fbpx
BSKY SKY
BSKY SKY
Browsing Category

T20 World Cup

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ ରୋହିତ ଶର୍ମା: ଜାଣନ୍ତୁ Playing-11 ରେ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଭାରତ ପାକିସ୍ତାନ ମ୍ୟାଚ ପାଇଁ ଆରମ୍ଭ ହୋଇଛି ରଣହୁଙ୍କାର । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ…

ଆଉ କିଛି ଘଣ୍ଟା ପରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା, ବର୍ଷା ଭାଙ୍ଗିନଦେଉ ଦର୍ଶକଙ୍କ ହୃଦୟ

ମେଲବୋର୍ଣ୍ଣ: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ମୁହାଁମୁହିଁ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ବହୁପ୍ରତୀକ୍ଷିତ ଏହି ମୁକାବିଲା ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ…

Ind vs Pak ଆଜି ମେଲବର୍ଣ୍ଣରେ ହେବ ମହା ମୁକାବିଲା: ଭାରତର ପ୍ଲେଇଙ୍ଗ-୧୧ରେ ହୋଇପାରେ ଏମିତି ପରିବର୍ତ୍ତନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଯୁଦ୍ଧ ଆରମ୍ଭ ହୋଇସାରିଛଇ । କିନ୍ତୁ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ଏବଂ ରୋମାଞ୍ଚକର ମ୍ୟାଚ ଆଜି ଦେଖିବାକୁ ମିଳିବ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ । ଆଜି ଏଠାରେ ମୁହାଁମୁହିଁ…

ଟି -୨୦ ବିଶ୍ୱକପ: ସୁପର-୧୨ ପ୍ରଥମ ମ୍ୟାଚରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଆଜିଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମୁକାବିଲା ଆରମ୍ଭ ହୋଇଛି। ପ୍ରଥମ ମୁକାବିଲାରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ବଡ ବ୍ୟବଧାନରେ ହରାଇଛି ପଡୋଶୀ ନ୍ୟୁଜିଲାଣ୍ଡ। ସିଡନୀରେ ଅନୁଷ୍ଠିତ…

T20 WC-2022 ପ୍ରତି ମ୍ୟାଚରେ ବଦଳିବ ଭାରତୀୟ ଦଳ! ବର୍ଷକରେ ୨୯ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି ରୋହିତ

ନୂଆଦିଲ୍ଲୀ: ଅକ୍ଟୋବର ୨୩ ତାରିଖରୁ ପାକିସ୍ତାନ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ପାଇଁ ଭାରତର ଚୂଡାନ୍ତ ଏକାଦଶ ରୋହିତଙ୍କ ପାଇଁ ଏକ ବଡ ଚାଲେଞ୍ଜ ହେବ । କିନ୍ତୁ ପ୍ରତି…

ଏକାଠି ଖେଳିବେ କି କାର୍ତ୍ତିକ ଏବଂ ପନ୍ତ? ପାକିସ୍ତାନ ବିପକ୍ଷରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟ ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ରୋହିତ ସେନା । ତେବେ ଏହି ମ୍ୟାଚ ପୂର୍ବରୁ ଉଭୟ…

T-20 World Cup: ଆଜିଠାରୁ ସୁପର-୧୨ ପର୍ଯ୍ୟାୟ ଆରମ୍ଭ, କେବେ ଓ କାହା ସହ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମୁକାବିଲା ଆଜିଠାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିଡନୀରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ…

T20 WCରେ ବଡ ବିପର୍ଯ୍ୟୟ: ସୁପର ୧୨ରେ ଆୟରଲାଣ୍ଡ, ଦୁଇ ଥର ଓ୍ଵାର୍ଲ୍ଡ ଚାମ୍ପିଅନ ବିଶ୍ଵ କପରୁ ବିଦା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପରେ ବଡ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଦୁଇ ଥରର ବିଶ୍ଵ କପ୍ ବିଜେତା ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବାଦ୍ ପଡି ଚଳିତ ବିଶ୍ଵ କପରୁ ବିଦା…

T-20 WC ମ୍ୟାଚରେ ଆହତ ହେଲା ଶିଶୁ: ଷ୍ଟାଡିୟମରୁ ତଳକୁ ଖସି ପଡିଲା, ଆଉ ତାପରେ…

ନୂଆଦିଲ୍ଲୀ: ମ୍ୟାଚ ଚାଲିଥିବା ସମୟରେ ଅନେକ ଥର କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । କିଛି ଘଟଣା ସ୍ମରଣୀୟ ହୋଇଥାଏ ତ ଆଉ କିଛି ଟକିଏ ଭୟାନକ ହୋଇଥାଏ । ନିକଟରେ ସାଉଥ ଆଫ୍ରିକା କ୍ରିକେଟ ଟିମ ଭାରତ ଗସ୍ତରେ…

2nd Warm Up: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ, ରୋହିତ କରିପାରନ୍ତି ବଡ ଏକ୍ସପେରିମେଣ୍ଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ୱାର୍ମ-ଅପ ମ୍ୟାଚରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ରୋହିତ ସେନା । ପ୍ରଥମ ୱାର୍ମ-ଅପରେ ଅଷ୍ଟ୍ରେଲିଆକୁ ମାତ ଦେଇ ଏବେ ନ୍ୟୁଜିଲାଣ୍ଡକୁ ସାମନା କରିବ ଟିମ ଇଣ୍ଡିଆ । ରାହୁଲ ଏବଂ…