Browsing Category

ଖେଳ

(Video) ଶୁଭ୍ରାଂଶୁଙ୍କ ‘୨୭୭’ ରନର ଇନିଂସକୁ ନେଇ ଜାତୀୟସ୍ତରରେ ବଡ଼ ଚର୍ଚ୍ଚା: ଓଡ଼ିଆ ପୁଅର ପ୍ରଦର୍ଶନରେ ଅଭିଭୂତ ହେଲା BCCI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ କ୍ରୀଡ଼ାରେ ଓଡ଼ିଶାର କ୍ରୀଡ଼ାବିତମାନେ ଜାତୀୟସ୍ତରରେ ବହୁ ସୁନାମ ଅର୍ଜନ କରିଥିବା ବେଳେ କ୍ରିକେଟ କ୍ଷେତ୍ରରେ କିନ୍ତୁ ଆମେ ବହୁ ପଛରେ ରହିଥିବା ଭଳି ଅନୁଭବ ହୁଏ । ଆଜିର ସମୟରେ ଜଣେ…

ଆଜି ଶେଷ ଟି-୨୦, ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ: ବୁଧବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ । ପୂର୍ବରୁ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅଫଗାନିସ୍ତାନ ବିପକ୍ଷ…

ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସରେ ଖେଳିବା ପାଇଁ ପ୍ରୟାସକୁ ସୁଦୃଢ଼ କରି ଏଫଆଇଏଚ୍ ହକି ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ…

ବିଶ୍ୱ ରେକର୍ଡରୁ ୨ ପାଦ ଦୂରରେ ରୋହିତ: ଧୋନୀଙ୍କୁ ପଛରେ ପକାଇ ହେବେ ସର୍ବଶ୍ରେଷ୍ଠ ଅଧିନାୟକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଅଧିନାୟକ ରୋହିତ ଶର୍ମା ଦମଦାର କମବ୍ୟାକ କରିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇ ସିରିଜ ନିଜ ନାମରେ କରିଥିବା ବେଳେ ଏବେ ଏକ ବିଶ୍ୱ ରେକର୍ଡ ହାସଲ କରିବା…

T-20 World Cup-2024 ଖେଳିବେ ଋଷଭ ପନ୍ତ! ଟିମ ଇଣ୍ଡିଆକୁ ଫେରିବା ପାଇଁ ଚାଲିଛି କସରତ

ନୂଆଦିଲ୍ଲୀ: ଗୁରୁତର ଆହତ ଯୋଗୁଁ ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି ୱିକେଟ କିପର ଋଷଭ ପନ୍ତ । ତେବେ ବର୍ତ୍ତମାନ ସେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଟିମ ଇଣ୍ଡିଆକୁ କମବ୍ୟାକ କରିବା ନେଇ ଆଶା ବୃଦ୍ଧି…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ: ଯୋଗ ଦେବା ପାଇଁ ବିରାଟ-ଅନୁଷ୍କାଙ୍କୁ ମିଳିଲା ନିମନ୍ତ୍ରଣ

ଓଡିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ…

ଏହି ସ୍ଥାନରେ ଖେଳାଯିବ IPL ମ୍ୟାଚ: ବଡ଼ ଘୋଷଣା କଲେ ଉପ-ମୁଖ୍ୟମନ୍ତ୍ରୀ

ପାଟନା: ବର୍ତ୍ତମାନ ଆଇପିଏଲ-୨୦୨୪କୁ ନେଇ ଆଲୋଚନା ଏବଂ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆସନ୍ତା ସିଜନ ପାଇଁ ଅକ୍ସନ ପ୍ରକ୍ରିୟା ଶେଷ ହେବା ପରେ ଆଇପିଏଲ ଟିମଗୁଡ଼ିକ ଏବେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ତେବେ…

Australian Open: ପୁରୁଷ ସିଙ୍ଗଲ୍ସରେ ଇତିହାସ ରଚିଲେ ସୁମିତ ନାଗଲ, ୩୫ ବର୍ଷ ପରେ ବଡ଼ ସଫଳତା ହାସଲ କଲେ ଭାରତୀୟ ଟେନିସ୍ ଷ୍ଟାର

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ ଇତିହାସ ରଚିଛନ୍ତି । ୩୫ ବର୍ଷ ପରେ ପ୍ରଥମ ଥର ଭାରତ ପାଇଁ ସୁମିତ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ଶାନଦାର ପ୍ରଦର୍ଶନ…

(Video)ସଚିନ ତେନ୍ଦୁଲଙ୍କର ଡିପ ଫେକ୍‌ ଭିଡିଓ ଭାଇରାଲ, ଏହାକୁ ନେଇ ଏମିତି ଲେଖିଲେ ସଚିନ…

ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା, ଅଭିନେତ୍ରୀ କାଜଲ, ଆଲିଆ ଭଟ୍ଟ, କ୍ୟାଟ୍ରିନା କ୍ୟାଫ୍‌, ଓ କ୍ରିକେଟର ଶୁଭମନ ଗିଲଙ୍କ ପରେ ଏବେ ସଚିନ ତେନ୍ଦୁଲଙ୍କର ଡିପ ଫେକ୍‌ ଭିଡିଓ ଭାଇରାଲ। ତେବେ ଭାଇରାଲ୍‌ ହେଉଥିବା ଏହି…

ଲେଖାଗଲା ନୂଆ ଇତିହାସ: ୪୦୪ ରନର ବିସ୍ଫୋରକ ଇନିଂସ ଖେଳିଲେ କର୍ଣ୍ଣାଟକ କ୍ରିକେଟର, ବ୍ରିୟାନ ଲାରା କରିଥିଲେ ୪୦୦ ରନ୍

ନୂଆଦିଲ୍ଲୀ: କ୍ରିକେଟ ଏପରି ଏକ ଖେଳ ଯେଉଁଥିରେ କିଛି ରେକର୍ଡ ବର୍ଷ ବର୍ଷ ପର୍ଯ୍ୟନ୍ତ ଅତୁଟ ରହୁଥିବା ବେଳେ ଆଉ କିଛି ରେକର୍ଡ ଭଙ୍ଗ ହେବା ସହିତ ନୂଆ ଇତିହାସ ଲେଖାଯାଇଥାଏ । ତେବେ ଏହା ମଧ୍ୟରେ କର୍ଣ୍ଣାଟକର ଜଣେ…