Browsing Category
ଖେଳ
Asia Cup 2023: ପ୍ରଥମ ମୁକାବିଲାରେ ପାକିସ୍ତାନର ରେକର୍ଡ ବିଜୟ, ନେପାଳ ୧୦୪ ରନରେ ଅଲଆଉଟ୍
ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ମୁଲତାନଠାରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଅୟୋଜିତ ହୋଇଥିଲା । ତେବେ ଏହି ମ୍ୟାଚରେ ନେପାଳ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ପାକିସ୍ତାନରେ ୨୩୮…
ଆସନ୍ତା କାଲି ଠାରୁ ଆରମ୍ଭ ହେବ ଏସିଆ କପ-୨୦୨୩ ମୁକାବିଲା, ୮ମ ଥର ପାଇଁ କପ ଆଶାରେ ରହିଛି ଟିମ୍ ଇଣ୍ଡିଆ
ଓଡିଶା ଭାସ୍କର; ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ-୨୦୨୩ ମୁକାବିଲା । ଚଳିତ ଥର ଏଥିରେ ମୋଟ ୧୩ଟି ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଭାରତ, ପାକିସ୍ତାନ,ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା,…
ODI WC-2023 ପରେ ଅବସର ନେବେ ଅଧିନାୟକ ରୋହିତ? ବଡ଼ ସଂକେତ ଦେଲେ ହିଟମ୍ୟାନ୍…
ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏହି ଇଭେଣ୍ଟ । ଭାରତୀୟ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖୁବ…
କାହିଁକି ପାଳନ ହୋଇଥାଏ ଜାତୀୟ କ୍ରୀଡ଼ା ଦିବସ? କିଏ ମେଜର ଧ୍ୟାନଚାନ୍ଦ, ଜାଣନ୍ତୁ ସବୁକିଛି
ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା…
National Sports Day: କ୍ରୀଡା ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଲାଭଦାୟକ?
ଲୋକମାନଙ୍କୁ ଖେଳ ପ୍ରତି ଜାଗ୍ରତ କରିବା ପାଇଁ ପ୍ରତିବର୍ଷ ୨୯ ଅଗଷ୍ଟକୁ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଉଛି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ହୋଇଥିଲା । ମେଜର…
Rishab Pant Comeback! ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆ ସହ ସାମିଲ ହେଲେ ପନ୍ତ: ବଡ଼ ସରପ୍ରାଇଜ
ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ପାଇଁ ପ୍ରସ୍ତୁତି ଜାରି ରଖିଛି ଭାରତୀୟ ଦଳ । ଆହତ ସମସ୍ୟାରୁ ଭାରତର ୩ ଜଣ ସୁପରଷ୍ଟାର ଖେଳାଳି ଦଳରେ ସାମିଲ ହୋଇଛନ୍ତି । କେ.ଏଲ ରାହୁଲ, ଜଶପ୍ରୀତ ବୁମରାହ ଏବଂ ଶ୍ରେୟସ ଅୟର ଏହି…
Indian Squad for World Cup 2023: ବିଶ୍ୱକପ୍ରେ ଓହ୍ଲାଇପାରେ ଏହି ଭାରତୀୟ ଟିମ୍… ଏହି ଦିନ ହେବ ଘୋଷଣା, ୨ ଖେଳାଳି ରହିବେ ରିଜର୍ଭ
ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆୟୋଜନ କରୁଛି । ୫ ଅକ୍ଟୋବରରେ ଏହା ଆରମ୍ଭ ହେଉଥିବା ବେଳେ ୧୯ ନଭେମ୍ବରରେ ଶେଷ ହେବ । ଆନ୍ତର୍ଜତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିୟମ ଅନୁଯାୟୀ…
Video: କ୍ରିକେଟରେ ପ୍ରଥମ ଖେଳାଳି ଭାବେ ରେଡ୍ କାର୍ଡ ଶିକାର ସୁନିଲ ନାରିନ, ରାଗରେ ଲାଲ ପଡ଼ିଗଲେ ଅଧିନାୟକ କିରନ ପୋଲାର୍ଡ
ନୂଆଦିଲ୍ଲୀ: ଅନେକ ଦିନ ଧରି ଫୁଟବଲ୍ ପରି କ୍ରିକେଟ୍ରେ ରେଡ୍ କାର୍ଡ, ୟେଲୋ କାର୍ଡ ନିୟମ ଆଣିବାକୁ ଦାବି ହେଉଥିଲା । ଏହାରି ମଧ୍ୟରେ କାରେବିଆନ ପ୍ରିମିୟର ଲିଗ୍(ସିପିଏଲ୍) ରେ କିରନ ପୋଲାର୍ଡଙ୍କ ଟିମ୍ ଟ୍ରିନବାଗୋ…
କିଶୋର ଜେନାଙ୍କୁ ୨୫ ଲକ୍ଷ: ଓଡ଼ିଆ ଆଥଲେଟଙ୍କୁ ପୁରସ୍କାର ଘୋଷଣା କଲେ ସରକାର
ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନ୍ସରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଆ ଜାତି ପାଇଁ ଗୌରବ ଆଣିଛନ୍ତି କିଶୋର ଜେନା । ଜାଭେଲିନ ଥ୍ରୋ’ରେ ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶାର ନାଁ ରଖିଛନ୍ତି କିଶୋର । ଏହାପରେ…
(Video) ଅର୍ଶଦ ନଦୀମଙ୍କ ସହ ନୀରଜଙ୍କ ଏହି ଭିଡିଓ ହେଉଛି ଭାଇରାଲ: ପଦକ ସହ ମନ କିଣିଲେ ‘ସୁନା’ ପୁଅ
ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଅଲିମ୍ପିକ ଏବଂ ଏସୀୟ କ୍ରୀଡ଼ା ପରେ ପୁଣିଥରେ ସେ ପାଲଟି ଯାଇଛନ୍ତି ଭାରତର ‘ସୁନା’ ପୁଅ ।…