Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ସେଞ୍ଚୁରିୟନ ଗ୍ରାଉଣ୍ଡରେ ଦମଦାର Century କଲେ ରାହୁଲ: ୨୪୫ ରନରେ ଅଟକିଲା ଭାରତ

ନୂଆଦିଲ୍ଲୀ: ସେଞ୍ଚୁରିୟନ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପ୍ରଥମ ଦିନରେ ଖେଳ ସରିବା ସୁଦ୍ଧା ଭାରତ ୨୦୮ ରନ୍ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୪୫ରେ ଶେଷ…

୧୫ କୋଟି ନୁହେଁ, ୧୧୫ କୋଟିରେ ହାର୍ଦ୍ଦିକଙ୍କୁ କିଣିଛି MI! IPL-2024 କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ହୋଇଛି । ଗୁଜୁରାଟର ଅଧିନାୟକ(୨୦୨୨-୨୦୨୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ…

IPL-2024ରେ ଏହି ଦେଶର ଏଣ୍ଟ୍ରି ଉପରେ ବ୍ୟାନ୍! ଟୁର୍ଣ୍ଣାମେଣ୍ଟ ପୂର୍ବରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ବିଭିନ୍ନ ପ୍ରକାର ଆୟୋଜନରେ ଲାଗି ପଡ଼ିଛି ।…

(Video) ପ୍ରଥମ ଟେଷ୍ଟ ପୂର୍ବରୁ ରାହୁଲ ଦ୍ରାବଡଙ୍କ ନୂଆ ଅବତାର: ଦିୱାନା ହୋଇଗଲେ କ୍ରିକେଟ ଫ୍ୟାନ୍ସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିବାର ଦେଖାଯାଇଛି । ମାତ୍ର ୧୩୦ ରନରେ ଭାରତ ୬ ୱିକେଟ ହରାଇଥିବା ବେଳେ ବଡ଼ ସ୍କୋର କରିବା ଆଶା ମୁଳିବାରେ ଲାଗିଛି । ଏହି ମ୍ୟାଚରେ…

ପ୍ରଥମ ଟେଷ୍ଟରେ କାହିଁକି ଖେଳିଲେନି ରବିନ୍ଦ୍ର ଜାଡେଜା? ଅଧିନାୟକ ରୋହିତ କହିଲେ ପ୍ରକୃତ କଥା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୂମା । ଏହି ମ୍ୟାଚରେ ଭାରତର ଯୁବ ଫାଷ୍ଟ…

ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ: ମାତ୍ର ୫ ରନ୍ କରି ଆଉଟ ହେଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇଛି। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ…

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ: ୩୧ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ…

ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ରୋହିତ: ଆମେ ଯେଉଁଭଳି ଭାବରେ ବିଶ୍ୱକପ୍‌ ଖେଳିଥିଲୁ…

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏହି…

କପିଲ ଦେବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇପାରିବେ କି ରୋହିତ ଶର୍ମା? କାଲି ରହିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ODI ବିଶ୍ୱକପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା। କ୍ରମାଗତ ୧୦ ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ । ହେଲେ…

କାହିଁକି ଟେଷ୍ଟ ସିରିଜରୁ ଓହରିଗଲେ ଇଶାନ୍ କିଶାନ? ଏହି ଖେଳାଳିଙ୍କୁ ସୁଯୋଗ ଦେଲା BCCI

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଅଚାନକ ନିଜ ନାମ ଫେରାଇ ନେଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ୍ । ମାନସିକ ଚାପରୁ ବିରତୀ ପାଇବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଷ୍ଟାର…