Browsing Category

ଖେଳ

ବାରବାଟୀରେ ଧମାକେଦାର ବ୍ୟାଟିଂ, ରୋହିତଙ୍କ ପରେ ଶୁଭମନ ଗିଲ୍‌ଙ୍କ ଅର୍ଦ୍ଧଶତକ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚରେ ଦ୍ୱିତୀୟ ଇଂନିସରେ ଧମାକେଦାର ବ୍ୟାଟିଂ କରୁଛି ଭାରତ। ଭାରତୀୟ ଟିମର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିବା ପରେ ବର୍ତ୍ତମାନ ଶୁଭମନ ଗିଲ୍…

ରୋହିତଙ୍କ ବ୍ୟାଟରେ ଚମକିଲା ବାରବାଟୀ: କଲେ ଛକା, ଚୌକା ବର୍ଷା

କଟକ: କଟକ ବାରବାଟୀରେ ନିଜର ଜଲୱା ଦେଖାଉଛନ୍ତି ରୋହିତ । ଓଡ଼ିଶା ମାଟିରେ ନିଜ ଫର୍ମକୁ ପୁଣିଥରେ ଫେରିଛନ୍ତି ରୋହିତ । ୩୦ ବଲରେ ୪ଟି ଛକା ଓ ୪ଟି ଚୌକା ମାରି ଅର୍ଦ୍ଧଶତକ କରିଛନ୍ତି କ୍ୟାପ୍ଟେନ୍ ରୋହିତ ।…

୨୫ ମିନିଟ ପରେ ପଡ଼ିଆକୁ ଫେରିଲେ ଖେଳାଳି, ଜଳିଲା ଫ୍ଲଡ୍ ଲାଇଟ୍‌

କଟକ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ୱାନ ଡେ ମ୍ୟାଚ ଅଧାରୁ ଅଟକି ଯାଇଥିଲା। ବାରବାଟୀ ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ କଟିଯାଇଥିବାରୁ ମ୍ୟାଚ ୨୫ ମିନିଟ ପାଇଁ ସ୍ଥଗିତ ଥିଲା। ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ…

ଅଧାରୁ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ବର୍ତ୍ତମାନ ଅଧାରୁ ଅଟକିଛି। ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍‌। ଲାଇଟ୍ କଟିଯିବାରୁ ଅଟକିଲା ମ୍ୟାଚ। ଏଭଳି ଅଭାବନୀୟ ସ୍ଥିତିକୁ ନେଇ ଦର୍ଶକ ନିରାଶ…

ଭାରତକୁ ଏତିକି ରନର ଟାର୍ଗେଟ ଦେଲା ଇଂଲଣ୍ଡ, ରୋହିତ ଏବଂ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ୱାନ ଡେ ସିରିଜ ଚାଲିଛି। ଏହାରି ମଧ୍ୟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା। ପ୍ରଥମ ଇଂନିସ ଶେଷ ହୋଇଛି, ଏବଂ ଦ୍ୱିତୀୟ…

ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫: ଭାଗ ନେବେନି ପିଭି ସିନ୍ଧୁ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚୀନର କିଙ୍ଗଗାଓରେ ୧୧ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ର ଆୟୋଜନ ହେବ। ଏଥିରେ ଭାରତୀୟ ବ୍ୟାଡମିଣ୍ଟନ ଟିମ ମଧ୍ୟ ଭାଗ ନେବ, ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ…

ଇଂଲଣ୍ଡ ଟିମକୁ ଦ୍ୱିତୀୟ ଝଟକା, ଫିଲ୍ ସଲ୍ଟଙ୍କ ପରେ ଆଉଟ୍ ହେଲେ ଡକେଟ୍‌

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୱାନଡେ ସିରିଜର ଦ୍ୱିତୀୟ ମୁକାବିଲା କଟକ ବାରବାଟୀରେ ଖେଳା ଯାଉଛି । ଏହି ମ୍ୟାଚରେ ଇଂଲଣ୍ଡର ଟିମ ଟ୍ସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଟିମ ଇଣ୍ଡିଆ…

Breaking: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ କରିବ ଭାରତ

କଟକ: ବାରବାଟୀ ଫିଭର। ଟସ୍ ଜିତିଲା ଇଂଲଣ୍ଡ। ଫିଲ୍ଡିଂ କରିବ ଭାରତ। ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ବାରବାଟୀ ଦିନିକିଆ ମ୍ୟାଚରେ ଟସ୍ ଜିତିଲା ଇଂଲଣ୍ଡ। ଆଉ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

Video : ଲାଇଭ୍ ମ୍ୟାଚ୍ ରେ ମର୍ମନ୍ତୁଦ ଦୁର୍ଘଟଣା, ଷ୍ଟାର ଖେଳାଳିଙ୍କ ଆଖିରେ ବାଜିଲା ବଲ୍

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଉ ସମୟ ଥିବା ବେଳେ କିଛି ଦଳର ଟେନସନ୍ ଶେଷ ହେବାର ନାଁ ନେଉନାହିଁ । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଅନେକ ଖେଳାଳି ଆଘାତ ସହିତ ସଂଘର୍ଷ କରୁଛନ୍ତି ଏବଂ ଏବେ ନ୍ୟୁଜିଲାଣ୍ଡ ମଧ୍ୟ…

ବାରବାଟି ଷ୍ଟାଡିୟମ ଅଭିମୁଖେ ଭାରତ ଓ ଇଂଲଣ୍ଡ ଟିମ୍‌, ଫ୍ୟାନ୍ସ ଉତ୍ସାହିତ

ଭୁବନେଶ୍ୱର: ବାରବାଟି ଷ୍ଟାଡିୟମ ଅଭିମୁଖେ ବାହାରିଲେ ଭାରତ ଓ ଇଂଲଣ୍ଡ ଟିମ୍ । ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲରୁ ପ୍ରଥମେ ଇଂଲଣ୍ଡ ଟିମ୍ ବାହାରିଛି । ଦିନ ସାଢ଼େ ଗୋଟେ ବେଳେ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ…