Browsing Category

T20 World Cup

(Video) ଟିମ ଇଣ୍ଡିଆ ପାଇଁ ବୋଝ ଏହି କ୍ରିକେଟର! ଖରାପ ଫର୍ମ ପରେ ବି ସୁଯୋଗ ଦେଉଛି ବୋର୍ଡ… ଖେଳିବେ T-20 ବିଶ୍ୱକପ

ଓଡ଼ିଶା ଭାସ୍କର: ଭାରତୀୟ ଟିମ ବର୍ତ୍ତମାନ ସମୟରେ କିଛି ପରିବର୍ତ୍ତନ ସହ ଆଗକୁ ବଢୁଛି । ଦଳରେ ଅନେକ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଉଛି । ସେହିପରି ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କ ଭଳି କିଛି ସିନିୟର ଖେଳାଳିଙ୍କୁ…

ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି। ଡବ୍ଲିନରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ପାକିସ୍ତାନକୁ…

ଦ୍ରାବିଡଙ୍କ ସ୍ଥାନରେ କିଏ? ନୂଆ କୋଚ୍ ସନ୍ଧାନରେ BCCI: ଖୁବଶୀଘ୍ର ଆସିବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କୋଚ୍ ପଦବୀରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଛି । ତେଣୁ ଏବେଠାରୁ ଭାରତୀୟ କ୍ରିକେଟ ବୋର୍ଡ ନୂଆ କୋଚ୍ ଖୋଜିବା ପାଇଁ ଯୋଜନା ଆରମ୍ଭ କରିସାରିଲାଣି । ଖୁବଶୀଘ୍ର ନୂଆ କୋଚ୍…

T-20 World Cup-2024; ମୋବାଇଲରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ: ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହାମଧ୍ୟରେ ଲୋକପ୍ରିୟ ଡିଜିଟାଲ ଷ୍ଟ୍ରିମିଂ ଆପ୍ ଡିସନୀ ପ୍ଲସ ହଟଷ୍ଟାର ଏକ ବଡ଼ ଘୋଷଣା କରିଛି । ଏଥା ମାଗଣାରେ…

ଟି-୨୦ ବିଶ୍ୱକପରେ ଧୋନୀଙ୍କ ଅତୁଟ ରେକର୍ଡ: ମାହିଙ୍କ ରେକର୍ଡ ଭାଙ୍ଗିବ କିଏ?

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ ମହାସମର । ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ । ୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସିଜନରେ ଭାରତ…

ଏବେ ମଧ୍ୟ ଭାରତ ଟି-୨୦ ବିଶ୍ୱକପ ସ୍କ୍ୱାଡ ପରିବର୍ତ୍ତନ କରିପାରିବ କି? ଏନେଇ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୨ରୁ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ସେଥିପାଇଁ ଟିମମାନେ ନିଜ ନିଜର ବିଶ୍ୱକପ ସ୍କ୍ୱାଡ ଘୋଷଣା କରିସାରିଛନ୍ତି । ତେବେ ଭାରତ ମଧ୍ୟ ତା’ର ବିଶ୍ୱକପ ସ୍କ୍ୱାଡ ଘୋଷଣା କରିସାରିଥିବା…

(Video) ନୂଆ ଜର୍ସିରେ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ଗେରୁଆ ରଙ୍ଗରେ ସଜେଇ ହେବ ‘ଭାରତ’

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ତରଫରୁ ଜର୍ସି ଲଞ୍ଚ୍ କରାଯାଇଛି । ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପୁଣିଥରେ ଗେରୁଆ ରଙ୍ଗରେ ସଜେଇ ହେବ ରୋହିତ ସେନା । ପୂର୍ବରୁ ବିଶ୍ୱକପ…

T-20 ବିଶ୍ୱକପରେ ଖେଳିବେନି ଏହି ଷ୍ଟାର ଅଲରାଉଣ୍ଡର: ବୁଝାଇବା ପରେ ବି ଜିଦିରୁ ଓହରିଲେନି

ନୂଆଦିଲ୍ଲୀ: ଅନେକ ଖେଳାଳିଙ୍କ ପାଇଁ ଟି-୨୦ ବିଶ୍ୱକପକୁ ରାସ୍ତା ଦେଖାଇଛି ଆଇପିଏଲ-୨୦୨୪ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ବିଶ୍ୱକପ ଦଳରେ ଏଣ୍ଟ୍ରି କରିଛନ୍ତି ଅନେକ କ୍ରିକେଟର । କିନ୍ତୁ ଆଇପିଏଲ-୨୦୨୪ର ଜଣେ…

T-20 ବିଶ୍ୱକପରେ ହେବ ଆତଙ୍କୀ ଆକ୍ରମଣ? ପାକିସ୍ତାନରୁ ମିଳୁଛି ଧମକ: ରିପୋର୍ଟ

ନୂଆଦିଲ୍ଲୀ: ଆଇିପଏଲ ସରିବା ପରେ ଆରମ୍ଭ ହେବ ଟି-୨୦ବିଶ୍ୱକପ ୨୦୨୪ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅନେକ ଦେଶ ନିଜ ଦଳ ଘୋଷଣା କରିସାରିଛନ୍ତି । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆୟୋଜିତ ହେବାକୁ ଥିବା ଏହି ବଡ଼ ଇଭେଣ୍ଟ…

ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଶିଡ୍ୟୁଲ ଘୋଷଣା କଲା ICC

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଶିଡ୍ୟୁଲ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ବାଂଲାଦେଶ ଦ୍ୱାରା ଆୟୋଜିତ ହେଉଥିବା ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏଥର ମୋଟ ୧୦ଟି ଟିମ୍…