Browsing Category
ସ୍ପେସାଲ
ବାସ୍ତୁ ଅନୁସାରେ ଘରେ ରଖନ୍ତୁ ଏହି ଜିନିଷ; ମିଳିବ ମା ଲକ୍ଷ୍ମୀଙ୍କ କୃପା
ସାଧାରଣତଃ ବାସ୍ତ ଶାସ୍ତ୍ର ଅନୁସାରେ, ଘରେ ଉପସ୍ଥିତ ବସ୍ତୁଗୁଡ଼ିକ ଏବଂ ସେମାନଙ୍କୁ ରଖିବାର ଉପାୟ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଘରେ ଉପସ୍ଥିତ ଥିବା ସମସ୍ତ ଜିନିଷର ଶକ୍ତି ଥାଏ,…
ରାତି ହେବା ମାତ୍ରେ ଇଣ୍ଟରନେଟରେ କ’ଣ ସର୍ଚ୍ଚ କରନ୍ତି ପୁଅ-ଝିଅ? ସାମ୍ନାକୁ ଆସିଲା ତଥ୍ୟ
ଆଜିକାଲିର ସମାଜରେ ଯୁଅ-ଝିଅମାନେ ଅଧିକ ସମୟ ଇଣ୍ଟରନେଟରେ ଅତିବାହିତ କରୁଛନ୍ତି । କେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ତ କେବେ ଓଟିଟି ନହେଲେ ଗୁଗୁଲରେ କିଛି ନା କିଛି ସର୍ଚ୍ଚ କରିଥାନ୍ତି । ଇଣ୍ଟରନେଣ୍ଟ ବିନା ଆଜିର…
ଦେଶକୁ ଫେରି ଆସିବ କଳାଧନ, ସମସ୍ତଙ୍କ ଆକାଉଣ୍ଟକୁ ପଠାଯିବ ୧୫ ଲକ୍ଷ: ୮ ବର୍ଷ ବିତିଗଲା, କେବେ ମିଳିବ?
ନୂଆଦିଲ୍ଲୀ: ଅଧିକାଂଶ ରାଜନୈତି ଦଳ ଓ ନେତାମାନେ ନିର୍ବାଚନ ପୂର୍ବରୁ ଜନତାଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି । ତେବେ ସେ କ୍ଷେତ୍ରରେ ବ୍ୟତିକ୍ରମ ନୁହନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ କି? ତେବେ ଘରର ଏହି ଦିଗରେ ରଖନ୍ତୁ ଟଙ୍କାବାକ୍ସ
ନୂଆଦିଲ୍ଲୀ: କିଛି ଲୋକ କଠିନ ପରିଶ୍ରମ କରି ଟଙ୍କା କମାଇଥାନ୍ତି, କିନ୍ତୁ ଅଯଥା ଖର୍ଚ୍ଚ ଯୋଗୁଁ ପାଖରେ କିଛି ରଖିନଥାଏ । ଟଙ୍କା ଆସିିବା ମାତ୍ରେ ତାହା ଖର୍ଚ୍ଚ ହୋଇଯାଏ । ଅବଶ୍ୟ ମହଙ୍ଗା ଯୁଗରେ ଏହା ହେବା ସାଧାରଣ…
(Video) ଏସିଏଫ୍ ସୌମ୍ୟ, ସୁଶାନ୍ତଙ୍କୁ ନ୍ୟାୟ ମିଳିଲାନି, ସୌମ୍ୟଙ୍କୁ ମିଳିବ ତ? ସୁଇସାଇଡ୍ ନୋଟ୍ କହୁଛି ପ୍ରେମିକା ଦାୟୀ, ଜେରା କେବେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣକୁ ହତ୍ୟା କରିବା ଆଉ ହତ୍ୟା କରିବାକୁ ଉସୁକାଇବା ଉଭୟ ଅପରାଧ । ତେବେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ଏହା ଦେଖିବାକୁ ମିଳିଛି ।…
ରାଶିଫଳ(ବୁଧବାର,୦୨ ଫେବୃଆରୀ,୨୦୨୨)
ମେଷ - ଭୁମି କ୍ରୟ କିମ୍ବା ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ, ଆର୍ଥିକ ସମୃଦ୍ଧି, ଯଶ ଓ ପଦ ମର୍ୟ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ ଲାଭ ସୁଚନା ରହିବ,…
ଗୋଟିଏ ଦିନରେ ଝଡ଼ିଗଲା ଦୁଇ ପ୍ରେମିକଙ୍କ ଜୀବନ: ପ୍ରେମ ନିଶା ମଦ ନିଶା ଠାରୁ ବି ଭୟଙ୍କର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ଦିନରେ ଦୁଇଜଣ ପ୍ରେମିକଙ୍କ ଜୀବନ ସବୁଦିନ ପାଇଁ ଶେଷ ହୋଇଗଲା । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭୁବନେଶ୍ୱରର ନନ୍ଦନବିହାର ଅଞ୍ଚଳର ମଡେଲ ତଥା ବ୍ୟବସାୟୀ ସୌମ୍ୟ ରଞ୍ଜନ…
ରାଶିଫଳ(ମଙ୍ଗଳବାର,୦୧ ଫେବୃଆରୀ,୨୦୨୨)
ମେଷ - ଆଜି କର୍ୟ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…
ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ କିସମିସ୍, ଫାଇଦା ବଦଳରେ ହୋଇଯିବ କ୍ଷତି
ନୂଆଦିଲ୍ଲୀ: କିସମିସ୍ ଶରୀର ପାଇଁ ଅଧିକ ଲାଭଦାୟକ ବୋଲି କୁହାଯାଏ । ସ୍ୱାଦରେ ମିଠା ହେବା ସହିତ କିସମିସରେ ଅନେକ ଗୁଣ ଲୁଚିରହିଛି । ଖାସ୍ କରି ଶୀତଦିନେ କିସମିସ୍ ଖାଇବା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଶୀତଦିନେ…
ରାଶିଫଳ(ସୋମବାର,୩୧ ଜାନୁଆରୀ,୨୦୨୨)
ମେଷ - ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା…