Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ହାର୍ଦ୍ଦିକ ପରେ କମାଲ କଲେ ରସେଲ: ଶେଷ ଓଭରରେ ୪ ଜଣଙ୍କୁ ଫେରାଇଲେ ପାଭିଲିୟନ, ଲକ୍ଷ୍ୟ ୧୫୭

ମୁମ୍ବାଇ: ମୁମ୍ବାଇର ଡିୱାଇ ପାଟଇଳ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ-କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଯିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଅଧିନାୟକ…

ଟି-୨୦ ଫର୍ମାଟକୁ ‘କ୍ରୁର’ କହିଲେ ସଚିନ ତେନ୍ଦୁଲକର, କାହିଁକି ଏମିତି କହିଲେ ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ: ରେକର୍ଡ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦଳ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ  ମ୍ୟାଚ୍ ଜିତି ପାରି ନାହିଁ। ସାତଟି ଖେଳି ସବୁ ମ୍ୟାଚରେ ଦଳ…

ଋଷଭ ପନ୍ତ ସମେତ ଏହି ଦୁଇ ସଦସ୍ୟଙ୍କ ଉପରେ ଜରିମାନା ଲଗାଇଲା BCCI, କୋଚଙ୍କ ଉପରେ ଲାଗିଲା ବ୍ୟାନ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନୋ ବଲ୍ ବିବାଦକୁ ଅଧିକ ବଢାଇବା ଏବଂ ମ୍ୟାଚରେ ବାଧା ଦେବା ଅପରାଧ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ବିସିସିଆଇ ଜରିମାନା ଲଗାଇଛି। ପନ୍ତଙ୍କ…

ପନ୍ତଙ୍କ ବୋ ବଲ୍ ବିବାଦରେ ମନେ ପଡିଲେ ଧୋନୀ, ଫ୍ୟାନ୍ସ କହିଲେ- ଗୁରୁ ଯେମିତି ଚେଲା ସେମିତି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ସିଜିନରେ ଚତୁର୍ଥ ପରାଜୟ ଭୋଗିଛି ଦିଲ୍ଲୀ କ୍ୟାପିଟାଲ୍ସ। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ୧୫ ରନରେ ମାତ୍ ଦେଇଛି। ତେବେ ଏହି…

ପାରିଲାନି ପନ୍ତ ପାୱାର: ରିଷଭ ଓ ପାୱେଲଙ୍କ ଦମଦାର ପାଳି ପରେ ବି ୧୬ ରନରେ ହାରିଲା ମ୍ୟାଚ

ମୁମ୍ବାଇ: ୨୨୩ ରନର ବିଶାଳ ଲକ୍ଷ୍ୟର ପିଛା କରି ଫେଲ ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅନେକ ଛୋଟ ବହ ପାଳି ଭିତରେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ପନ୍ତ ପାୱାର । ଶେଷରେ ୧୫ ରନରେ ବିଜୟ ହାସଲ କରିଛି ରାଜସ୍ଥାନ…

ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ରାଜସ୍ଥାନ: ଜାଣନ୍ତୁ କଣ ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ୧୧

ମୁମ୍ବାଇ: ଚଳିତ ସିଜନରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୋୟଲ୍ସ । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ତେବେ ଆଜିର ଏହି ମ୍ୟାଚ ଅତି ସଂଘର୍ଷପୂର୍ଣ୍ଣ ରହିବ ବୋଲି…

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଆଇସୋଲେସନରେ ହେଡ୍ କୋଚ୍ ରିକି ପଣ୍ଟିଂ

ମୁମ୍ବାଇ: ଶୁକ୍ରବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ବଡ ଝଟକା। ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ପରିବାରର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ରିକି…

ମୁମ୍ବାଇକୁ ଲାଗିଲା ସିଜନର ସପ୍ତମ ଝଟକା: ପୁରୁଣା ଅନ୍ଦାଜରେ ଆଉ ଏକ ମ୍ୟାଚ ଜିତାଇଲେ ମାହି

ମୁମ୍ବାଇ: ମୁମ୍ବାଇ-ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ସିଏସକେ । ପୁଣିଥରେ ଏହି ମ୍ୟାଚରେ ଧୋନୀଙ୍କ ପିନିଶର ରୂପ ଦେଖିବାକୁ ମିଳିଛି ଶେଷ ଓଭରରେ ୧୭ ରନ ଆବଶ୍ୟ ଥିବା ବେଳେ ୫ ଟି ବଲରେ ଏହାକୁ…

ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଖେଳିଲା ମାଷ୍ଟର ପ୍ଲାନ: ଦଳରେ ଯୋଡି ହେଲେ ଜୁନିୟର ମାଲିଙ୍ଗା

ମୁମ୍ବାଇ: ୬ଟି ମ୍ୟାଚରେ ୫ଟିରେ ପରାଜୟ ମିଳିବା ପରେ ବି ଚେନ୍ନାଇ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ମ୍ୟାଚରେ ଆହତ ଆଡାମ ମିଲନେଙ୍କ ସ୍ଥାନରେ ଜଣେ ନୂଆ ଦ୍ରୁତ ବୋଲର ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।…

ପଞ୍ଜାବକୁ ୯ ୱିକେଟରେ ହରାଇଲା ଦିଲ୍ଲୀ: ୱାର୍ଣ୍ଣର-ପୃଥ୍ୱୀ ଶ’ଙ୍କ ଧୂଆଁଧାର ପାଳିରେ ପଞ୍ଜାବ ଫେଲ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି କରୋନା ସଂକ୍ରମଣ । କିନ୍ତୁ ମ୍ୟାଚରେ ବିଜୟ ପାଇଁ ଦିଲ୍ଲୀ ଆଗରେ କୌଣସି ଚିନ୍ତା ନାହିଁ । ଖୁବ ସହଜରେ ବିଜୟ ହାସଲ କରି ପଞ୍ଜାବକୁ ମାତ ଦେଇଛି ପନ୍ତ…