! ପୁରାଣ ଯୁଗରୁ ରହି ଆସିଛି ବଡ଼ ରହସ୍ୟ, ଭାରତର ଏହି ସ୍ଥାନରେ ହୁଏ ନାହିଁ ରାବଣ ପୋଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ସାରା ଭାରତବର୍ଷରେ ପାର୍ବଣ ଋତୁ ବଡ଼ ଧୁମଧାମରେ ପାଳିତ ହେଉଛି । ମା’ଙ୍କ ଆଗମନ ପରେ ସତେ ଯେମିତି ଧରିତ୍ରୀ କୋଟି ପୂଣ୍ୟରୁ ମୁକ୍ତି ପାଇଯାଇଛି । ତେବେ ଆଜି ଦେଶର କିଛି ସ୍ଥାନରେ ରାବଣ…

(Video) ଆକାଶେ କି ରଙ୍ଗ ଲାଗିଲା… ଲେହରୁ ଆମେରିକା, ରଙ୍ଗ-ବେରଙ୍ଗରେ ସଜେଇ ହୋଇଛି ଗଗନ

ଓଡ଼ିଶା ଭାସ୍କର: ଆଜି ସାରା ଦେଶରେ ମହାନବମୀ ପାଳନ କରାଯାଉଛି । ଆଉ ଏହି ମହାନବମୀରେ ଦେଖିବାକୁ ମିଳିଛି ଏକ ମହାଜାଗତିକ ଦୃଶ୍ୟ । ସ୍ୱଚ୍ଛ, ନିର୍ମଳ ନୀଳ ଆକାଶର ରଙ୍ଗ ଆଜି ବଦଳି ଯାଇଛି । ମା’ ଦଶଭୂଜାଙ୍କ ଆଗମନରେ…

ଦିନେ ଝାଡ଼ୁ-ପୋଛା ମାରୁଥିଲେ ରିଙ୍କୁ ସିଂ; କ୍ରିକେଟ୍‌କୁ ବିରୋଦ୍ଧ କରୁଥିଲେ ବାପା, ପଢ଼ନ୍ତୁ ସଙ୍ଘର୍ଷର ଭିନ୍ନ କାହାଣୀ 

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଆଜି ଅର୍ଥାତ୍ ଅକ୍ଟୋବର ୧୨ରେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ରିଙ୍କୁ ଏବେ ଭାରତୀୟ ଟି-୨୦ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଟି-୨୦ ବ୍ୟତୀତ ସେ…

ବାଇକ୍ ଆରୋହୀଙ୍କୁ ଦେଖିଲେ କୁକୁର କାହିଁକି ଭୁକନ୍ତି: ଏହା ପଛର ବୈଜ୍ଞାନିକ କାରଣ କ’ଣ, ଏଥିରୁ ଆପଣମାନେ ବର୍ତ୍ତିବେ କିପରି?

ନୂଆଦିଲ୍ଲୀ: ଆପଣମାନେ ବାଇକ୍ ଚଳାଇ ଯାଉଥିବା ସମୟରେ ଅନେକ ସମୟରେ କୁକୁର ଭୁକିବା ସହ ଆପଣଙ୍କୁ ଗୋଡ଼ାଇଥାନ୍ତି । କୁକୁର ଗୋଡ଼ାଇବା କାରଣରୁ ଗାଡ଼ି ଚାଳନାରେ ଭାରସାମ୍ୟ ରକ୍ଷା କରି ନପାରି ଅନେକ ସମୟରେ ଦୁର୍ଘଟଣା ଘଟିଥାଏ ।…

SHO ଭାବେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମିଳିଲା ଦାୟିତ୍ୱ; ଚେୟାରରେ ବସି ନେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ମିଶନ ଶକ୍ତି ଅଭିଯାନ ଅଧୀନରେ ହାପୁର ଜିଲ୍ଲାର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବାବୁଗଡ଼ ଥାନା ଦାୟିତ୍ୱ ଦିଆଯାଇଛି। ଛାତ୍ରୀ ଜଣକ ଥାନା ମୁଖ୍ୟ ହେବା…

Record Never Broke! କ୍ରିକେଟ ଇତିହାସର ୧୦ଟି ବଡ଼ ରେକର୍ଡକୁ କେହି ଭାଙ୍ଗି ପାରିବେନି, ଦଶନ୍ଧି ଦଶନ୍ଧି ରହି ରହିଛି ଅତୁଟ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏପରି ଅନେକ ରେକର୍ଡ ରହିଥିବା ବେଳେ କିଛି ରେକର୍ଡ ବର୍ଷ କେଇଟାରେ ଭାଙ୍ଗି ଯାଉଥିବା ବେଳେ ଆଉ କିଛି ଦଶନ୍ଧି ଦଶନ୍ଧି ଧରି ଅତୁଟ ରହିଥାଏ । ତେବେ କ୍ରିକେଟ ଜଗତରେ ଏପରି ୧୦ଟି ବଡ଼…

ପିଲାବେଳେ ମସ୍ତିଷ୍କରେ ଲାଗିଥିବା କ୍ଷତ ଜୀବନ ପାଇଁ ବିପଦ, ମାନସିକ ରୋଗ ବ୍ୟତୀତ…

ସାଧାରଣତଃ ଆମେ ପିଲାବେଳେ ହୋଇଥିବା କ୍ଷତକୁ ଅଣଦେଖା କରିଥାଉ। ଏହାକୁ ଆମେ ଗୁରୁତ୍ୱର ଦେଇ ନ ଥାଉ। ନିକଟରେ ବ୍ରିଟିଶ୍‌ ଗବେଷକମାନେ ଗବେଷଣାରୁ ଜଣାପାରିଛନ୍ତି ଯେ ପିଲାବେଳେ ମସ୍ତିଷ୍କରେ ଲାଗିଥିବା କ୍ଷତ ଜୀବନ ପାଇଁ…

ଭିନ୍ନ ଏକ ପରମ୍ପରା: ମନ୍ଦିରରେ ଘଣ୍ଟ ବାଜିଲେ ଦୌଡ଼ି ଆସନ୍ତି କୁକୁର, ପକାନ୍ତି ହୁଳହୁଳି

ପୁରୀ: (ଓଡ଼ିଶା ଭାସ୍କର) ମଶାଣି ଚଣ୍ଡୀ ମନ୍ଦିରରେ କୁକୁର ପକାଉଛନ୍ତି ହୁଳ ହୁଳି। ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଅବିଶ୍ୱସନୀୟ ଭଳି ମନେ ହେଉଛି । ସାଧାରଣତଃ ଘଣ୍ଟ ବାଜିଲେ ଆଳତୀ ହେଲା ବେଳେ କୁକୁର ମାନେ ଉପରକୁ…

ସାଙ୍ଗ ବାରମ୍ବାର ଟଙ୍କା ଉଧାର ମାଗୁଛି କି? ଯଦି ମନା କରିହେଉନି, ତେବେ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ବନ୍ଧୁତାରେ ପରସ୍ପରକୁ ସାହାଯ୍ୟ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ, ଏହା ସମ୍ପର୍କକୁ ଆହୁରି ମଜବୁତ କରିଥାଏ, କିନ୍ତୁ ଯଦି ଜଣେ ବନ୍ଧୁ ବାରମ୍ବାର ଉଧାର ମାଗନ୍ତି, ତେବେ ଏହା ଠିକ୍ ନୁହେଁ, ଗୋଟେ…

ମେଦବହୁଳତାର ଶିକାର ହେବାର ଆଶଙ୍କା ସିଜରିଆନ୍‌ ଶିଶୁଙ୍କଠାରେ ଅଧିକ

ଆଜିକାଲି ଅନେକ ମହିଳା ଗର୍ଭଧାରଣ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ ସିଜରିୟାନ୍ ଦ୍ୱାରା ପ୍ରସବ କରିବାକୁ ପଡୁଛି ।ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଜଣାପଡ଼ିଛି। ସାଧାରଣ…