fbpx
Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେଲେ ଭିନେଶ! ସୁନା ସ୍ୱପ୍ନ ହେଲା ଚୂରମାର, ରାତିରେ ଫାଇନାଲ ଖେଳିଥାନ୍ତେ!

ଓଡିଶା ଭାସ୍କର: ଭାରତୀୟ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି । ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତାଙ୍କୁ ୫୦ କିଲୋଗ୍ରାମ ବର୍ଗରେ ଅଯୋଗ୍ୟ ଘୋଷିତ କରାଯାଇଛି ।…

ପ୍ୟାରିସ ଅଲିମ୍ପିକ୍ସରେ ସିଜନର ସର୍ବଶ୍ରେଷ୍ଠ ଥ୍ରୋ ପରେ ନିରଜ ପ୍ରେସମିଟରେ କହିଲେ, ‘ଜଲଦି ଶେଷ କର, ଫାଇନାଲ ପାଇଁ ଆରାମ କରିବି’

ଓଡିଶା ଭାସ୍କର: ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସରେ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ମାତ୍ର ଥ୍ରୋରେ ସିଧାସଳଖ ଫାଇନାଲକୁ ପ୍ରବେଶ କରିଥିଲେ । ପୁରୁଷ ଜାଭଲିନ ଥ୍ରୋରେ ସେ ୮୯.୩୪ ମିଟର…

(Video) ଅଲିମ୍ପିକ୍ସ ପଦକ ବିଜୟନୀଙ୍କୁ ଜୋରଦାର ସ୍ୱାଗତ: ସ୍ୱଦେଶ ଫେରିଲେ ମନୁ ଭାକର, ଗର୍ବରେ ଫାଟି ପଡ଼ୁଛି ଭାରତ ମାଟି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସେଥିମଧ୍ୟରୁ ୨ଟି ପଦକ ମନୁ ଭାକର ଜିତିଥିଲେ । ତେବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଭାରତକୁ ବିଶ୍ୱବକ୍ଷରେ…

(video): ଭାରତର ଶେରନି ଦେବ ସ୍ୱର୍ଣ୍ଣ, ଶୁଭେଚ୍ଛା ଓ ଶୁଭକାମନାରେ ଶତମୁଖ ହୋଇ ଉଠୁଛି ଭିନେଶ ଫୋଗଟଙ୍କ ବିଜୟ

ଓଡିଶା ଭାସ୍କର : ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ପ୍ରଥମେ ଭିନେଶ ଗତ ଅଲିମ୍ପିକ୍ସର ଡିଫେଣ୍ଡି ଚାମ୍ପିଆନ ତଥା ଚାରିଥର ବିଶ୍ୱ ଚାମ୍ପିଆନ ହୋଇଥିବା ୟୁଇ…

ସ୍ୱର୍ଣ୍ଣ ସ୍ୱପ୍ନ ହେଲା ଧୂଳିସାତ, ଘମାଘୋଟ ଲଢେଇରେ ବାଜି ମାରିନେଲା ଜର୍ମାନୀ, କାଂସ୍ୟ ପଦକ ପାଇଁ ସ୍ପେନ ସହ ଲଢିବ ଭାରତୀୟ ହକି ଦଳ

ଓଡିଶା ଭାସ୍କର:ପ୍ୟାରିସରେ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଧୂଳିସାତ ହୋଇଛି । ଭାରତ ୨-୩ ଗୋଲରେ ଜର୍ମାନୀଠୁ ପରାସ୍ତ ହୋଇଛି । ରୋମାଞ୍ଚକର ମୁକାବିଲାରେ ଟୋକିଓର ମଧୁର ପ୍ରତିଶୋଧ ନେଇଛି ଜର୍ମାନୀ ହକି ଦଳ । ଏହାସହ ୪୪ ବର୍ଷ…

Gold Medal ଲକ୍ଷ୍ୟରେ ଫୋଗାଟ୍… କୁସ୍ତି ଫାଇନାଲରେ ପହଞ୍ଚିଲେ ବିନେଶ: ସେମିରେ ଐତିହାସିକ ବିଜୟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରେ କମାଲ କରିଛି ଭାରତ । ଦେଶର ସୁନା ଝିଅ ହୋଇ ଗୌରବ ଆଣିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗାଟ୍ । ପ୍ୟାରିସ ଅଲିମ୍ପିକ୍ସର ମହିଳା ୫୦ କେ.ଜି ଫ୍ରିଷ୍ଟାଇଲ…

ବାସ୍, ଆଉ ଗୋଟିଏ ବିଜୟ… ଟିମ ଇଣ୍ଡିଆ ଲେଖିବ ନୂଆ ଇତିହାସ: କାହାର ହେବ ଶେଷ ମ୍ୟାଚ୍?

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଦିନିକିଆ ସିରିଜ । ବର୍ତ୍ତମାନ ୨ଟି ଦିନିକିଆ ଶେଷ ହୋଇଥିବା ବେଳେ ଶ୍ରୀଲଙ୍କା ଏଥିରେ ଆଗୁଆ ରହିଛି । କିନ୍ତୁ ଏବେ ବି ଶେଷ ମ୍ୟାଚ ଜିତି ସିରିଜ ବରାବର କରିପାରେ ଟିମ…

ଋଷଭ ନା ରାହୁଲ… ତୃତୀୟ ଦିନିକିଆରେ କାହାକୁ ମିଳିବ ସୁଯୋଗ? ବଦଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିରେ ରହିଛି । ଏହି ମ୍ୟାଚ ବିଜୟୀ ହୋଇ ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ । ତେଣୁ ସିରିଜର ପ୍ରଥମ ୨ଟି…

ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରୟାସ ଉପରେ କ’ଣ କହିଲେ ଦୁଇଟି ପଦକ ଜିତିଥିବା ମନୁ ଭାକର?

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭାକର କହିଛନ୍ତି ଯେ ସେ ଏହି କ୍ରୀଡ଼ାକୁ ଭାରତରେ ଆୟୋଜନ କରିବାକୁ ଚାହୁଁଛନ୍ତି । ପ୍ୟାରିସରେ ସାମ୍ବାଦିକମାନଙ୍କ ସହ…

ବନ୍ଦ ହେବ କି T20 WC-2024? ବାଂଲାଦେଶରେ ହିଂସାର ନିଆଁ… ICC କରିପାରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସାର ତାଣ୍ଡବ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ଭିତରେ ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖାଦେଲାଣି । ଏଭଳି ପରିସ୍ଥିତିରେ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦…