fbpx
BSKY
BJD SHG SKY
BJD YOUTH SKY
Browsing Category

Asia Cup

India vs Hong Kong: ଆଜି ଭାରତ-ହଂକଂ ମୁକାବିଲା, ଏହି ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ !

ନୂଆଦିଲ୍ଲୀ: ଏସିଆ କପରେ ଭାରତ ଆଜି ନିଜର ଦ୍ୱିତୀୟ ମୁକାବିଲାରେ ହଂକଂକୁ ଭେଟିବ । ହଂକଂର ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ପ୍ରଥମ ମୁକାବିଲା । ହଂକଂକୁ ହରାଇ ଟୁର୍ଣ୍ଣାମେଣ୍ଟର ସୁପର ୪ରେ ପ୍ରବେଶ କରିବା ଲକ୍ଷ୍ୟ ନେଇ…

ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ବାଂଲାଦେଶ କିମ୍ବା ଶ୍ରୀଲଙ୍କା, ସେପ୍ଟେମ୍ବର ୨ରେ ସ୍ପଷ୍ଟ ହେବ ସୁପର ୪ର ଚିତ୍ର

ନୂଆଦିଲ୍ଲୀ: ଏସିଆ କପ ୨୦୨୨ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୨ରେ ସମାପ୍ତ ହେଉଛି । ସେହି ଦିନ ହିଁ ଜଣା ପଡିବ ଯେ କେଉଁ ଚାରୋଟି ଦଳ ସୁପର ୪ରେ ପ୍ରବେଶ କରିବେ ଏବଂ କେଉଁ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ।…

IND vs HK: ପନ୍ତଙ୍କ ହେବ ଦଳରେ ଏଣ୍ଟ୍ରି ! ଟିମରୁ ବାଦ୍ ପଡି ପାରନ୍ତି ଏହି ଖେଳାଳି, ଜାଣନ୍ତୁ ଚୂଡାନ୍ତ ଏକାଦଶ

ନୂଆଦିଲ୍ଲୀ: ଭାରତୀୟ ଦଳ ସ୍ମରଣୀୟ ବିଜୟ ସହ ଏସିଆ କପ୍ ୨୦୨୨ର ଆରମ୍ଭ କରିଛି। ବ୍ଲୁ ଆର୍ମି ନିଜର ପ୍ରଥମ ମୁକାବିଲାରେ ହିଁ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ପାଞ୍ଚ ଓ୍ଵିକେଟରେ ହରାଇଛି। ଏହି ଟୁର୍ଣ୍ଣାମେଣ୍ଟରେ…

ଆଜି ଏସିଆ କପର ତୃତୀୟ ମୁକାବିଲା, ଏହି ଦୁଇ ଦଳ ମଧ୍ୟରେ ହେବ ରୋମାଞ୍ଚକର ଲଢେଇ

ନୂଆଦିଲ୍ଲୀ: ୟୁଏଇରେ ଖେଳାଯାଉଥିବା ଏସିଆ କପ୍ ୨୦୨୨ର ତୃତୀୟ ମୁକାବିଲା ଆଜି ସାରଜାରେ ଖେଳାଯିବ। ଏ ପର‌୍ୟ୍ୟନ୍ତ ଦୁଇଟି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଛି। ସିଜିନର ପ୍ରଥମ ମୁକାବିଲା ସାରଜାର ଛୋଟ…

(Video) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ KISS କରିବାର ଭିଡିଓ ଭାଇରାଲ: ଆଫଗାନିସ୍ତାନରେ ଉଡିଲା ଭାରତର ବିଜୟ ବାନା 

ନୂଆଦିଲ୍ଲୀ: ଜବରଦସ୍ତ ଷ୍ଟାଇଲରେ ପାକିସ୍ତାନଠୁ ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ୧୦ ମାସ ତଳେ ଟି-୨୦ ବିଶ୍ୱକପରେ ମିଳିଥିବା ପରାଜୟର ଜବାବ ଦେଇଛି ରୋହିତ ସେନା । କେବଳ ବୋଲିଂରେ ନୁହେଁ, ବ୍ୟାଟିଂରେ ବି କମାଲ କରି…

ଆସନ୍ତା ରବିବାର ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ, ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ର ମୁଖ୍ୟ ମୁକାବିଲା ଆରମ୍ଭ ହୋଇ ସାରିଛି। ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚ୍ ଖେଳାଯିବା ସରିଛି। ପ୍ରଥମ ମୁକାବିଲାରେ ଆଫଗାନିସ୍ତାନ ଶ୍ରୀଲଙ୍କାକୁ ୮ ଓ୍ଵିକେଟରେ ହରାଇଥିବା ବେଳେ…

‘ପାଞ୍ଚ କଣ ୧୦ ଫିଲ୍ଡର ବାହାରେ ଥିଲେ ବି ମୋତେ ମାରିବାର ହିଁ ଥିଲା’

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତ ସ୍ମରଣୀୟ ବିଜୟ ହାସଲ କରିଛି। ବିଜୟରେ ବିନ୍ଧାଣୀ ସାଜିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କର ବୋଲିଂ ଏବଂ ବ୍ୟାଟିଂ ଦମରେ ହିଁ ଭାରତ ରୋମାଞ୍ଚକର ମୁକାବିଲାରେ…

ବିଶ୍ୱକପ୍‌ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ରୋମାଞ୍ଚକର ବିଜୟ

ଦୁବାଇ : ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ଚଳିତ ଏସିଆକପ୍‌ କ୍ରିକେଟର ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ।…

ଭାରତର ପେସ ଆଟାକକୁ ରୋକି ପାରିଲାନି ପାକିସ୍ତାନ: ଟିମ ଇଣ୍ଡିଆକୁ ୧୪୮ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭୁବିଙ୍କ ସ୍ୱିଙ୍ଗ ଓ ପାଣ୍ଡ୍ୟାଙ୍କ ଜବରଦସ୍ତ ବୋଲିଂ ଆଗରେ ନତମସ୍ତକ ହୋଇଛି ପାକିସ୍ତାନ । ବାବର ବ୍ରିଗେଡ ପାଇଁ ଆଜି ଦୁଃସ୍ୱପ୍ନ ପାଲଟି ଯାଇଛି ଟିମ ଇଣ୍ଡିଆର ମଜବୁତ ପେସ ଆଟାକ । ପାକିସ୍ତାନର ମିଡିଲ…

ପାକିସ୍ତାନ ବିପକ୍ଷରେ ଦଳରୁ ବାଦ ପଡିବେ ଷ୍ଟାର ବ୍ୟାଟ୍ସମ୍ୟାନ! ପୂଜାରା ବାଛିଲେ ଭାରତର Playing XI

ନୂଆଦିଲ୍ଲୀ: ବାସ କେଇଟା ଘଣ୍ଟା ପରେ ଆରମ୍ଭ ହେବ ଏସିଆ କପର ହାଇଭୋଲଟେଜ ମ୍ୟାଚ । ଆମନା ସାମନା ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ ଏହା ପୂର୍ବରୁ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଆରମ୍ଭ ହୋଇଯାଇଛି…