Browsing Category
ଖେଳ
ଟିମ୍ ଇଣ୍ଡିଆର ୫ ଖେଳାଳି ଏବେ ବି କରୋନା ପଜିଟିଭ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆର ମଇଦାନ ବାହାରେ ସମସ୍ୟା ଏବେ ବି ହ୍ରାସ ପାଇନି । ଭାରତୀୟ ଟିମର ୫ ଖେଳାଳି ଏବେ ବି କରୋନା ସଂକ୍ରମିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ…
ପନ୍ତ ଏବଂ ରାହୁଲଙ୍କ ଅର୍ଦ୍ଧଶତକ, ଦ. ଆଫ୍ରିକାକୁ ୨୮୮ ରନ ଟାର୍ଗେଟ୍ ଦେଲା ଭାରତ
ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଭାରତ ଋଷଭ ପନ୍ତ ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ…
ICC T20 World Cup 2022: ଅକ୍ଟୋବର ୨୩ରେ ଭାରତ-ପାକ୍ ଟକ୍କର୍
ନୂଆଦିଲ୍ଲୀ: ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଟି-୨୦ ବିଶ୍ୱକପ୍ ୨୦୨୨ ପାଇଁ ସୂଚୀ ଜାରି ହୋଇଛି । ବିଶ୍ୱକପ୍ ରେ ପାକିସ୍ତାନ ସହିତ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ସେହିପରି ଅକ୍ଟୋବର ୧୬ରୁ…
୨୩ ବର୍ଷ ଧରି ଖେଳିବା ପରେ ବି ଥକିନାହାନ୍ତି ଏହି ଖେଳାଳି: ଆଇସିସି ଦେଲା ଏମିତି ସମ୍ମାନ
ନୂଆଦିଲ୍ଳୀ: ଭାରତୀୟ ମହିଳା ଦଳର ଅଧିନାୟିକା ମିଥାଲି ରାଜ ନିଜ କ୍ରିକେଟିଂ ଜୀବନର ଫର୍ଦ୍ଦରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡିଛନ୍ତି । ମିଥାଲି ରାଜ୍ ଏବଂ ଝୁଲଣ ଗୋସ୍ୱାମୀ ଆଇସିସିର ମହିଳା ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟ…
ଗଲି କ୍ରିକେଟରେ କମାଲ କଲେ ଅଜା: ଦେଖନ୍ତୁ ଏହି ମଜାଦାର ଭାଇରାଲ Video
ନୂଆଦିଲ୍ଳୀ:ଆଜିକାଲି ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହେବାକୁ ଲାଗୁଛି ଯାହା ଆମକୁ ଆଶ୍ଚର୍ୟ୍ୟ କରିବା ସହ ଏହା ଖୁବ କୌତୁହଳ ସୃଷ୍ଟି କରିଥାଏ । ଆଜି ଆମେ ଆମ ଭିଡିଓରେ ଏଭଳି କିଛି ଭିଡିଓ ଦେଖାଇବୁ ଯାହା…
BCCI Central Contract: ସଙ୍କଟରେ ଏହି ଖେଳାଳିଙ୍କ ଦରମା, ଟାର୍ଗେଟରେ ବରିଷ୍ଠ ବ୍ୟାଟସମ୍ୟାନ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ପ୍ରତି ବର୍ଷ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଅନୁବନ୍ଧର ଘୋଷଣା ହେବାକୁ ଯାଉଛି…
ପ୍ରଥମ ଦିନିକିଆ ହାରିବା ପରେ ଭାରତୀୟ ଦଳରେ ହୋଇପାରେ ପରିବର୍ତ୍ତନ, ଚୂଡାନ୍ତ ଏକାଦଶକୁ ନେଇ ଚିନ୍ତାରେ ଅଧିନାୟକ
ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ । ଏହି ମ୍ୟାଚ୍ ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯିବ । ଏହି ମୁକାବିଲା ଭାରତ ପାଇଁ କର ବା ମର ସଦୃଶ ହୋଇଛି ।…
କଥା ରଖିଲେ ଆଉ ହୃଦୟ ଜିତିଲେ ମହିନ୍ଦ୍ରା: ଅବନୀ ଲେଖାରାଙ୍କୁ କଷ୍ଟମାଇଜଡ ଏସୟୁଭି ଉପହାର
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ପାରା ଶୁଟର୍ ଅବନୀ ଲେଖାରାଙ୍କୁ ଏକ କଷ୍ଟମାଇଜଡ୍ ଏସୟୁଭି ପ୍ରଦାନ କରାଯାଇଥିବା ବେଳେ…
ରୋହିତ ଶର୍ମାଙ୍କୁ ସବୁ ଫର୍ମାଟର ଅଧିନାୟକ କରାଯିବା ଉଚିତ: ଗମ୍ଭୀର
ନୂଆଦିଲ୍ଲୀ: ବିରାଟ କୋହଲି ନିକଟରେ ଟେଷ୍ଟ ଅଧିନାୟକ ପଦରୁ ଓହରି ଯିବା ପରେ ତାଙ୍କ ସ୍ଥାନରେ ଅନ୍ୟ କେଉଁ ଖେଳାଳିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ,ସେ ନେଇ ବିଚାର ବିମର୍ଷ ଚାଲିଛି । ଏହି ଦୌଡରେ କେଏଲ…
ବାୟୋ-ବବଲକୁ ଭେଦ କରି ପଶିଲା କରୋନା: ଭାରତୀୟ ମହିଳା ଫୁଟ୍ବଲ୍ ଦଳର ଦୁଇ ଖେଳାଳିଙ୍କୁ କୋଭିଡ ପଜିଟିଭ, ଚାଲିଛି ଚିକିତ୍ସା
ମୁମ୍ବାଇ: ଭାରତୀୟ ସିନିୟର ଜାତୀୟ ମହିଳା ଫୁଟବଲ ଦଳର ଦୁଇ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ ଖେଳିବା ପାଇଁ ଭାରତୀୟ ଦଳ ସୁରକ୍ଷିତ ବାୟୋ - ବବଲ ମଧ୍ୟରେ…