Browsing Category
ସ୍ପେସାଲ
ସାବଧାନ… ପୁଣି ଚୀନରେ ଭୟଙ୍କର ମହାମାରୀ: ମେଡିକାଲରୁ ମଶାଣୀ, ସବୁଠି ଆଲର୍ଟ
ନୂଆଦିଲ୍ଲୀ: କରୋନା ପରେ ଆଉ ଏକ ମହାମାରୀକୁ ନେଇ ଚୀନରେ ଆତଙ୍କ ଖେଳିଯାଇଛି । ନୂଆ ଭାଇରସରେ ଆକ୍ରାନ୍ତ ହେଉଛନ୍ତି ଚୀନର ବାସିନ୍ଦା । ଫଳରେ ବିଭିନ୍ନ ମେଡିକାଲରେ ଏବେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
ଏହାସହିତ…
ଷ୍ଟେଟ ବ୍ୟାଙ୍କ ଆଣିଲା ଦମଦାର Scheme… ମିଳିବ ଡବଲ ଫାଇଦା: ପିଲାଠୁ ବୁଢା ହେବେ ଲାଭବାନ୍
ନୂଆଦିଲ୍ଲୀ: ଭାରତରେ ସବୁଠାରୁ ବିଶ୍ୱସ୍ତ ବ୍ୟାଙ୍କ ତାଲିକାରେ ଖୁବ ଉପରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା ସୁଯୋଗ ଯୋଗାଇ ଦେଉଛି ଷ୍ଟେଟ ବ୍ୟାଙ୍କ । ବର୍ତ୍ତମାନ ବ୍ୟାଙ୍କ ତରଫରୁ…
ପ୍ରେମୀଯୁଗଳଙ୍କ ପାଇଁ କିପରି ରହିବ ଜାନୁଆରୀ ମାସ? ଜାଣନ୍ତୁ ସମସ୍ତ ରାଶିର ପ୍ରେମ ଜନିତ ଫଳାଫଳ
ଓଡ଼ିଶା ଭାସ୍କର: ଜାନୁଆରୀ ଆରମ୍ଭରେ ସମସ୍ତ ୧୨ ଟି ରାଶିର ପ୍ରେମ ଜୀବନ ନୂଆ ପରିବର୍ତ୍ତନ ଆଡକୁ ଗତି କରୁଛି । କେତେକ ରାଶିଙ୍କ ପାଇଁ ଆଗାମୀ ମାସ ଚ୍ୟାଲେଞ୍ଜ ରହିବ। ଆସନ୍ତୁ ଜାଣିବା ଜାନୁଆରୀ ମାସ ସବୁ ରାଶି ପାଇଁ…
ଚା ଏବଂ କଫି ପିଇବା ଦ୍ଵାରା ମୁଣ୍ଡ ଏବଂ ବେକ କର୍କଟ ରୋଗର ଆଶଙ୍କା ହ୍ରାସ ହୁଏ : ରିପୋର୍ଟ
ଚା’ ବା କଫି ପିଇବାକୁ କାହାକୁ ବା ପସନ୍ଦ ନଥାଏ, ବିଶେଷ କରି ଭାରତୀୟ ଲୋକମାନେ ଏହାକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ଶୀତ ଦିନେ ଏହାକୁ ପିଇବାର ମଜା ହିଁ କିଛି ନିଆରା ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ,…
ଶୀତଦିନେ କାଳ ସାଜୁଛି କଳା ପିଆଜ: ଖାଉଥିଲେ ସାବଧାନ! ନହେଲେ ହେବ ସାଙ୍ଘାତିକ ରୋଗ…
ନୂଆଦିଲ୍ଲୀ: ଶୀତଦିନେ ଦେଶରେ ବଢୁଥିବା ବ୍ଲାକ୍ ଫଙ୍ଗସ୍ ମାମଲାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପିଆଜରେ ଥିବା ବ୍ଲାକ୍ ସ୍ପଟ୍ ହେଉଛି ବ୍ଲାକ୍ ଫଙ୍ଗସ।
ଏହା ଘରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା…
Video: ଛୁଆ ଧରି ବୁଲୁଛି ବିରଳ କଳା ବାଘ, ଫଟୋ-ଭିଡିଓ ପୋଷ୍ଟ କଲା ପିସିସିଏଫ୍
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଓଡ଼ିଶାରେ ଛୁଆ ଧରି ବୁଲୁଛି ବିରଳ କଳା ବାଘ । ଫଟୋ-ଭିଡିଓ ପୋଷ୍ଟ କଲା ପିସିସିଏଫ୍ । ସେଣ୍ଟ୍ରାଲ ଓଡ଼ିଶାରେ ଦେଖାଯାଇଛି ଏହି ବିରଳ ଦୃଶ୍ୟ ।
ନିଜ ଛୁଆ ସହ ଏକ ବିରଳ କଳା ରଙ୍ଗର…
Geyser on କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ, ଏହି ଅସାବଧାନତା ହେତୁ ବାଥରୁମରେ ହୋଇପାରେ ମୃତ୍ୟୁ !
ଗିଜର ଅନ୍ କରି ଗାଧୋଇବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ, ଯାହା ଦ୍ୱାରା ଆପଣ ନିରାପଦ ଏବଂ ସୁସ୍ଥ ରହିପାରିବେ । ଅନେକ ଲୋକଙ୍କର ଗିଜର ଅନ୍ କରି ଗାଧୋଇବାର ଅଭ୍ୟାସ ଅଛି । କିନ୍ତୁ…
ମନମୋହନ, ଜାକିରଙ୍କ ପାଖରୁ ପଙ୍କଜ ଉଧାସ, ୨୦୨୪ ଛଡ଼ାଇ ନେଲା ଭାରତଠୁ ତାର ‘ରତନ’
ନୂଆଦିଲ୍ଲୀ- ଚାଲିଯାଇଛି ୨୦୨୪, ଆସିଛି ନୂଆ ବର୍ଷ ୨୦୨୫ । ବିଗତ ବର୍ଷ ଅନେକ ଖଟା ମିଠାର ଅନୁଭୂତି ଦେଇଯାଇଛି । କିନ୍ତୁ ଏହି ବର୍ଷରେ ଆମେ ହରାଇଛୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କୁ , ଯେଉଁମାନେ ରାଜନୀତିଠାରୁ…
Happy New Year: ସ୍ବାଗତଂ 2025…ନାଚ ଗୀତରେ ଜିରୋ ନାଇଟ୍ ସେଲିବ୍ରେସନ, ଧୁମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଦେଶବାସୀ
ଭୁବନେଶ୍ବର: ବିଦାୟ ନେଇଛି ବିଦାୟୀ ବର୍ଷ 2024 । ଘଣ୍ଟାରେ ରାତି 12ଟାର ଟିକଟିକ ବାଜିସାରିଥିବା ବେଳେ ଏହାକୁ ତାଳଦେଇ ବାଣ ମଧ୍ୟ ଠୋ ଠୋ କରି ଫାଟିଛି । ସବୁରଙ୍ଗର ଆଲୋକରେ ରଙ୍ଗୀନ ହୋଇଛି ଆକାଶ । ନୂଆ ଆଶା ସହିତ…
କାଲି ଲଗ୍ନରେ ଅବସ୍ଥାନ କରିବେ କେତୁ: ଘରେ ଘରେ ହେବ ଝଗଡ଼ା, ଜାଣନ୍ତୁ କାରଣ
ଭୁବନେଶ୍ୱର: ରାତି ପାହିଲେ ନୂଆ ବର୍ଷ। ଗାଁରୁ ସହର ସବୁଠି ନବ ବର୍ଷକୁ ଅପେକ୍ଷା କରିଛନ୍ତି ଲୋକ। ମଦ ପିଉଥିବା ଲୋକଙ୍କର ହୋଇ ପାରେ ସର୍ବନାଶ। ତେବେ କିପରି କଟିବ ନୂଆ ବର୍ଷର ପ୍ରଥମ ଦିନ।
କେଉଁ ରାଶିର ଲୋକ ହେବେ…