fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଜଣେ ଉପ-ଅଧିନାୟକ, ଜଣେ ଶତକବୀର: ତଥାପି ରୋହିତଙ୍କ ଦଳରେ ସ୍ଥାନ ପାଇଲେନି ହାର୍ଦ୍ଦିକ-ଗିଲ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ ହାତେଇ ସାରିଛି ଟିମ ଇଣ୍ଡିଆ । ବର୍ତ୍ତମାନ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ତୃତୀୟ ଦିନିକିଆ ଖେଳିବ ଭାରତ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଦଳକୁ…

(Video) ପୂର୍ବତନ କ୍ରିକେଟର କପିଲ ଦେବ Kidnapped ! ଭିଡିଓ ସେୟାର କରି ସୂଚନା ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ଭାରତୀୟ କ୍ରିକେଟର ପ୍ରଥମ ବିଶ୍ୱକପ ବିଜୟୀ(୧୯୮୩)…

ODI WorldCupରୁ ଓହରି ଯାଇ ପାରନ୍ତି ଦଳର ଅଧିନାୟକ: ଖେଳାଳିମାନଙ୍କ ଭିତରେ ବିବାଦ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏଥିପାଇଁ ଅଧିକାଂଶ ଦଳ ଘୋଷଣା ହୋଇ ସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ କରିବାର ରହିଛି ସମୟ ଓ ସମ୍ଭାବନା । ତେବେ…

Big Breaking… ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲା ମହିଳା କ୍ରିକେଟ ଟିମ: ଶ୍ରୀଲଙ୍କାକୁ ମାତ୍ ଦେଇ ଲେଖିଲା ଇତିହାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଭାରତକୁ ସ୍ୱର୍ଣ୍ଣ ପଦକର ଅଧିକାରୀ କରାଇଛନ୍ତି । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ…

3rd ODIରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ଅକ୍ସର ପଟେଲ: ବିଶ୍ୱକପରେ ଏଣ୍ଟ୍ରି ମାରିପାରନ୍ତି ଷ୍ଟାର ବୋଲର

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ସିରିଜକୁ ନିଜ କବଜାରେ କରିସାରିଛି । ତେବେ ଏହାର ତୃଥୀୟ ତଥା ଶେଷ ମ୍ୟାଚ ୨୭…

୪ ମାସରୁ ପାକିସ୍ତାନ ଖେଳାଳିଙ୍କୁ ମିଳୁନି ଦରମା: ବିଶ୍ୱକପ ପୂର୍ବରୁ ନେଇପାରନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ତେବେ ଟୁର୍ଣ୍ଣାମେଣ୍ଟରେ ଖେଳିବା ପୂର୍ବରୁ ପାକିସ୍ତାନ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ-ଅପ୍ ମ୍ୟାଚ ଖେଳିବ ।…

ଶ୍ରେୟସ ନା ସୂର୍ଯ୍ୟକୁମାର… ବିଶ୍ୱକପ ପାଇଁ କାହାକୁ ବାଛିବେ ରୋହିତ? ବଳି ପଡ଼ି ପାରନ୍ତି ଇଶାନ୍…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିରିଜ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଭାରତର ବିଶ୍ୱକପ ପ୍ଲେଇଙ୍ଗ-୧୧ ସ୍ପଷ୍ଟ ବାରି ହୋଇ ଯାଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଅଧିନାୟକ ରୋହିତଙ୍କ ମୁଣ୍ଡରେ…

ବ୍ୟାଟିଂ ପରେ ବୋଲିଂରେ ବି ଜଲୱା ଦେଖାଇଲା ଟିମ ଇଣ୍ଡିଆ: ମାତ୍ର 217ରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇଛି ରାହୁଲ ସେନା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ…

Record Alert… ଦିନିକିଆ ଇତିହାସରେ ଇତିହାସ ଲେଖିଲା ଟିମ ଇଣ୍ଡିଆ: ୩୦୦୦ କ୍ଲବରେ ହେଲା ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରେକର୍ଡ ବର୍ଷା କରିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୪୦୦ ରନର ଏକ ବିଶାଳ ଟାର୍ଗେଟ ଦେଇଛି ରାହୁଲ ସେନା । ଏହି ମ୍ୟାଚରେ ଶୁଭମନ ଗିଲ୍, ଶ୍ରେୟସ ଆୟରଙ୍କ…

ଫିକା ପଡ଼ିଲା ଅଷ୍ଟ୍ରେଲିଆର ବୋଲିଂ: ଘାତକ ବ୍ୟାଟିଂ କରି ୪୦୦ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଛି ଭାରତର ବ୍ୟାଟିଂ ଅର୍ଡର । ଅଷ୍ଟ୍ରେଲିଆର ଖତରନାକ ବୋଲିଂ ବିଭାଗକୁ ଧରାଶାୟୀ କରି ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ…