Browsing Category

ଖେଳ

ରିଲାଏନ୍ସ ଜିଓରେ ମାଗଣାରେ ଦେଖନ୍ତୁ ଆଇପିଏଲ୍, ହିନ୍ଦୀ ଏବଂ ଇଂରାଜୀ ସମେତ ୧୨ ଟି ଭାଷାରେ ହେବ କମେଣ୍ଟ୍ରି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଆସନ୍ତା ମାସରେ ଆଇପିଏଲର ପ୍ରଥମ ମ୍ୟାଚ୍ ରେ ଟୁର୍ଣ୍ଣାମେଣ୍ଟ ହେଭିୱେଟ୍ ଚେନ୍ନାଇ ସୁପର…

ଧୋନୀଙ୍କୁ ଝଟକା ଦେଲେ ବେନ ଷ୍ଟୋକ୍ସ: ସିଜନ ଅଧାରୁ ୟେଲୋ ଆର୍ମିରୁ ନେବେ ବିଦାୟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଚେନ୍ନାଇ ଅଧିନାୟକ ଏମ.ଏସ ଧୋନୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ସିଜନ ଅଧାରୁ ଦଳରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୨୦୨୩ ଆଇପିଏଲ…

ଟେଷ୍ଟ ସିରିଜ ଭିତରେ ଅଷ୍ଟ୍ରେଲିଆର ନୂଆ ଚାଲ୍: ଦଳରେ ସାମିଲ ହେଲେ ଦମଦାର ଖେଳାଳି

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଉପରେ ଭାରତ କବଜା କରିଥିବା ବେଳେ ଅଷ୍ଟ୍ରେଲିଆ ଖାଲି ହାତ ରହିଛି । ଏହା ଉପରେ ଦଳର ଷ୍ଟାର…

(video) ବିରାଟ କୋହଲିଙ୍କୁ କିସ୍ କଲେ ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ, ଅନୁଷ୍କାଙ୍କ ଚିନ୍ତିତ ପ୍ରତିକ୍ରିୟା

ନୂଆଦିଲ୍ଲୀ : ସେଲିବ୍ରିଟିମାନଙ୍କୁ ଦେଖିଲେ ଫ୍ୟାନ୍ସମାନେ ଆବଶ୍ୟକଠାରୁ ଅଧିକ ଉତ୍ସାହିତ ହୋଇପଡିଛି । କିଏ କୁଣ୍ଡେଇ ପକାନ୍ତି ତ ଅନ୍ୟ କେହି ଚୁମ୍ବନ ଦେବାକୁ ପଛାନ୍ତି ନାହିଁ । ସେହିଭଳି କିଛି ଦୃଶ୍ୟ ଏବେ ସୋସିଆଲ…

ଅଧିନାୟକ ପଦରୁ ବାଦ ପଡିଲେ ଭାରତର ଏହି ଷ୍ଟାର ଖେଳାଳି: କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ଏବେ ନିଜ ଦଳର ଅଧିନାୟକ ଖୋଜିବାରେ ଲାଗି ପଡିଛନ୍ତି । ଏହାମଧ୍ୟରେ…

ଟେଷ୍ଟ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଦବଦବା: ଟପ୍ ୫ ଅଲରାଉଣ୍ଡର ତାଲିକାରେ ୩ ଭାରତୀୟ ସାମିଲ

ନୂଆଦିଲ୍ଲୀ: ବୁଧବାର ଆଇସିସି ଦ୍ୱାରା ନୂଆ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳିମାନଙ୍କ ଜଲୱା ଦେଖିବାକୁ ମିଳିଛି । ବୋଲିଂ ଏବଂ ଅଲରାଉଣ୍ଡର ତାଲିକାରେ ରାଜ…

IPL-2023ରେ କମବ୍ୟାକ କରିବେ ଚେନ୍ନାଇର ସୁପର କିଙ୍ଗ: ପୁଣି ଦୁନିଆ ଦେଖିବ ଧୋନୀ-ଚହରଙ୍କ ଯୁଗଳବନ୍ଦୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆହତ ସମସ୍ୟା ଯୋଗୁୁଁ ଦଳରୁ ବାଦ ରହିବା ପରେ କମବ୍ୟାକ କରିବେ ଦୀପକ ଚହର । ତେବେ ଦୁଇଟି ବଡ ଆଘାତ ଲାଗିବା ପରେ ବର୍ତ୍ତମାନ ଦୀପକ ସୁସ୍ଥ ଅନୁଭବ କରୁଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ…

ବଦଳିବ ଭାରତର କିଟ ସ୍ପନସର: ‘କିଲର’ର ସ୍ଥାନ ନେବ ଏହି ଲୋକପ୍ରିୟ ବ୍ରାଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର 'କିଲର' ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲଣ ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ ଏକ କମ୍ପାନୀ । ଏ…

ଦମଦାର ପ୍ରଦର୍ଶନ ପରେ ବି ଦଳରୁ ବାଦ୍ ପଡିଲେ ଏହି ଖେଳାଳି: ଦିନିକିଆ ସିରିଜରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜ ପାଇଁ ବିସିସିଆଇ ତରଫରୁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜରେ ପୁଣିଥରେ…

ଦୁଇଟି ପରାଜୟ ପରେ ଅଷ୍ଟ୍ରେଲିଆ ଖେଳିବ ନୂଆ ଚାଲ୍! ଦଳରେ ଯୋଗ ଦେବେ ଏହି ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନମ୍ବର.୧ ସ୍ଥାନ ସହ ଭାରତ ଗସ୍ତରେ ଆସିଥିଲା ଅଷ୍ଟ୍ରେଲିଆ । କିନ୍ତୁ ସିରିଜର ପ୍ରଥମ ଟେଷ୍ଟରେ ହିଁ ବଦଳିଯାଇଛି ସମ୍ପୂର୍ଣ୍ଣ ସମୀକରଣ । ପ୍ରଥମ ମ୍ୟାଚ ହାରିବା ପରେ ଅଷ୍ଟ୍ରେଲିଆଠାରୁ…