Browsing Category
କ୍ରିକେଟ ବିଶ୍ୱକପ୍
The 2023 ICC Men’s Cricket World Cup will be the 13th edition of the Cricket World Cup, a quadrennial One Day International cricket tournament contested by men’s national teams and organized by the International Cricket Council.
World Cup ହାରିଯିବା ପରେ ରୋହିତଙ୍କ ପ୍ରଥମ Reaction: ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ: ଖୁସି ଏବଂ ବିଜୟର ମାହୋଲ ସହ ଆରମ୍ଭ ହୋଇଥିବା ବିଶ୍ୱକପ-୨୦୨୩ ଆଖି ଲୁହରେ ଭାସିଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଭରି ଦେଇଛି ବିଶ୍ୱକପ ଫାଇନାଲର ପରାଜୟ । ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳକୁ ମାତ୍…
ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତର ପରାଜୟ ସହି ନପାରି ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ!
ଓଡିଶା ଭାସ୍କର; ଗତକାଲି ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚରେ ପରାଜୟ ସାମ୍ନା କରିଛି ଭାରତୀୟ କ୍ରିକେଟ ଦଳ । ଅଷ୍ଟ୍ରେଲିଆ ଠାରୁ ଭାରତର ହାରିଯିବା ପରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ…
ICC ବାଛିଲା ବିଶ୍ୱକପର ସର୍ବଶ୍ରେଷ୍ଠ Playing-11: ଚମ୍ପିଆନ ଅଧିନାୟକଙ୍କୁ ପଛରେ ପକାଇଲେ ରୋହିତ
ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ ଫାଇନାଲ ମ୍ୟାଚରେ ହିଁ ଚାପରେ ରହି ଆଉ ଏକ ଆଇସିସି ଟ୍ରଫି…
WC ଫାଇନାଲ ପରେ ଶେଷ ହେଲା ଦ୍ରାବିଡ଼ଙ୍କ କାର୍ଯ୍ୟକାଳ: ନୂଆ କୋଚ ଖୋଜିବ BCCI?
ନୂଆଦିଲ୍ଲୀ: ଶେଷ ହୋଇଛି ବିଶ୍ୱକପ-୨୦୨୩ ଟୁର୍ଣ୍ଣାମେଣ୍ଟ । ଫାଇନାଲରେ ମ୍ୟାଚରେ ପରାସ୍ତ ହୋଇ ଆଉ ଏକ ଆଇସିସି ଟ୍ରଫି ହରାଇଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ସହିତ ଶେଷ ହୋଇଛି ଭାରତର ମୁଖ୍ୟ କୋଚ୍…
ସଂସ୍କାରକୁ ନେଇ ଉଠିଲା ପ୍ରଶ୍ନ; କପିଲ ଦେବଙ୍କ ଫଟୋ ଶେୟାର କରି ମିଶେଲଙ୍କୁ ସମାଲୋଚନା କଲେ ୟୁଜର୍ସ
ଓଡିଶା ଭାସ୍କର; କ୍ରିକେଟ ଏକ ଅନିଶ୍ଚିନ୍ତ ଖେଳ, କେତେବେଳେ କଣ ହେବ କିଛି କହି ହେବ ନାହିଁ । ସେହିପରି ଖେଳ ଅଛି ମାନେ ହାରଜିତ୍ ବି ଲାଗି ରହିବ । ଖେଳରେ ସବୁବେଳେ ଜଣେ ହାରିଥାଏ ଓ ଅନ୍ୟ ଜଣେ ଜିତି ଯାଇଥାଏ । ଏଥିରେ…
ବିଶ୍ୱକପକୁ ସମ୍ମାନ ଦେଲେ ନାହିଁ କଙ୍ଗାରୁ ଦଳ: ଟ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇଲେ ମାର୍ଶ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ୍ର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଏକ ସହଜ ବିଜୟ…
(Video) ଫାଇନାଲ ମଝିରେ ପଶିଯାଇଥିବା ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ, ବିରାଟଙ୍କ କାନ୍ଧରେ ଝୁଲିପଡିଥିଲେ
ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ର ଅନ୍ତିମ ମ୍ୟାଚ୍ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଦେଖିବାକୁ ଦେଶର…
World Cupରେ ନିଜେ ଫେଲ୍, କିନ୍ତୁ ଅଷ୍ଟ୍ରେଲିଆକୁ ଚମ୍ପିଆନ୍ କରାଇଦେଲେ କୋଚ୍ ଡାନିଏଲ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଚମ୍ପିଆନ ଭାବରେ ପରିଚୟ ପାଇଛି । ଟିମ ଇଣ୍ଡିଆକୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛି କମିନ୍ସ ସେନା । ତେବେ ଏହି ମ୍ୟାଚରେ ଶତକ ହାସଲ କରି ଟ୍ରାଭିସ ହେଡ୍ ଦଳ ପାଇଁ…
(Video) ବିଶ୍ୱକପ ପରାଜୟ ପରେ କାନ୍ଦିଲେ ରୋହିତ: ଶେଷ ବିଶ୍ୱକପରୁ ଖାଲିହାତରେ ଫେରିଲେ ଅଧିନାୟକ!
ନୂଆଦିଲ୍ଲୀ: ଭାରତକୁ ପରାସ୍ତ କରି ବିଶ୍ୱ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକ ଏବଂ ମାର୍ନସ ଲାବୁସେନଙ୍କ ଦମଦାର ଅର୍ଦ୍ଧଶତକ ସହ ଦମଦାର ବୋଲିଂରେ ଭାରତକୁ ମାତ୍ ଦେଇଛି କମିନ୍ସ ସେନା । ଟ୍ରଫିର ଏତେ…
ସେଦିନ ବି ଥିଲେ, ଆଉ ଆଜି ବି… ଏହି ଖେଳାଳିଙ୍କ ପାଇଁ ICC ଫାଇନାଲରେ ହାରୁଛି ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ଭାରତର ୨୪୧ ରନ୍ ଟାର୍ଗେଟକୁ ମାତ୍ର ୪୩ ଓଭରରେ ହାସଲ କରି ବିଶ୍ୱବିଜୟୀ ହୋଇଛି କମିନ୍ସ ସେନା । ତେବେ ଅଷ୍ଟ୍ରେଲିଆର…