Browsing Category

ଖେଳ

Asian Champions Trophy: ପାକିସ୍ତାନକୁ ଏକପାଖିଆ ୪-୦ ଗୋଲ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦା କଲା ଭାରତ

ଚେନ୍ନାଇ: ଏସିଆନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ ହକି ୨୦୨୩ରେ ଭାରତୀୟ ଟିମ୍ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ଏକ ପାଖିଆ ପରାସ୍ତ କରିଛି । ସମ୍ପୁର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟମ୍ ଆଧିପାତ୍ୟ ବିସ୍ତାର କରିଥିଲା ।…

ODI World Cup ଏହି ଦିନରୁ ପାଇଁ ମିଳିବ ଟିକେଟ: ଜାଣି ରଖନ୍ତୁ ଟିକେଟକୁ ନେଇ କ’ଣ ରହିଛି ଅପଡେଟ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି । ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ନୂଆ ସୂଚୀ ଘୋଷଣା କରିସାରିଛି ଆଇସିସି । ଏଥିରେ ଭାରତ-ପାକ୍ ମ୍ୟାଚ ସହିତ ମୋଟ ୯ଟି ମ୍ୟାଚର ତାରିଖ ପରିବର୍ତ୍ତନ…

ଦିନିକିଆରେ ଦମ୍‌ଦାର ଦ୍ୱିଶତକ ହାସଲ କଲେ ପୃଥ୍ୱୀ ଶ’, ଲିଷ୍ଟ ଏରେ ଭାଙ୍ଗିଲେ ଅନେକ ରେକର୍ଡ

ନୂଆଦିଲ୍ଲୀ: ଖରାପ ଫର୍ମ ଏବଂ ଫିଟନେସ୍ କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଓପନର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଆକର୍ଶଣୀୟ ଦ୍ୱିଶତକ ହାସଲ କରିଛନ୍ତି । ବୁଧବାର ଇଲଂଣ୍ଡରେ ଚାଲିଥିବା ଏକଦିବସୀୟ କପ୍‌ରେ ପୃଥ୍ୱୀ…

(Video) ODI WC-2023: କେବେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ? ବଦଳିଲା ଦିନିକିଆ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଆଇସିସି ତରଫରୁ ଜାରି ହୋଇଯାଇଛି ନୂଆ ସୂଚୀ । ଏହି ସୂଚୀରେ ବଦଳି ଯାଇଛି ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ ।…

(Video) Selfish Captain ହାର୍ଦ୍ଦିକ ପାଣ୍ଡ୍ୟା: ସାଥୀ ଖେଳାଳିଙ୍କୁ ଧୋକା ଦେଇଦେଲେ ଅଧିନାୟକ, ଧୋନୀଙ୍କ ଠାରୁ ଶିଖ

ସେଲଫିସ୍ ହୋଇଗଲେଣି ହାର୍ଦ୍ଦିକ ପାଣ୍ଡ୍ୟା । ଟି-୨୦ ଦଳରେ ନିୟମିତ ଅଧିନାୟକ ପଦ ପାଇବା ପରେ ତାଙ୍କ ଆଚରଣ ବଦଳି ଯାଇଥିବା ଦେଖାଯାଉଛି । ଦଳର ସବୁ କ୍ରେଡିଟ ନିଜେ ନେଇ ଯାଉଥିବା କହୁଛନ୍ତି ଦର୍ଶକ । ଅକ୍ଟୋବର ମାସରୁ…

World Cup-2023 ପାଇଁ ଏହି ଦିନ ହେବ ଦଳ ଘୋଷଣା: ICC ଦେଲା ଖୁସି ଖବର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଥିବା ବେଳେ ଆଇସିସି ତରପରୁ ଏକ ବଡ଼ ଘୋଷଣା ହୋଇଯାଇଛି । ବିଶ୍ୱକପ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ଘୋଷଣା କରିଛି ଆଇସିସି । ଅକ୍ଟୋବର ୫…

Indian ଟି-୨୦ ଦଳରେ ଯଶସ୍ୱୀଙ୍କ ଏଣ୍ଟ୍ରି: କର ବା ମର ସ୍ଥିତିରେ ହାର୍ଦ୍ଦିକ ସେନା

ନୂଆଦିଲ୍ଲୀ: ଟେଷ୍ଟ ପରେ ଭାରତର ଟି-୨୦ ଦଳରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ପ୍ରଥମ ଦୁଇଟି…

‘ବର୍ଷ ପରେ ଏଥର ବିଶ୍ୱକପ ଆମେ ଜିତିବୁ…’ World Cup ଟ୍ରଫି ଧରି ହୁଙ୍କାର ଦେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଦୀର୍ଘ ୧୨ ବର୍ଷ ପରେ ଭାରତରେ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ତେଣୁ ଭାରତ ଚଳିତବର୍ଷ…

ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିବେ ନିଜେ ଅଧିନାୟକ: ଚୟନକର୍ତ୍ତା ଦେଲେ ସୂଚନା

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ-୨୦୨୩ । ବିଶ୍ୱବିଜେତାର ଟାଇଟଲ ଜିତିବା ପାଇଁ ସବୁ ଦଳ ଏବେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି । ତେବେ ଏହା ଭିତରେ ଆସିଛି ଏକ ଦୁଃଖଦ ଖବର । ବିଶ୍ୱକପ ଖେଳିବା…

ସନରାଇଜର୍ସ ହାଇଦ୍ରାବାଦରୁ ବିଦାୟ ନେଲେ ମୁଖ୍ୟ ନାୟକ: ଦଳ ବାଛିଲା ନୂଆ ମୁଖିଆ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚମ୍ପିଆନ ଦଳ ସନରାଇଜର୍ସ ହାଇଦ୍ରାବାଦ ନେଇଛି ଏକ ବଡ଼ ନିଷ୍ପତ୍ତି । ଏସଆରଏଚର ଜଣେ ପ୍ରମୁଖ ସଦସ୍ୟ ବର୍ତ୍ତମାନ ଦଳରୁ ବିଦାୟ ନେଇଛନ୍ତି । ତେଣୁ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଉ ଜଣେ ନୂଆ…