Browsing Category
ଖେଳ
WWEରେ ବି ODI WCର ନିଶା: କ୍ରିକେଟ ବିଶ୍ୱକପ୍ ଜର୍ସି ପିନ୍ଧି ରିଙ୍ଗକୁ ଏଣ୍ଟ୍ରି କଲେ ସୁପରଷ୍ଟାର
ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଆୟୋଜନ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ତେବେ ଏହାକୁ ନେଇ ବର୍ତ୍ତମାନ…
ଦିନିକିଆ ବିଶ୍ୱକପ ହେବ ‘ବିଶ୍ୱ ଆତଙ୍କୀ କପ୍’: ଫୋନରେ ଧମକ ପରେ ପନ୍ନୁନ ବିପକ୍ଷରେ ମାମଲା ରୁଜୁ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏହି ବିଶ୍ୱକପକୁ ଭୟାନକ ରୂପଦେବା ପାଇଁ ଆସୁଛି ଧମକ । ଦିନିକିଆ ବିଶ୍ୱକପକୁ ବିଶ୍ୱ ଆତଙ୍କ କପ୍ ରେ ବଦଳାଇବା ପାଇଁ ଧମକ ଦେବା…
(video)କହୁ କହୁ ଭାରତକୁ ଶତ୍ରୁ ଦେଶ ବୋଲି କହିଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ, ପାକିସ୍ତାନର କ୍ରିକେଟପ୍ରେମୀ ବି କଲେ ନିନ୍ଦା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଜାକା ଅସରଫଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଭାରତକୁ ଶତ୍ରୁ ଦେଶ ବୋଲି…
ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ବିଶ୍ୱକପର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଲେ ୱିଲିୟମସନ
ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଗତଥରର ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଲାଗିଛି ଏକ ବଡ଼ ଝଟକା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଧିନାୟକ କେନ…
ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ: ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଲା ଭାରତ, ପଦକ ସଂଖ୍ୟା ୩୦ରେ ପହଞ୍ଚିଲା
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ଷଷ୍ଠ ଦିବସ । ତେବେ ଆଜି ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ଆଜି ଦିନର ଆରମ୍ଭରୁ ପୁରୁଷ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ…
ବିଶ୍ୱରେକର୍ଡ କଲା ଭାରତ: ଶୁଟିଂରେ ହାସଲ କଲା ପଞ୍ଚମ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ଷଷ୍ଠ ଦିବସ । ତେବେ ଆଜି ଭାରତ ଶୁଟିଂରେ ଇତିହାସ ରଚିଛି । ଭାରତ ପ୍ରଥମେ ଶୁଟିଂରେ ସିଲଭର ପଦକ ହାସଲ କରିଥିବା ବେଳେ ତା’ପରେ ସ୍ୱର୍ଣ୍ଣ ପଦକ…
ବାରବାଟୀ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍: ବିଧାନସଭାରେ କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ…
ଆଇସିସି ବିଶ୍ୱକପ୍-୨୦୨୩ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଦଳ ଘୋଷିତ: ଅଶ୍ୱିନଙ୍କୁ ସାମିଲ, ଅକ୍ଷରଙ୍କୁ ବାଦ
ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତ ଦ୍ୱାରା ଆୟୋଜିତ ଦିନିକିଆ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହାପୂର୍ବରୁ ଦୁଇ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ ସମସ୍ତ ୧୦ଟି ଟିମ। ଏହି…
ବିଶ୍ୱକପ ପୂର୍ବରୁ ସନ୍ନ୍ୟାସ ଘୋଷଣା: ୧୫ ଜଣିଆ ଟିମରେ ସ୍ଥାନ ମିଳିଥିଲା
ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଭାରତରେ ଦିନିକିଆ ବିଶ୍ୱକପ ମ୍ୟାଚ ହେବ । ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତ କରିଛନ୍ତି । ସାଧାରଣ ଭାବେ ଜଣେ ଖେଳାଳିଙ୍କ ପାଇଁ ବିଶ୍ୱକପ…
୫୫୦ରେ ପହଞ୍ଚିଲା ରୋହିତଙ୍କ ଛକା ସଂଖ୍ୟା: ଆଉ ୩ଟି ମାରିଲେ ସ୍ଥାପନ କରିବେ ଐତିହାସିକ ରେକର୍ଡ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନିଦିନିଆ ସିରିଜରେ ଭାରତ ୨-୧ରେ ସିରିଜ ହାତେଇଥିଲେ ହେଁ ଅନ୍ତିମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ୩ୟ ଦିନିକିଆରେ ପରାଜିତ ହୋଇଥିଲେ ହେଁ ଭାରତ ୫ଟି ବଡ଼ ରେକର୍ଡ…