fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

Video: ଆଇପିଏଲ୍ ୨୦୨୩ ର ଦୀର୍ଘତମ ଛକା ମାରିଲେ ଫାଫ୍ ଡୁ ପ୍ଲେସିସ୍, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ବାଙ୍ଗଲୋର: ଆଜି ଆଇପିଏଲରେ ଆରସିବି ଏବଂ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଜବରଦସ୍ତ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ କୋହଲିଙ୍କ ପରେ…

ବଡ ଖବର! ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତକୁ ଆସିବ ପାକିସ୍ତାନ: ରାଜି ହେଲା PCB

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ପାକିସ୍ତାନର ଉପସ୍ଥିତିକୁ ନେଇ ଲାଗିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ । ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବାକୁ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏ ନେଇ…

ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟ ପାଇଁ ଚାଲିବ ମହାଯୁଦ୍ଧ

ନୂଆଦିଲ୍ଲୀ: ଆଇପିଏଲ-୧୬ର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା…

ଧୱନଙ୍କ ଲଢୁଆ ଆର୍ଦ୍ଧଶତକ: ହାଇଦ୍ରାବାଦ ଆଗରେ ବିଜୟ ଲକ୍ଷ୍ୟ ୧୪୪

ହାଇଦ୍ରଇବାଦ: ପଞ୍ଜାବ କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବା ପରେ ୧୪୩/୯ ସ୍କୋର କରିଛି। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା…

ରିଙ୍କୁ ସିଂଙ୍କ ସଂଘର୍ଷର କାହାଣୀ: ଦିନେ ଝାଡୁ ଧରି ସଫେଇ କରୁଥିଲେ; ଏବେ ଏକାକୀ ଗୁଜୁରାଟର ମୁହଁରୁ ବିଜୟ ଛଡ଼ାଇ ଆଣିଲେ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ରୋମାଂଚକର ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶେଷ ୫ ଟି ବଲରେ ୫ ଟି ଛକା ମାରି ଇତିହାସ ରହିଛନ୍ତି ରିଙ୍କୁ ସିଂ। ନବମ ଯାଏ ପାଠ…

ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ନେଲେ ରିଙ୍କୁ ସିଂ: ଶେଷ ଓଭରରେ ମାରିଲେ ୫ ଛକ୍କା, ବେକାର ଗଲା ରଶିଦଙ୍କ ହାଟ୍ରିକ୍

ଅହମ୍ମଦାବାଦ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟନ୍ସ ମୁହଁରୁ ବିଜୟ ଛଡ଼ାଇ ନେଲା କୋଲକାତା ନାଇଟ୍ ରାଇଡର୍ସ। ଏହି ରୋମାଞ୍ଚକର ମୁକାବିଲାରେ ଶେଷ ଓଭରରେ କୋଲକାତାକୁ ବିଜୟ ପାଇଁ ୨୯ ରନ୍ ଆବଶ୍ୟକ ଥିବା ବେଳେ ଶେଷ…

WTC ଫାଇନାଲରେ ଏଣ୍ଟ୍ରି କରିବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ! ଶ୍ରେୟସଙ୍କ ସ୍ଥାନରେ ହୋଇପାରେ କମବ୍ୟାକ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ପାଖରେ ୨ଟି ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି । ଆଇପିଏଲ ପରେ ଭାରାତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଫାଇନାଲ ମ୍ୟାଚ । ଜୁନ ୭ ତାରିଖରେ ଏହି ମ୍ୟାଚ…

ଦୁର୍ବଳ ହେଉଛି ଧୋନୀବାହିନୀ, ବାଦ୍ ପଡିପାରନ୍ତି ଧୋନୀଙ୍କ ପ୍ରିୟ ଖେଳାଳି: ପ୍ଲେଇଙ୍ଗ-୧୧କୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗସ ୩ଟି ମ୍ୟାଚ ଖେଳିତିବା ବେଳେ ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ମୁମ୍ବାଇ ବିପକ୍ଷ ମ୍ୟାଚରେ ଜାଡେଜାଙ୍କ ସହ ଅନ୍ୟ ବୋଲରଙ୍କ ଦମଦାର ବୋଲିଂ ଯୋଗୁଁ ଏହି…

IPLରେ ୧୦୦ତମ ମ୍ୟାଚ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କେଉଁ ଜଣ କେତେ ମ୍ୟାଚ ହାରିଛନ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଦ୍ୱାଦଶ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପାଖରୁ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜିଙ୍କ୍ୟ ରାହାଣେଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇକୁ ୭ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ।…

ଆଜି ଚେନ୍ନାଇ-ମୁମ୍ବାଇ ଐତିହାସିକ ମ୍ୟାଚ: IPLର ୧୦୦୦ତମ ମ୍ୟାଚରେ ଲଢିବେ ଦୁଇ ଦଳ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଖେଳାଯିବ ଏକ ଐତିହାସିକ ମ୍ୟାଚ । ଏହି ଐତିହାସିକ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ସର୍ବଶ୍ରେଷ୍ଠ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟଙ୍କ ମଧ୍ୟରେ…