
Browsing Category
ଖେଳ
Asia Cup IND vs PAK: ଭାରତ ବନାମ ପାକିସ୍ତାନ ମ୍ୟାଚ୍ ତାରିଖ ଘୋଷିତ, ଦେଖନ୍ତୁ ସୂଚୀ
ଏସିଆ କପ୍ ୨୦୨୫ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମରେ ରହିଛି, କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ-ଭୋଲଟେଜ ମ୍ୟାଚର ତାରିଖ ଘୋଷଣା ହୋଇଛି। ଏସିଆନ କ୍ରିକେଟ କାଉନସିଲ (ଏସିସି)…
ଏସିଆ କପ୍ ୨୦୨୫: ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ଏହି ଦେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭାରତ
ଢାକା: ଏସୀୟ କ୍ରିକେଟ କାଉନସିଲ (ଏସିସି) ସଭାପତି ମୋହସିନ ନକଭି ଘୋଷଣା କରିଛନ୍ତି ଯେ ଏସିଆ କପ୍ ୨୦୨୫ ହାଇବ୍ରିଡ ମଡେଲରେ ଖେଳାଯିବ ଏବଂ ଏହା ସେପ୍ଟେମ୍ବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ…
ଟେଷ୍ଟରୁ ଅବସର ନେବେ ଦ୍ରୁତ ବୋଲର ଜୟପ୍ରିତ ବୁମରାହ, ଦେଲେ ବଡ଼ ସଙ୍କେତ !
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀ ଏବଂ ଇଣ୍ଡିଆ ଟିମ୍ ପାଇଁ ଏକ ଖରାପ ଖବର। ଦେହ ଅସୁସ୍ଥ ଥିବା କାରଣରୁ ଟେଷ୍ଟରୁ ଅବସର ନେଇ ପାରନ୍ତି ଭାରତୀୟ ବୋଲର ଜୟପ୍ରିତ ବୁମରାହ।
ଏକଥା ଆମେ କହୁନାହୁଁ ପୂର୍ବତନ ଭାରତୀୟ…
Breaking: ଟେଷ୍ଟ୍ କ୍ରିକେଟରୁ ଅବସର ନେବେ ବୁମରାହ ! ରହିଛି ଏହି ବଡ଼ କାରଣ
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଆସିଲା ବଡ଼ ଖବର । ଟେଷ୍ଟ କ୍ରିକେଟ୍ରୁ ଅବସର ନେଇପାରନ୍ତି ଜସପ୍ରିତ ବୁମରାହ । ଟିମ୍ ଇଣ୍ଡିଆର ଜଣେ ପୂର୍ବତନ କ୍ରିକେଟର ଏନେଇ ଦାବି କରିଛନ୍ତି । ସେ ଏହାର କାରଣ ମଧ୍ୟ ଦେଇଛନ୍ତି ।…
IND vs ENG: ବେନ୍ ଷ୍ଟୋକ୍ସଙ୍କ ପ୍ରାଇଭେଟ୍ ପାର୍ଟରେ ବାଜିଲା ବଲ୍, ଦେଖନ୍ତୁ (Video) ପଡ଼ିଆ ମଝିରେ ଆଣ୍ଠେଇ ପଡ଼ିଲେ ଖେଳାଳି
ମାଞ୍ଚେଷ୍ଟର: ଭାରତୀୟ ସ୍ପିଡ୍ଷ୍ଟର ମହମ୍ମଦ ସିରାଜଙ୍କ ଏକ ବଲ୍ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଗୁପ୍ତାଙ୍ଗରେ ବାଜିଲା। ଆଘାତ ଏତେ ଗୁରୁତର ଥିଲା ଯେ ବେନ୍ ଷ୍ଟୋକ୍ସ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆରେ ବସିଗଲେ।…
ଅବସର ଘୋଷଣା କଲେ ଏହି ଭାରତୀୟ ଖେଳାଳି, ଅନ୍ତର୍ଜାତୀୟ କ୍ରିକେଟରେ କରିଥିଲେ ଏତେ ରନ୍
ନୂଆଦିଲ୍ଲୀ: ମାତ୍ର 32 ବର୍ଷ ବୟସରେ ଅବସର ନେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ । ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବେଦ କୃଷ୍ଣମୂର୍ତ୍ତି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।…
ଟେଷ୍ଟରେ ଇତିହାସ ରଚିଲେ ଏହି ଖେଳାଳି, ସଚିନ ତେନ୍ଦୁଲକର ବି ପଡ଼ିଗଲେ ପଛରେ
ନୂଆଦିଲ୍ଲୀ: ଜୋ ରୁଟ୍ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଏକ ବଡ଼ ଇନିଂସ ଖେଳିଛନ୍ତି। ଏହାସହ ଭାରତୀୟ ବୋଲରମାନଙ୍କୁ କଡ଼ା ଟକ୍କର ଦେଇଛନ୍ତି।
ରୁଟ୍ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ଏବଂ ଚଳିତ ଟେଷ୍ଟ…
IND VS PAK:ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ନୁହେଁ, ତିନି ଥର ହେବ ମ୍ୟାଚ! ଟୁର୍ନାମେଣ୍ଟ ନେଇ ବଡ଼ ଅପଡେଟ
ନୂଆଦିଲ୍ଲୀ : କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ନୁହେଁ, ବରଂ ତିନି ଥର ପର୍ଯ୍ୟନ୍ତ ହାଇ-ଭୋଲଟେଜ ମୁକାବିଲା ହୋଇପାରେ। ଏହି ଟୁର୍ନାମେଣ୍ଟ ସପ୍ଟେମ୍ବର ୨୦୨୫ରେ…
ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ହେଲା ଏମିତି କମାଲ, ୯୨ ବର୍ଷ ଭିତରେ କେବେ ହୋଇନଥିଲା
ନୂଆଦିଲ୍ଲୀ: ଟେଷ୍ଟ ଟିମରେ ଇଣ୍ଡିଆର ଅଧିନାୟକ ହେବାରେ ଶୁଭମନ ଗିଲଙ୍କର ମାତ୍ର ଅଳ୍ପ କିଛି ଦିନ ହେଇଛି। କିନ୍ତୁ ଏହି ସମୟ ମଧ୍ୟରେ ଏପରି ଅନେକ ଜିନିଷ ଦେଖାଯାଉଛି ଯାହା ପୂର୍ବରୁ କେବେ ହୋଇନଥିଲା।
ଅଧିନାୟକ ଭାବରେ…
(Video) ଖେଳ ମଝିରେ ରାଗି ନିଆଁ ବାଣ ହେଲେ ମହମ୍ମଦ ସିରାଜ, ଅମ୍ପାୟରଙ୍କ ପାଖରେ ପହଞ୍ଚିଲା ଅଭିଯୋଗ
ଇଂଲଣ୍ଡ: ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ, ମହମ୍ମଦ ସିରାଜ ଏବଂ ବେନ୍ ଡକେଟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା।
ତୃତୀୟ ଟେଷ୍ଟରେ ମଧ୍ୟ ଉଭୟଙ୍କ…