Browsing Category

ସ୍ପେସାଲ

୨୦୦୦ ପାକିସ୍ତାନୀ ସୈନିକଙ୍କୁ ଧୂଳି ଚଟାଇଲେ ୧୨୦ ଭାରତୀୟ ଯବାନ: ବିଜୟ ଦିବସ ସ୍ମୃତିରେ Battle Of Longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…

ବର୍ଷ ସରିବା ପୂର୍ବରୁ କରି ନିଅନ୍ତୁ ଏହି କାମ; ନଚେତ ସହିପାରନ୍ତି ଆର୍ଥିକ କ୍ଷତି

ନୂଆଦିଲ୍ଲୀ: ୨୦୨୧ ବର୍ଷ ଶେଷ ହେବାକୁ ଯାଉଛି । ବର୍ଷ ଶେଷ ହେବା ପୂର୍ବରୁ ଆପଣଙ୍କର ରହିଥିବା କିଛି ଆର୍ଥିକ କାମ ଆପଣ ପୁରା କରି ନିଅନ୍ତୁ ନଚେତ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଆସନ୍ତୁ ନଜର ପକାଇବା ୪ଟି…

PF ଆକାଉଣ୍ଟ ଥିଲେ ମିଳିବ ୫୦ ହଜାର: ମାନିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ: ପିଏଫ୍ ଆକାଉଣ୍ଟ ଥିଲେ ମିଳିବ ୫୦ ହଜାର ଟଙ୍କାର ଅତିରିକ୍ତ ବୋନସ । ଇପିଏଫଓ ପକ୍ଷରୁ ଏମିତି କିଛି ଯୋଜନା ରହିଛି ଯାହା ସମ୍ପର୍କରେ ବହୁତ କମ ଲୋକ ଜାଣିଥାନ୍ତି । ଏମିତି ଏକ ଯୋଜନା ହେଉଛି ଆଡିସିନାଲ ବୋନସ ।…

ରାଶିଫଳ(ବୁଧବାର,୧୫ ଡିସେମ୍ବର,୨୦୨୧)

ମେଷ - ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ସହ ବ୍ୟବସାୟରେ ଭଲ ଲାଭହେବ ଓ ଋଣରୁ ମୁକ୍ତି ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଗୃହୋପକରଣ କ୍ରୟ…

ଅଜଣା ବ୍ୟକ୍ତିଙ୍କ ସହ ରୋମାଣ୍ଟିକ୍ ଟ୍ରିପରେ ଗଲେ ଯୁବତୀ, ‘ଏପରି ମଜା କଲେ କି…ପରେ’

ଟିକଟକରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଜଣେ ଯୁବତୀ ନିଜ ଡେଟିଂର ଅଜୀବ ଅନୁଭୂତିକୁ ସେୟାର କରିଛନ୍ତି । ଏବି ନାମକ ଟିକଟକ୍ ୟୁଜର କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଅନଲାଇନ୍ ଡେଟିଂ ଆପ୍…

ସନ୍ଧ୍ୟା ହୋଇଗଲେ ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଅସମ୍ଭାଳ: ଘଣ୍ଟା ଘଣ୍ଟା ଫସି ରହୁଛି ଆମ୍ବୁଲାନ୍ସ, ଛଟପଟ ହୋଇ ମରୁଛନ୍ତି ରୋଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଏଠାରେ ଜନସମାଗମ ବଢ଼ିବାରେ ଲାଗିଛି । ସହରର ଜନସଂଖ୍ୟା ବ୍ୟତୀତ ବିଭିନ୍ନ ଜିଲ୍ଲାରୁ ଏଠାକୁ ଦୈନିକ ହଜାର ହଜାର ଲୋକ…

ହାଇ ବ୍ଲଡ ପ୍ରେସରର ବିପଦକୁ କମ୍ କରିବ ଗୋଟିଏ ଜିନିଷ, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: ହାଇ ବ୍ଲଡ ପ୍ରେସରର ଅତି ସାଧାରଣ ହୋଇଗଲାଣି, କିନ୍ତୁ ଏହା ସବୁଠାରୁ ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ । ହାଇ ବ୍ଲଡ ପ୍ରେସର ଯୋଗୁଁ ଅନ୍ୟ ରୋଗର ବିପଦ ମଧ୍ୟ ବଢ଼ିଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ଲଡ…

କରୋନା ସଂସ୍ପର୍ଶରେ ଆସିବା ମାତ୍ରେ ଚମକିବ ମାସ୍କ, ବୈଜ୍ଞାନିକଙ୍କ ନୂଆ ଆବିଷ୍କାର

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନଠାରୁ ରକ୍ଷା ପାଇବା ଅଧିକ କଷ୍ଟସାଧ୍ୟ ପ୍ରମାଣିତ ହୋଇଛି, କାରଣ ଏହାର ସଂକ୍ରମଣ ହାର ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ରହିଛି । ଏଥିପାଇଁ ଏହାର ମୁକାବିଲା କରିବା ପାଇଁ ଫେସ୍…

ରାଶିଫଳ(ମଙ୍ଗଳବାର,୧୪ ଡିସେମ୍ବର,୨୦୨୧)

ମେଷ :-ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ॥ ବୃଷ…

ରାଶିଫଳ(ସୋମବାର,୧୩ ଡିସେମ୍ବର,୨୦୨୧)

ମେଷ - ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ।…