Browsing Category

ଖେଳ

(Video) ଭାରତକୁ ବିଜୟ ଭେଟି ଦେବେ ଅଧିନାୟକ ବୁମରାହ! ଦ୍ୱିତୀୟ ଇନିଂସରେ ସଂଘର୍ଷ କରୁଛି ଘରୋଇ ଦଳ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଆଜି ଥିଲା ତୃତୀୟ ଦିନ । ଆଉ ଭାରତ ଏବେ ଏହି ମ୍ୟାଚରେ ହଟ୍ ସିଟ୍ରେ ରହିଛି । ମ୍ୟାଚଟିକୁ ଜିତିବା ପାଇଁ ଏବେ ଟିମ୍ ଇଣ୍ଡିଆକୁ ୭ଟି ୱିକେଟ ନେବାର…

ନୂଆ ଅଧିନାୟକ ପାଇଲା DC! ଆଇପିଏଲ-୨୦୨୫ ରେ ଦିଲ୍ଲୀରୁ ଖେଳିବେ କେ.ଏଲ ରାହୁଲ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର କେ.ଏଲ ରାହୁଲଙ୍କୁ ମିଳିଛି ଆଉ ଏକ ନୂଆ ଦଳ । ଲକ୍ଷେ୍ନø ସୁପର ଜିଆଣ୍ଟସରୁ ରିଲିଜ ହେବା ପରେ ରାହୁଲ ନୂଆ ଦଳରେ ସାମିଲ ହୋଇଛନ୍ତି । ଆଇପିଏଲ-୨୦୨୫ ପାଇଁ ଦିଲ୍ଲୀ…

କାହାର ହେଲେ ମହମ୍ମଦ ଶାମୀ? ଆଇପିଏଲ-୨୦୨୫ ପାଇଁ ନୂଆ ଦଳରେ ହେଲେ ଡାଭିଡ ମିଲର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ମିଳିଛି ନୂଆ ପରିଚୟ । ଆସନ୍ତା ସଜନ ପାଇଁ ନୂଆ ଦଳରେ ସାମିଲ ହୋଇଛନ୍ତି ଶାମୀ । ୧୦ କୋଟି ଟଙ୍କା ଖର୍ଚ୍ଚରେ ଶାମୀ ସନରାଇଜର୍ସ ହାଇଦ୍ରାବାଦ ଦଳରେ ସାମିଲ…

ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ: ଶ୍ରେୟସଙ୍କୁ ପଛରେ ପକାଇ ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ରେ ରେକର୍ଡ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆଇପିଏଲ-୨୦୨୫ ପାଇଁ ଦଳରେ ସାମିଲ ହୋଇଛନ୍ତି ଋଷଭ । ମେଗା ଅକ୍ସନରେ ଋଷଭଙ୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କ…

IPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ ଶ୍ରେୟସ: ୨୬.୭୫ କୋଟିରେ କିଣିଲା ପଞ୍ଜାବ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ରେ ଇତିହାସ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶ୍ରେୟସ ଆୟର । ମେଗା ଅକ୍ସନରେ ଆଇପିଏଲ-୨୦୨୪ର ଚମ୍ପିଆନ୍ ଅଧିନାୟକଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ଚଳିତବର୍ଷ ପର୍ଯ୍ୟନ୍ତ…

ପଞ୍ଜାବ କିଙ୍ଗସରେ ସାମିଲ ହେଲେ ଷ୍ଟାର ବୋଲର ଅର୍ଶଦୀପ: RTM ଜରିଆରେ କିଣିଲା PBKS

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆଇପିଏଲ-୨୦୨୫ ମେଗା ଅକ୍ସନ । ଅକ୍ସନର ପ୍ରଥମ ଖେଳାଳି ଭାବରେ ନିଲାମ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଅର୍ଶଦୀପ ସିଂହ । ୧୫.୭୫ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ…

ଅଷ୍ଟ୍ରେଲିଆ ଦେଖିଲା ‘ବିରାଟ’ ରୂପ: ଯଶସ୍ୱୀଙ୍କ ପରେ ଦମଦାର ଶତକ ହାସଲ କଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ପର୍ଥରେ ପୁଣିଥରେ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ । ଦୀର୍ଘ ଦିନରୁ ବଡ଼ ପାଳିକୁ ଅପେକ୍ଷା କରି ରହିଥିବା ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି ଏକ ଦମଦାର ଶତକ । ଅଷ୍ଟ୍ରେଲିଆ ବିପକ୍ଷ…

ପନ୍ତ, କେ.ଏଲ୍ ରାହୁଲ ଏବଂ ଶ୍ରେୟସଙ୍କ ଉପରେ ସମସ୍ତଙ୍କ ନଜର, ଚଳିତ ଥର ୨୫ କୋଟି ପାର୍ କରିବ କିଏ ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିୟର ଲିଗ୍ (ଆଇପିଏଲ) ମେଗା ଖେଳାଳି ନିଲାମ ରବିବାର ଆରମ୍ଭ ହେବାକୁ ଯାଉଛି । ସାଉଦୀ ଆରବର ଜେଦା ସହରସ୍ଥିତ ଆବାଦି ଅଲ୍ ଜୋଦାର ଏରିନାରେ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିଲାମ ପାଇଁ…

୨୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ: ଯଶସ୍ୱୀ-ରାହୁଲଙ୍କ ଓପନିଂ ଯୋଡ଼ିଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ଏବେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ଉପରେ ସଭିଙ୍କ ନଜର ରହିଛି । ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ…

ଚାମ୍ପିୟନ୍ସ ଟ୍ରଫି ପାଇଁ BCCI ଓ PCB ସହ ଜରୁରୀ ବୈଠକ କରିବ ICC

ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ କୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଅଛି, କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା…