Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
(Video) ହେ ଆଲ୍ଲା! ଭାରତକୁ ଜିତାଇ ଦିଅ… ବିଶ୍ୱକପରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ
ନୂଆଦିଲ୍ଲୀ: ବିଶ୍ୱକପରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ସେମି ଫାଇନାଲରେ ଏଣ୍ଟ୍ରି ମାରିବା ପାଇଁ ସମସ୍ତ ଟିମ୍ ସଂଘର୍ଷ ଜାରି ରଖିଛନ୍ତି । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଏହି ମ୍ୟାଚରେ ଦମଦାର…
IND vs SL; ୩୫୮ ରନର ଲକ୍ଷ୍ୟ ଦେଲା ଟିମ ଇଣ୍ଡିଆ: ସେମି ଫାଇନାଲରୁ ବାଦ୍ ପଡ଼ିବ କି ଶ୍ରୀଲଙ୍କା?
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ପୁଣିଥରେ ଦମଦାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଛି । ଶୁଭମନ ଗିଲ, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ରବିନ୍ଦ୍ର ଜାଡେଜାଙ୍କ ଇନିଂସ…
(Video) ଭଲ ଅଛି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା: ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିପାରନ୍ତି ଭାରତର ଏହି…
ନୂଆଦିଲ୍ଲୀ: ଅସୁସ୍ଥତାରୁ ଧିରେଧିରେ ସୁସ୍ଥ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ପୁଣି ସେ ମଇଦାନକୁ ଫେରିବେ । ବ୍ୟାଟିଂ କରି ଛକା ଚୌକା ବର୍ଷା କରିବେ । ବୋଲିଂକରି ବିପକ୍ଷ ଦଳର ୱିକେଟ ଭାଙ୍ଗିବେ । ଏନେଇ ବିସିସିଆଇ…
ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ପୋଲିସର ଗାଇଡଲାଇନ୍, ଷ୍ଟାଡିୟମକୁ ନେଇଯାଇପାରିବେନି ଏହିସବୁ ଜିନିଷ
ମୁମ୍ବାଇ:ଆଇସିସି ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ ର ୩୩ତମ ମ୍ୟାଚ୍ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହାକୁ ନେଇ ମୁମ୍ବାଇ ପୋଲିସ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ…
ଦକ୍ଷିଣ ଆଫ୍ରିକାର ବିଶାଳ ଟାର୍ଗେଟରେ ଚାପଗ୍ରସ୍ତ ହୋଇଗଲା ନ୍ୟୁଜିଲାଣ୍ଡ ; ୧୯୦ ରନରେ ଦଳ ପରାସ୍ତ
ଓଡିଶା ଭାସ୍କର; ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୯୦ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡ ଆଗରେ ଦକ୍ଷିଣ ଆଫ୍ରିକା ଟିମ୍…
World Cup 2023; ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କଲା ଆଫଗାନିସ୍ତାନ
ଓଡିଶା ଭାସ୍କର; ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ । ଶ୍ରୀଲଙ୍କା ପକ୍ଷରୁ ମିଳିଥିବା ୨୪୨ ରନ ଟାର୍ଗେଟକୁ ମାତ୍ର ୩…
ବିଶ୍ୱକପ୍ରେ ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଲେ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍
ଓଡ଼ିଶା ଭାସ୍କର: ବିଶ୍ୱକପରେ ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ କରୁଥିବା ବେଳେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଯାହାତୁ ନେଇ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। ବାବର ଆଜମଙ୍କ…
World Cup 2023; ଇଂଲଣ୍ଡ ଆଗରେ ୨୩୦ ରନର ଟାର୍ଗେଟ ରଖିଲା ଭାରତ
ଓଡିଶା ଭାସ୍କର; ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୨୩୦ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ ଫଳରେ ଆମନ୍ତ୍ରଣ…
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଖେଳାଳି ମାନେ ପିନ୍ଧିଛନ୍ତି କଳା ବ୍ୟାଣ୍ଡ, ହେଲେ କାହିଁକି?
ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ଏହି ଦୁଇ ଶକ୍ତିଶାଳୀ କ୍ରିକେଟ ଟିମ୍ ମଧ୍ୟରେ ଅତି ରୋମାଞ୍ଚକପୂର୍ଣ୍ଣ ମ୍ୟାଚ ଚାଲୁ ରହିଥିବା ବେଳେ…
ଆଉଟ ହେଲେ ରୋହିତ ଶର୍ମା; କେ.ଏଲ ରାହୁଲଙ୍କ ଆଉଟ ପରେ ମୈଦାନରେ ସୂର୍ଯ୍ୟକୁମାର ଯାଦବ
ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଂଲଣ୍ଡ ଫଳରେ ବ୍ୟାଟିଂ ଜାରି…